Browsing Tag

budget

ଗତବର୍ଷ ତୁଳନାରେ ଏଥର ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ୧୬୨୦ କୋଟି ଟଙ୍କା କମ୍‌

କେନ୍ଯୁଜ୍: ଗତବର୍ଷ ତୁଳନାରେ ରେଳବାଇ କ୍ଷେତ୍ରରେ ଏଥର ଓଡ଼ିଶାକୁ ମିଳିଛି ୧୬୨୦ କୋଟି ଟଙ୍କା କମ୍‌ । ଯାହା ନୈରାଶ୍ୟଜନକ ବୋଲି କହିଛି ବିଜେଡି । । ଯେତିକି ଦାବି କରାଯାଇଥିଲା ତାଠୁ ଢ଼େର କମ ବଜେଟରେ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ କେନ୍ଦ୍ର ସରକାର…

ଚୁମ୍ବକରେ ଜାଣନ୍ତୁ କେଉଁ ଦ୍ରବ୍ୟ ଓ ସାମଗ୍ରୀ ହେଲା ମହଙ୍ଗା, କଣ ହେଲା ଶସ୍ତା

କେନ୍ୟୁଜ୍(ବ୍ୟୁରୋ):  ମହଙ୍ଗା ହେବ ସିଗାରେଟ୍‌ ଓ ଟବାକୋ । ବଜେଟରେ ତମାଖୁ ଜାତୀୟ ଦ୍ରବ୍ୟ ଉପରେ ସୀମା ଶୁଳ୍କ ବୃଦ୍ଧି କରିଛନ୍ତି ସରକାର । ବିଦେଶରୁ ଆମଦାନୀ ହେଉଥିବା ଜୋତାର ଦାମ୍‌ ବି ବଢ଼ିବ । କାରଣ ବଜେଟରେ ଇମ୍ପୋଟେଡ୍‌ ଜୋତା ଉପରେ କଷ୍ଟମ୍ସ ଡ୍ୟୁଟିକୁ ୨୫ରୁ ୩୫ ପ୍ରତିଶତ ବୃଦ୍ଧି…

ଆଜି ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌, ଏହା ପୂର୍ବରୁ ଟିମ୍‌ ସହ ଶେଷ ଥର ପାଇଁ କରିଛନ୍ତି…

ନୂଆଦିଲ୍ଲୀ: ଆଜି ବହୁ ପ୍ରତିକ୍ଷିତ କେନ୍ଦ୍ର ବଜେଟ୍‌ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌ ଆଜି ବଜେଟ୍‌ ଉପସ୍ଥାପନ କରିବେ । ଦିନ ୧୧ଟାରେ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ବଜେଟରେ କେଉଁ ବର୍ଗକୁ ମିଳିବ ଗୁରୁତ୍ୱ । କାହା ଉପରେ ଫୋକସ୍‌ କରିବେ ସରକାର । ସାରା ଦେଶରେ ଆର୍ଥିକ…

ଉପସ୍ଥାପିତ ହେଲା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌, ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ ଟଙ୍କା ହୋଇଛି…

ଭୁବନେଶ୍ବର(କେନ୍ୟୁଜ୍): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮ ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି। ସେଥିରୁ କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ପାଇଁ ୫୨୭ କୋଟି ଟଙ୍କା, ସାମାଜିକ ସୁରକ୍ଷା ପାଇଁ ୫୦୧ କୋଟି ଟଙ୍କା,ସ୍ୱାସ୍ଥ୍ୟ ସେବା ପାଇଁ ୪୫୯ କୋଟି…

“ସ୍ୱାସ୍ଥ୍ୟ, ଶିକ୍ଷା ଉପରେ ବଜେଟ୍ ବରାଦ ବୃଦ୍ଧିକୁ ସ୍ୱାଗତ” ନବୀନ ପଟ୍ଟନାୟକ

କେନ୍ଦ୍ର ବଜେଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ବଜେଟ ମଧ୍ୟମ,ଦୀର୍ଘମିଆଦୀ ଭିଜନ ପରି ପ୍ରକାଶ କରୁଛି । ସ୍ୱାସ୍ଥ୍ୟ, ଶିକ୍ଷା ଉପରେ ବଜେଟ୍ ବରାଦ ବୃଦ୍ଧିକୁ ସ୍ୱାଗତ କରୁଛି । ତେବେ ମନରେଗା, SC/ST ପାଇଁ ବଜେଟ୍ର ବରାଦ ଚିନ୍ତାଜନକ ବୋଲି ନବୀନ…

ଉପରଶ୍ରେଣୀର ଆୟକାରୀଙ୍କ ଉପରେ ବଢ଼ିଲା ବୋଝ, ୨ରୁ ୫ କୋଟି ପର୍ଯ୍ୟନ୍ତ ଆୟକାରୀ ଗଣିବେ ଅତିରିକ୍ତ ୩ ପ୍ରତିଶତ ଟିକସ

ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନି । କିନ୍ତୁ ଉପରଶ୍ରେଣୀର ଆୟକାରୀଙ୍କ ଉପରେ ବୋଝ ବଢିଛି। ୨ରୁ ୫ କୋଟି ପର୍ଯ୍ୟନ୍ତ ଆୟକାରୀଙ୍କ ଉପରେ ଅତିରିକ୍ତ ୩ ପ୍ରତିଶତ ଟିକସ ଲାଗୁ ହୋଇଛି। ସେହିପରି ୭ କୋଟିରୁ ଅଧିକ ଆୟକାରୀ ଅତିରିକ୍ତ ୭ ପ୍ରତିଶତ ଟିକସ ଦେବେ। ଗୋଟିଏ ବର୍ଷରେ ୧ କୋଟି ଟଙ୍କାରୁ…

