Browsing Tag

BSNL plan

BSNL ଲଞ୍ଚ କଲା ଶସ୍ତା ପ୍ଲାନ୍, ଅନଲିମିଟେଡ୍ କଲିଂ ସହିତ ଅନ୍ୟାନ୍ୟ ବେନିଫିଟ୍ସ ପାଇବେ ୟୁଜର୍ସ

BSNL ୩୩୦ ଦିନର ଏକ ଶସ୍ତା ପ୍ଲାନ୍ ଲଞ୍ଚ କରିଛି । ଯେଉଁଥିରେ ଅନଲିମିଟେଡ୍ କଲିଂ ସହିତ ଅନ୍ୟାନ୍ୟ ସୁବିଧା ପାଇବେ ୟୁଜର୍ସ । ସରକାରୀ ଟେଲିକମ୍ ଅପରେଟର ପୂର୍ବରୁ ପୋର୍ଟଫୋଲିଓରେ ଲମ୍ବା ଭ୍ୟାଲିଡିଟି ପ୍ଲାନ୍ ରଖିଛି । ଯେଉଁଥିରେ ଅନଲିମିଟେଡ୍ କଲିଂ ଏବଂ ଡାଟା ସୁବିଧା ୟୁଜର୍ସଙ୍କୁ ମିଳିବ ।…

ୟୁଜର୍ସଙ୍କ ପାଇଁ BSNL ର ଜବରଦସ୍ତ ଅଫର୍, ଶସ୍ତା ପ୍ଲାନରେ ମିଳିବ ଲମ୍ବା ଭ୍ୟାଲିଡିଟି ଏବଂ 3GB ଡାଟା

ନିଜର ଶସ୍ତା ପ୍ଲାନ୍ ପାଇଁ ଦେଶର ଏକମାତ୍ର ସରକାରୀ ଟେଲିକମ୍ କମ୍ପାନୀ BSNL ଖୁବ୍ ପପୁଲାର ହୋଇଛି । ଏହାର ରିଚାର୍ଜ ପ୍ଲାନ୍ ଅନ୍ୟ କମ୍ପାନୀ ତୁଳନାରେ ଯଥେଷ୍ଟ କମ୍ ମୂଲ୍ୟରେ ଉପଲବ୍ଧ । BSNL ଏବେ ଆଉ ଏକ ପ୍ଲାନ୍ ଇଣ୍ଟ୍ରଡ୍ୟୁସ୍ କରିଛି ।ଯେଉଁଥିରେ କମ୍ ମୂଲ୍ୟରେ ଲମ୍ବା ଭ୍ୟାଲିଡିଟି ଏବଂ…

BSNL ର ୭୦ ଦିନିଆ ଶସ୍ତା ରିଚାର୍ଜ ପ୍ଲାନ୍, ଅନଲିମିଟେଡ୍ କଲିଂ ସହିତ ମଳିବ ଢ଼େରସାରା ବେନିଫିଟ୍ସ

BSNL ବହୁ ସମୟରେ ତାର କୋଟି କୋଟି ୟୁଜର୍ସଙ୍କ ପାଇଁ ଶସ୍ତା ରିଚାର୍ଜ ପ୍ଲାନ୍ ଲଞ୍ଚ କରୁଛି । ଘରୋଇ ଟେଲିକମ୍ ଅପରେଟରମାନଙ୍କ ସହିତ ଟକ୍କର କରିବା ପାଇଁ, କମ୍ପାନୀ ଏହାର ଦମଦାର୍ ରିଚାର୍ଜ ପ୍ଲାନ୍ ଲଞ୍ଚ କରୁଛି, ଯେଉଁଥିରେ ୟୁଜର୍ସମାନେ କମ ମୂଲ୍ୟରେ ଅନେକ ସୁବିଧା ପାଇପାରିବେ । ଏହି କାରଣରୁ…

BSNLର ଜବରଦସ୍ତ ପ୍ଲାନ୍, ଫ୍ରିରେ ମିଳିବ JioHotstar, Zee5 ଏବଂ SonyLIV ଆପ୍ସର ଆକ୍ସେସ୍

ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL)  ତା’ର କୋଟି କୋଟି ୟୁଜର୍ସଙ୍କ ପାଇଁ ଜବରଦସ୍ତ OTT ପ୍ଲାନ୍ ଆଣିଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ୩ ମାସ ପର୍ଯ୍ୟନ୍ତ ଫ୍ରିରେ JioHotstar, Zee5 ଏବଂ SonyLIV ଆପ୍ସର ଆକ୍ସେସ୍ ମିଳିବ । ଏହି ପ୍ଲାନ୍ ଖାସ୍ କରି OTTରେ ମୁଭି, କ୍ରିକେଟ୍, ୱ୍ ସିରିଜ୍…

