Browsing Tag

budget session

ଆଜିଠୁ ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ : ଆଜିଠୁ ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ । ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ମୋଟ ୧୭ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ପର୍ଯ୍ୟାୟ ଶେଷ ହେବାର ପ୍ରାୟ ଏକ ମାସ ପରେ ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ପୁଣି…

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ: ପୁଣି ଥରେ ଗୃହରେ ସାମ୍ନାସାମ୍ନୀ ହେବେ ଶାସକ ଓ ବିରୋଧୀ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମଧ୍ୟ ସରଗରମ ରହିବ । ପୁଣି ଥରେ ଗୃହରେ ସାମ୍ନାସାମ୍ନୀ ହେବେ ଶାସକ ଓ ବିରୋଧୀ । ପୁଣିଥରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ ସରକାରକୁ ଘେରିପାରନ୍ତି ବିରୋଧୀ ।…

ଦେଶର ବଜେଟ ପ୍ରସ୍ତୁତ କରିବା ପାଇଁ ୧୦ ଦିନ ଯାଏ ଘରୁ ବାହାରେ ରୁହନ୍ତି ଏହିସବୁ ପ୍ରମୁଖ ଅଧିକାରୀ, କଡ଼ା ନିୟମକୁ ପାଳନ…

ଆଜି ଆରମ୍ଭ ହୋଇସାରିିଛି ୨୦୨୩-୨୪ ପାଇଁ ବଜେଟ ଉପସ୍ଥାପନ। ଯାହାକୁ ରହିଥାଏ ସସମସ୍ତଙ୍କ ଅପେକ୍ଷା। ବଜେଟ ରାଜସ୍ୱ ଆୟ ଓ ବ୍ୟୟର ପୂର୍ଣ୍ଣ ସୂଚୀକୁ ବୁଝାଏ। ଏଥିରେ ଦେଶର ସବୁ କ୍ଷେତ୍ରକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଏ। କେଉଁ କ୍ଷେତ୍ରରେ କେତେ ମାତ୍ରାରେ ଖର୍ଚ୍ଚ ହେବ ତାହାକୁ ନେଇ ଏକ…

ବଜେଟ୍‌-୨୦୨୩: ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରି ଉଦ୍‌ବୋଧନ ଆରମ୍ଭ କରିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ବେଳେ ଆରମ୍ଭ ହେଲା ବଜେଟ ଅଧିଵେଶନ। ଚଳିତ ବର୍ଷର ବଜେଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ…

୨୦୨୩ର ସାଧାରଣ ବଜେଟ୍, ଉପସ୍ଥାପନ ପୂର୍ବରୁ ପୂଜାର୍ଚ୍ଚନା କଲେ ରାଷ୍ଟ୍ର ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ୨୦୨୩ର ସାଧାରଣ ବଜେଟ୍ । ଯାହା ଉପରେ ରହିଛି ଧନୀଠୁ ଗରୀବ ସମସ୍ତଙ୍କ ନଜର । ବଜେଟ ଉପସ୍ଥାପନ ପୂର୍ବରୁ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ର ଅର୍ଥ ମନ୍ତ୍ରୀ ଡ. ଭଗଓ୍ଵତ କିସନରାଓ କରାଡ । ଆଳତି କରି ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରମନ୍ତ୍ରୀ । ଏଥିସହିତ ଅର୍ଥମନ୍ତ୍ରୀ…

କେନ୍ଦ୍ର ବଜେଟରୁ‌ ଅଧିକ ଆଶା କରୁଛି ଓଡ଼ିଶା, ରେଳ ପ୍ରକଳ୍ପକୁ ଅନୁଦାନ ମିଳିବ କି ନାହିଁ ଅପେକ୍ଷା

ଭୁବନେଶ୍ୱର (କେନ୍ୟୁଜ): କେନ୍ଦ୍ର ବଜେଟରୁ ଓଡ଼ିଶା ମଧ୍ୟ ଅନେକ ଆଶା ରଖିଛି । ଫୋକସ ଷ୍ଟେଟ୍‌ ମାନ୍ୟତା ଦେଇ ଅଧିକ ଅନୁଦାନ, ଆବାସରେ ଅଧିକ ଘର, ନିର୍ମାଣାଧିନ ରେଳ ପ୍ରକଳ୍ପକୁ ଅଧିକ ଅନୁଦାନ ସହ ନୂଆ ରେଳ ପ୍ରକଳ୍ପ ଆଶା କରାଯାଉଛି । ବଜେଟରେ ରେଳବାଇ ପାଇଁ ଓଡ଼ିଶା ୮ହଜାର ୪୦୦ କୋଟି ଟଙ୍କା ଦାବି…

