Browsing Tag

buffalo

ଓଡ଼ିଶାର ମଣ୍ଡା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା, ଏମାନଙ୍କ ସଂରକ୍ଷଣ ସହ ସଂଖ୍ୟା ବଢାଇବାକୁ ପ୍ରୟାସ ଜାରି

ଭୁବନେଶ୍ବର(କେନ୍ଯୁଜ୍): ମଣ୍ଡା ମଇଁଷିକୁ ସ୍ୱତନ୍ତ୍ର ପ୍ରଜାତି ମାନ୍ୟତା । ଓଡ଼ିଶାର ମଣ୍ଡା ମଇଁଷିକୁ ମିଳିଛି ଜାତୀୟ ମାନ୍ୟତା । ରାଷ୍ଟ୍ରୀୟ ପଶୁ ଆନୁବଂଶିକ ସଂଶାଧନ ବ୍ୟୁରୋ ଏହାକୁ ଦେଶର ୧୯ ତମ ମଇଁଷି ପ୍ରଜାତି ମାନ୍ୟତା ଦେଇଛି । କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ଅଧିକ…

ଯେସାକୁ ତେସା: ବାରମ୍ବାର ହଇରାଣ କରିବାରୁ ମଇଁଷିକୁ ଶୁଣ୍ଢରେ ଟେକି ଫିଙ୍ଗି ଦେଲା ହାତୀ

ଜଙ୍ଗଲରେ ବେଳେ ବେଳେ କିଛି ଏମିତି ଘଟଣା ଘଟେ, ଯାହା ସାଧାରଣ ଲୋକଙ୍କୁ ଆଚମ୍ବିତ କରିଦିଏ। ଏବେ ସେଭଳି ଏକ ଘଟଣାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫଟୋରେ ଏକ ବିରକ୍ତ କରୁଥିବା ମଇଁଷିକୁ ହାତୀ ଶୁଣ୍ଢରେ ଟେକି ଧରିଥିବା ଦେଖିବାକୁ ମିଳିଛି। ଏମିତିରେ ତ ହାତୀ ଏକ ଶାନ୍ତ ଜୀବ।…

ମଇଁଷିର ଇଣ୍ଟରଭ୍ୟୁ ନେଲେ ପାକ୍‌ ରିପୋର୍ଟର, ଦେଖନ୍ତୁ କେମିତି ଭାବିଚିନ୍ତି ଉତ୍ତର ଦେଉଛି ମଇଁଷି

ମଇଁଷି ଦେଉଛି ଇଣ୍ଟରଭ୍ୟୁ। ବିଶ୍ୱାସ ହେଉନଥିଲେ ବି ଏହା ସତ। ଏବେ ମଇଁଷିର ଇଣ୍ଟରଭ୍ୟୁ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ପ୍ରଶ୍ନଠୁ ଅଧିକ ମଜାଦାର ଲାଗୁଛି ମଇଁଷିର ଉତ୍ତର। ମଇଁଷିର ଏହି ନିଆରା ଇଣ୍ଟରଭ୍ୟୁ ନେଇଚନ୍ତି ପାକିସ୍ତାନର ଜଣେ ରିପୋର୍ଟର। ମଇଁଷିର…

ନିଜ ଛୁଆକୁ ରକ୍ଷା କରିବାକୁ ଯାଇ ବାଘ ସହ ଲଢ଼ିଲା ମଇଁଷି, ଭାଇରାଲ ହେଲା ଭିଡିଓ

ମାଆ ମାନେ ଧର୍ଯ୍ୟ ଓ ସାହସର ପ୍ରତୀକ ହୋଇଥାନ୍ତି । ପ୍ରତ୍ୟେକ ମାଆ ତାର ପିଲାଙ୍କୁ ରକ୍ଷା କରିବା ପାଇଁ ଅନେକ କିଛି ଅସମ୍ଭବ କାର୍ଯ୍ୟ କରିପାରେ। କେବଳ ମଣିଷ ଜାତି ନୁହେଁ ବରଂ ପଶୁ ଜାତିରେ ମଧ୍ୟ ଏହି ଉଦାହରଣ ଦେଖିବାକୁ ମିଳୁଛି । ଏବେ ସୋସିଆଲ ମିଡିଆରେ କିଛି ଏଭଳି ଭିଡିଓ ଭାଇରାଲ ହୋଇଛି ।…

