BSNL ଆଣିଲା ଶସ୍ତା ପ୍ଲାନ୍, ୩୪୭ ଟଙ୍କାରେ ମିଳିବ ଅନଲିମିଟେଡ୍ କଲ୍ ସହିତ 2GBର ହାଇ-ସ୍ପିଡ୍ ଡାଟା
BSNL ବର୍ତ୍ତମାନ ୫୦ ଦିନିଆ ଶସ୍ତା ଭାଲିଡିଟି ପ୍ଲାନ୍ ଆରମ୍ଭ କରିଛି । ଯାହା ୟୁଜର୍ସଙ୍କୁ କମ୍ ମୂଲ୍ୟରେ ଅନେକ ସୁବିଧା ଦେବ । ଭାରତ ସଂଚାର ନିଗମର ଏହି ରିଚାର୍ଜ ପ୍ଲାନର ମୂଲ୍ୟ ପ୍ରତିଦିନ ୫ଟଙ୍କାରୁ କମ୍ ରହିବ । ଘରୋଇ କମ୍ପାନୀଗୁଡ଼ିକ ସେମାନଙ୍କର ରିଚାର୍ଜ ପ୍ଲାନ୍ ବୃଦ୍ଧି କରିବାକୁ…