ପ୍ରତିଦିନ 3 GBଡାଟା ସହିତ ଦେଉଛି ଅଧିକ ଭ୍ୟାଲିଡିଟି, ଏହି କମ୍ପାନୀ ଦେଉଛି ଶସ୍ତା ରିଚାର୍ଜ ପ୍ଲାନ୍

ସରକାରୀ ଟେଲିକମ୍ କମ୍ପାନୀ BSNL ଏହାର ୟୁଜର୍ସଙ୍କ ପାଇଁ ନୂଆ ପରିବର୍ତ୍ତନ ଆଣିଛି । କମ୍ପାନୀ ଏକ ଶସ୍ତା ରିଚାର୍ଜ ପ୍ଲାନ୍ ଆଣିଛି । ଯାହା ଲମ୍ବା ଭ୍ୟାଲିଡିଟି ସହିତ ଦୈନିକ ଡାଟା ପ୍ରଦାନ କରିବ । ଏହି ରିଚାର୍ଜ ପ୍ଲାନ୍ ଭିଡିଓ ଷ୍ଟ୍ରିମିଂ କିମ୍ବା ଅନଲାଇନ୍ ଗେମିଂ ପାଇଁ ଅଧିକ ଡାଟା ଆବଶ୍ୟକ…

BSNL ୟୁଜର୍ସଙ୍କ ପାଇଁ ଖୁସି ଖବର, ୧ ଟଙ୍କାରେ ମିଳିବ ବଢ଼ିଆ ସୁବିଧା

BSNL ୟୁଜର୍ସଙ୍କ ପାଇଁ ଆସିଲା ଖୁସି ଖବର । ଲଞ୍ଚ ହେଲା ଏକ ଜବରଦସ୍ତ ରିଚାର୍ଜ ପ୍ଲାନ୍ । ଯେଉଁଥିରେ ମିଳିବ ଢ଼େରସାରା ବେନିଫିଟ୍ସ । ତେବେ ଆସନ୍ତୁ ଜାଣିବା ଏହି ରିଚାର୍ଜ ପ୍ଲାନ୍ ବିଷୟରେ । BSNL ତାର ଫ୍ରିଡମ୍ ପ୍ଲାନ୍ ପୁଣି ଲଞ୍ଚ କରିଛି । ଭାରତ ସଂଚାର ନିଗମ ଲିମିଟେଡର ଆଣିଛି ୧…

BSNLର ଦମଦାର ଅଫର୍, ଶୀଘ୍ର ଉଠାନ୍ତୁ ଲାଭ

ଯଦି ଆପଣ ବାରମ୍ବାର ରିଚାର୍ଜ କରିବା ଟେନସନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତା ହେଲେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ସରକାରୀ ଟେଲିକମ୍ କମ୍ପାନୀ BSNL ଏକ 'ଡାଟା ବୋନସ୍ ଅଫର' ଦେଉଛି । ଏହି ଅଫରରେ ଆପଣ ଗୋଟିଏ ବର୍ଷ ପାଇଁ ଭ୍ୟାଲିଡିଟି ସହିତ ମାଗଣାରେ ଏକ୍ସଟ୍ରା ଡାଟା ପାଇପାରିବେ ।…

ୟୁଜର୍ସଙ୍କ ପ୍ରଥମ ପସନ୍ଦ BSNLର ୫୦ ଦିନିଆ ପ୍ଳାନ୍, କମ୍ ଖର୍ଚ୍ଚରେ ମିଳିବ ଅନେକ ଫାଇଦା

BSNL ଏହାର ଶସ୍ତା ରିଚାର୍ଜ ପ୍ଲାନ ସହିତ ଘରୋଇ କମ୍ପାନୀଗୁଡ଼ିକର ହୋସ୍ ଉଡାଇଦେଇଛି । ସରକାରୀ ଟେଲିକମ୍ କମ୍ପାନୀର ପୋର୍ଟଫୋଲିଓରେ ଏପରି ଅନେକ ଶସ୍ତା ରିଚାର୍ଜ ପ୍ଲାନ୍ ଅଛି, ଯେଉଁଥିରେ ୟୁଜର୍ସମାନେ ବହୁତ ଲାଭ ପାଇଥାନ୍ତି । ଏହି ପ୍ଲାନରେ କମ୍ ମୂଲ୍ୟରେ ଅନଲିମିଟେଡ୍ କଲିଂ, ଡାଟା ଇତ୍ୟାଦିର…