କେନ୍ଦ୍ରାପଡା ରାଣୀପୋଖରୀ ଗାଁରେ ମଇଁଷି ମଡ଼କ, ମାସକ ମଧ୍ୟରେ ମଲେଣି ୨୦ରୁ ଅଧିକ

ଆଳି: ମଇଁଷି ମଡ଼କ, ଚିନ୍ତାରେ ମଇଁଷି ପାଳକ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ରାଣୀପୋଖରୀ ଗାଁରେ ମଇଁଷି ମଡ଼କ ଦେଖିବାକୁ ମିଳିଛି । ମାସକ ମଧ୍ୟରେ ୨୦ରୁ ଅଧିକ ମଇଁଷି ମରିଥିବା ଅଭିଯୋଗ ହୋଇଛି । ପ୍ରଥମେ ମଇଁଷି ଗୁଡ଼ିକୁ ଝାଡ଼ା ହେଉଛି, ପରେ ଘୁମଉଛନ୍ତି । ଆଉ ଦିନେ ଦୁଇ ଦିନ ମଧ୍ୟରେ ମୃତ୍ୟୁ…

ପାକିସ୍ତାନକୁ ହରାଇଥିବା ଏହି ମଇଁଷିର ମୂଲ୍ୟ ଆକାଶ ଛୁଆଁ, ଜାଣନ୍ତୁ କେତେ ଟଙ୍କାରେ ହେଲା ବିକ୍ରି

କ୍ଷୀର ଦେବା ମାମଲାରେ ପାକିସ୍ତାନର ମଇଁଷି ଉପରେ ଭାରି ପଡ଼ିଥିବା ହରିୟାଣାର ମୁରାହ ପ୍ରଜାତିର ମଇଁଷି ସରସ୍ୱତୀ ବିକ୍ରି ହୋଇଛି। ରିପୋର୍ଟ ମୁତାବକ ହିସାରର ଲିତାନୀ ଗାଁର ପଶୁପାଳକ ସୁଖବୀର ଢାଣ୍ଡା ସରସ୍ୱତୀକୁ ୫୧ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ସରସ୍ୱତୀକୁ ବିଦା କରିବା ଦିନ ସେ ଗାଁରେ…

ହରିୟାଣାର ଏହି ମଇଁଷି ଭାଙ୍ଗିଲା ପାକିସ୍ତାନର ବିଶ୍ୱ ରେକର୍ଡ, ପଢନ୍ତୁ ପୁରା ଘଟଣା

ବର୍ତ୍ତମାନ ସମୟରେ ପଶୁପାଳକ ମାନେ ନିଜ ବୃତ୍ତି ଛାଡ଼ି ଅନ୍ୟାନ ବୃତ୍ତିମାନଙ୍କୁ ଆପଣାଉଥିବା ଦେଖାଯାଉଛି । କିନ୍ତୁ ଏବେବି କିଛି ଜଣ ଅଛନ୍ତି ଯେଉଁମାନେ ନିଜ ପିତୃ ପୁରୁଷର କୌଳିକ ବୃତ୍ତିକୁ ନ ଛାଡ଼ି ବରଂ ଏଥିରେ ନୂଆ ଉଦାହରଣ ମାନ ସୃଷ୍ଟି କରୁଛନ୍ତି । ଖାଲି ସେତିକି ନୁହେଁ ଏହା ଜରିଆରେ…

ଜାଣନ୍ତୁ ଏକ ଅଜବ ମଇଁଷି ବିଷୟରେ ଯାହାର ଓଜନ ୧୬୦୦ କିଲୋ, ପ୍ରତିଦିନ ପିଏ ୧୦ ଲିଟର କ୍ଷୀର ଓ ଖାଏ ୨ ଡଜନ କଦଳୀ

ପ୍ରତିବର୍ଷ ହାଇଦରାବାଦରେ ଆୟୋଜିତ ହେଉଥିବା ପଶୁମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଗୃହ ପାଳିତ ପଶୁଙ୍କୁ ଅଣାଯାଇଥାଏ । କିନ୍ତୁ ଏହି ବର୍ଷ ହରିୟାଣାରୁ ଆସିଥିବା ସରତଜ ନାମକ ମଇଁଷି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟି ଥିଲା । ତାର ବଳିଷ୍ଠ ଚେହେରା ସମସ୍ତଙ୍କୁ ଆଶ୍ଚର୍ୟ କରିଥିଲା । ତାର…