ବଜେଟରେ ସମ୍ଭାବନା, ବର୍ତ୍ତମାନ ଆୟକର ଛାଡ ସୀମା ୨ ଲକ୍ଷ ୫୦ ହଜାର ଟଙ୍କା

ଆସନ୍ତାକାଲି ଲୋକସଭାରେ ଉପସ୍ଥାପନ ହେବ ବଜେଟ୍‌। ସବୁଥର ଭଳି ଏଥର ସମସ୍ତଙ୍କ ନଜରରେ ରହିଛି, ଆୟକର ଛାଡ ସୀମା ବଢିବ ନା ନାହିଁ। ବର୍ତ୍ତମାନ ଆୟକର ଛାଡ ସୀମା ୨ ଲକ୍ଷ ୫୦ ହଜାର ଟଙ୍କା ରହିଛି। ଅନୁମାନ କରାଯାଉଛି ଏହା ୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇ ପାରେ। ଲୋକଙ୍କ ପାଖରେ କ୍ରୟ ଶକ୍ତି ବଢାଇ…

ପ୍ରଥମେ ସଂଧ୍ୟା ୫ ଟାରେ ହେଉଥିଲା ବଜେଟ୍ ଉପସ୍ଥାପନ, କିନ୍ତୁ ଏବେ କାହିଁକି ବଦଳିଯାଇଛି ସମୟ ?

ଆସନ୍ତାକାଲି କେନ୍ଦ୍ର ସରକାର ଉପସ୍ଥାପନ କରିବେ ପୂର୍ଣ୍ଣାଙ୍ଗ ବଜେଟ୍ । ସେଥିପାଇଁ ପୁରା ଦମରେ ଲାଗିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ଆଶା । ତେବେ ଭାରତରେ ବଜେଟକୁ ନେଇ ଅନେକ ପରମ୍ପରା ରହିଛି । ହେଲେ ବଦଳୁଥିବା ସମୟ ସହ ବଜେଟର ତରିକା…

ରାଜ୍ୟ ବଜେଟ୍ ଫୋକସରେ ମହିଳା ଓ ଶିଶୁ, ଯୋଜନା ପାଇଁ ହୋଇଛି ୨ହଜାର ୪୪୨ କୋଟି ଟଙ୍କା ବ୍ୟୟ ବରାଦ

ରାଜ୍ୟ ବଜେଟ୍ ଫୋସକରେ ମହିଳା ଓ ଶିଶୁ । ସେମାନଙ୍କ ପାଇଁ ଅଧିକ ବ୍ୟୟବରାଦ କରାଯାଇଛି । ମହିଳାଙ୍କ ଶତ ପ୍ରତିଶତ ଭାଗିଦାରୀ ଥିବା ଯୋଜନା ପାଇଁ ୨ହଜାର ୪୪୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ସରକାର । ସେହିପରି ୩୦ ପ୍ରତିଶତରୁ ଅଧିକ ଭାଗିଦାରୀ ଥିବା ଯୋଜନା ପାଇଁ ବ୍ୟୟବରାଦ ଆକାର ରହିଛି ୪୪…

ବଢ଼ିଲା ୧୯ ହଜାର କୋଟି, ଏଥର ବଜେଟର ବ୍ୟୟବରାଦ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା

ଭୁବନେଶ୍ବର (କେନ୍ୟୁଜ୍) : ନବୀନ ସରକାରଙ୍କ ପଞ୍ଚମ ପାଳିରେ ପ୍ରଥମ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମ ଥର ଲାଗି ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥର ବଜେଟର ଆକାର ରହିଛି ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। ୨୦୧୮-୧୯ରେ…

ଦିନକ ପରେ ବିଧାନସଭାରେ ଆସିବ ବଜେଟ, ଏଥର କାଳିଆ, ମହିଳା, ସାମାଜିକ ସୁରକ୍ଷା ଉପରେ ରହିବ ଫୋକସ

ଆସନ୍ତା ୨୮ରେ ବିଧାନସଭାରେ ଆସିବ ବଜେଟ । ୨୦୧୯-୨୦ ପାଇଁ ରାଜ୍ୟ ବଜେଟ୍ ଆକାର ରହିବ ପ୍ରାୟ ୧ ଲକ୍ଷ ୩୮ ହଜାର କୋଟି ଟଙ୍କା। ଲୋକାଭିମୁଖୀ ଓ ସବୁବର୍ଗର ଲୋକଙ୍କୁ ସୁହାଇବା ଭଳି ବଜେଟ ହେବ। ତେଣୁ ଚାଷୀରୁ ଶ୍ରମିକ, ଶିକ୍ଷାରୁ ସ୍ୱାସ୍ଥ୍ୟ, ମହିଳାରୁ ଯୁବ ସବୁ ବର୍ଗ ଓ କ୍ଷେତ୍ରରେ ବ୍ୟୟ ବରାଦ…

ଜୁନ୍‌ ୧୭ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ, ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଲ ଉପରେ ଲାଗିବ ମୋହର

ଜୁନ୍‌ ୧୭ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ୨୬ ଜୁଲାଇ ଯାଏ ଅଧିବେଶନ ଚାଲିବ । ୧୯ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ଏହା ପରେ ବାଚସ୍ପତି ସମସ୍ତ ସାଂସଦଙ୍କୁ ଶପଥ ପାଠ କରାଇବେ । ଏହି ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ ଆସିବ । ମୋଦି ସରକାରଙ୍କ ଦ୍ୱିତୀୟ ଇଂନିସର ବଜେଟ…