BSNL ୟୁଜର୍ସଙ୍କ ପାଇଁ ବଡ ଉପହାର, କମ୍ପାନୀ ପୁଣିଥରେ ଆରମ୍ଭ କରିଛି ୧ ଟଙ୍କିଆ ଫ୍ରିଡମ୍ ପ୍ଲାନ୍

ଗ୍ରାହକଙ୍କ ବିପୁଳ ଚାହିଦାକୁ ଦୃଷ୍ଟିରେ ରଖି ଦେଶର ସର୍ବବୃହତ୍ ସରକାରୀ ଟେଲିକମ୍ ସେବା ପ୍ରଦାନକାରୀ BSNL ନିଜର ୧ ଟଙ୍କାର ଫ୍ରିଡମ୍ ପ୍ଲାନ୍ ପୁଣିଥରେ ନେଇଆସିଛି । ଏଥିରେ ଫ୍ରି କଲିଂ, ଡାଟା ସମେତ ଅନେକ ଅଫର ୩୦ ଦିନ ପାଇଁ ଦିଆଯାଉଛି । BSNL ଏହାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରୁ ଫ୍ରିଡମ…

BSNL ୟୁଜର୍ସଙ୍କ ପାଇଁ ଖୁସି ଖବର, 100GB ଡାଟା ସହିତ ଅନଲିମିଟେଡ୍ କଲିଂର ପାଇବେ ସୁବିଧା

BSNL ର ପୋର୍ଟଫୋଲିଓରେ ଅନେକ ଶସ୍ତା ରିଚାର୍ଜ ପ୍ଲାନ୍ ରହିଛି । ଯାହା ୟଚଜର୍ସଙ୍କୁ ଅନଲିମିଟେଡ୍ କଲିଂ ଏବଂ ଡାଟା ସମେତ ଅନେକ ସୁବିଧା ଦେଉଛି । ଭାରତ ସଂଚାର ନିଗମ ଲିମିଟେଡର ଏକ ଶସ୍ତା ପ୍ଲାନ୍ ଅଛି । ଯାହା 100GB ଡାଟା ସହିତ ଅନଲିମିଟେଡ୍ କଲିଂ ଦେଇଥାଏ । ଖାସ୍ କରି…

ଏବେ ବିନା ନେଟୱର୍କରେ କରିପାରିବେ କଲ୍, ଆରମ୍ଭ ହେଲା BSNLର VoWiFi ସର୍ଭିସ

BSNL ନିଜ ୟୁଜର୍ସଙ୍କୁ ଏକ ବଡ଼ ଉପହାର ଦେଇଛି । ଏବେ କମ୍ପାନୀର ଗ୍ରାହକମାନେ ମୋବାଇଲ୍ ନେଟୱାର୍କ ବିନା ମଧ୍ୟ ଭଏସ୍ କଲ୍ କରିପାରିବେ । BSNL ଏହାର ନୂଆ VoWiFi (ଭଏସ୍ ଓଭର ୱାଇ-ଫାଇ) ସର୍ଭିସ ଆରମ୍ଭ କରିଛି । ଯାହା ମାଧ୍ୟମରେ ୟୁଜର୍ସମାନେ ମୋବାଇଲ୍ ନେଟୱାର୍କ ବଦଳରେ ୱାଇ-ଫାଇ କନେକ୍ସନ…

BSNL ର ୩୦ ଦିନିଆ ରିଚାର୍ଜ ପ୍ଲାନ, କମ ମୂଲ୍ୟରେ ମିଳିବ ଅନେକ ଫାଇଦା

ନିକଟରେ BSNL ନିଜର ୨୫ ବର୍ଷ ପୂରଣ କରିଛି । ସରକାରୀ ଟେଲିକମ୍ କମ୍ପାନୀ ସିଲଭର ଜୁବଲି ପୁରା କରିବା ଅବସରରେ ଏହାକୁ ବ୍ୟବହାର କରୁଥିବା ଲୋକମାନଙ୍କୁ ଏକ ବଡ ଉପହାର ଦେଇଛି । BSNL ର 4G ସେବା ସାରା ଦେଶରେ ଏକକାଳୀନ ଆରମ୍ଭ ହୋଇଛି । ଏହି ବର୍ଷ ଶେଷ ସୁଦ୍ଧା 5G ସେବା ଆରମ୍ଭ କରିବାକୁ…