୨୦୨୪ ପୂର୍ବରୁ ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍, କେଉଁ କ୍ଷେତ୍ରକୁ ମିଳିବ କେତେ ଲାଭ ? ତା ଉପରେ ରହିଛି…

ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଆଜି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ । ଆସନ୍ତା ଆର୍ଥିକ ବର୍ଷ ଲାଗି ଦେଶର ଆୟବ୍ୟୟର ହିସାବ ଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଧ୍ୟବିତ୍ତ ଅନେକ ଆଶା ରଖିଛନ୍ତି । ବିଶେଷ କରି କଣ ଟିକସ ରିହାତି ମିଳୁଛି ତାକୁ ଅନାଇ ରହିଛନ୍ତି । ଶିଳ୍ପ ଜଗତ…

ଜଳ ଜୀବନ ମିଶନରେ ୩ ବର୍ଷରେ ଉପକୃତ ହୋଇଛନ୍ତି ୧୧ କୋଟି, ସଶକ୍ତ ହୋଇଛନ୍ତି ଗରିବ : ରାଷ୍ଟ୍ରପତି

ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ । ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବରେ ପାର୍ଲାମେଣ୍ଟକୁ ଏହା ତାଙ୍କର ପ୍ରଥମ ମିଳିତ ସମ୍ବୋଧନ । ପାର୍ଲାମେଣ୍ଟ ଭବନରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ଉପରାଷ୍ଟ୍ରପତି,…

ବଜେଟ୍‌ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ : “୨୦୪୭ ସୁଦ୍ଧା ଆମକୁ ଏକ ସ୍ୱର୍ଣ୍ଣିମ ଭାରତ ଗଠନ କରିବାର…

ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ । ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବରେ ପାର୍ଲାମେଣ୍ଟକୁ ଏହା ତାଙ୍କର ପ୍ରଥମ ମିଳିତ ସମ୍ବୋଧନ । ପାର୍ଲାମେଣ୍ଟ ଭବନରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ଉପରାଷ୍ଟ୍ରପତି,…

ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ, ପ୍ରଥମ ଥର ପାଇଁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଆଜି ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ଏହା ପରେ ଆସନ୍ତାକାଲି ସାଧାରଣ ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ଏପ୍ରିଲ୍‌ ୬ ଯାଏ ଚାଲିବ ଏହି ଅଧିବେଶନ । ବଜେଟ ଅଧିବେଶନର ପ୍ରଥମ ଭାଗ ଫେବ୍ରୁଆରୀ…

ଚଳିତ ବଜେଟ୍ ପରେ ବଢ଼ିବ ସରକାରୀ କର୍ମଚାରୀଙ୍କ ଦରମା, ଜାଣନ୍ତୁ ପୁରା ଖବର

ଆସନ୍ତା ୨୦୨୩ ଫେବୃଆରୀ ୧ରେ ବଜେଟ ସେସନ୍‌ ରେ ବହୁତ ଗୁରୁତ୍ୱ ପୂର୍ଣ୍ଣ ଖବର ଉପରେ ନିଷ୍ପତ୍ତି ନିଆଯିବ। ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାମ୍ନାରେ ଦେଶର ସାଧାରଣ ଜନତାଙ୍କ ଠୁ ଆରମ୍ଭ କରି ବିତ୍ତୀୟ ସଂସ୍ଥା, କର୍ମଚାରୀ ଓ ଗୃହିଣୀ ତଥା ଛାତ୍ର ଛାତ୍ରୀଙ୍କ ପାଇଁ ସିନିଅର ସିଟିଜେନ ଙ୍କୁ…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ, ବଜେଟ୍ ପରେ ବଢ଼ିପାରେ ଦୁଇଗୁଣା ଦରମା

ପୂର୍ବରୁ ୨୦୨୨ର ଶେଷରେ ସରକାର ଫିଟମେଣ୍ଟ ଫ୍ରାକ୍ଟର ଉପରେ ନିଷ୍ପତ୍ତି ନେବାର ଯୋଜନା କରୁଥିଲେ। ଏହାରି ମଧ୍ୟରେ ନୂଆବର୍ଷ ଆରମ୍ଭ ହୋଇଗଲାଣି। ଆଉ ତା ସହ କର୍ମଚାରୀଙ୍କ ଆଶ ମଧ୍ୟ ରହିଛି ଓ ଅପେକ୍ଷା ବି ସରକାର ଙ୍କ ନୂଆ ନିଷ୍ପତ୍ତି କୁ ନେଇ.. ସୂଚନା ଅନୁଯାୟୀ ଚଳିତ ଥର ସରକାରୀ କର୍ମଚାରୀଙ୍କ…