ଏକମାଣିଆ ଗାଁରେ ମଇଁଷି ମୃତ୍ୟୁ ଘଟଣା, ସରକାରୀ ସହାୟତା ନମିଳିବାରୁ ଚିନ୍ତାରେ ମଇଁଷି ପାଳକ
ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଏକମାଣିଆ ଗାଁରେ ୬୦ରୁ ଉର୍ଦ୍ଧ୍ବ ମଇଁଷି ମୃତ୍ୟୁଘଟଣାରେ ଏଯାଏଁ ମିଳିନି ସରକାରୀ ସହାୟତା । ଘଟଣାର ୨୦ଦିନ ବିତି ଯାଇଥିଲେ ମଧ୍ୟ ୪ଜଣ ମଇଁଷି ପାଳକଙ୍କୁ ସରକାରୀ ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ଫଳରେ ସର୍ବସ୍ୱ ହରାଇ ଥିବା ମଇଁଷି…