Browsing Tag

building collapsed

ହଠାତ୍ ଭୁଶୁଡି ପଡିଲା ୪ ମହଲା କୋଠା, ୨ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର କୋଟମା ସହରରେ ଏକ ଚାରି ମହଲା କୋଠା ଭୁଶୁଡି ପଡିଛି । ଏହି ଦୁର୍ଘଟଣା ଘଟିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ଶାହଡୋଲକୁ ପଠାଯାଇଛି । କିଛି ଲୋକ ଭଗ୍ନାବଶେଷ ତଳେ…

କୋଟାରେ କୋଠା ଭୁଶୁଡି ୨ ମୃତ, ଭଗ୍ନାବଶେଷ ତଳେ ଅଧିକାଂଶ ଲୋକ ଫସି ରହିଥିବା ଆଶଙ୍କା

କୋଟା: ରାଜସ୍ଥାନର କୋଟା ଜିଲ୍ଲାର ଜବାହାର ନଗର ଥାନା ଅଞ୍ଚଳର ତାଳୱାଣ୍ଡି ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ିପଡ଼ିଛି । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇରହିଥିବା ଜଣାପଡୁଛି । ଏହି କୋଠାର ଉପର ମହଲାରେ କାମ ଚାଲିଥିଲାବେଳେ ଏପରି ଘଟଣା…

ଭୁଶୁଡ଼ିଲା ନିର୍ମାଣାଧୀନ ଡାକ୍ତରଖାନା କୋଠା, ୪ ଗୁରୁତର

ଦଶପଲ୍ଲା : ଭୁଶୁଡ଼ିଲା ନିର୍ମାଣାଧୀନ ଡାକ୍ତରଖାନା କୋଠା ।  ନୟାଗଡ଼ ଜିଲ୍ଲା ଗଣିଆ ମେଡିକାଲ ପରିସରରେ ଅଘଟଣ ।  ହସପିଟାଲ ପରିସରରେ ନିର୍ମାଣାଧୀନ ଶହେ ଶଯ୍ୟା ବିଶିଷ୍ଟ କୋଠାର ପୋର୍ଟିକର ଛାତ ପଡୁଥିବା ବେଳେ ହଠାତ ଏହା ଭୁଶୁଡ଼ିପଡ଼ିଥିଲା ।  ଫଳରେ ଛାତ ଉପରେ କାମ କରୁଥିବା ୪ ଶ୍ରମିକ ଖସି ପଡ଼ି…

ଗ୍ରେଟର ନୋଏଡାରେ ଭୁଶୁଡିଲା ୩ ମହଲା କୋଠା, ୪ ମୃତ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ତିନି ମହଲା ବିଶିଷ୍ଟ ଏକ କୋଠାର ସେଟରିଂ ହଟାଇବା ସମୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଏବଂ ଏନଡିଆରଏଫ ଟିମ୍ ସହାୟତାରେ ସାତ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ତିନି ମହଲା କୋଠାର ସେଟରିଂ ହଟାଇବା ସମୟରେ ଚାରି ଜଣ ଶ୍ରମିକଙ୍କ…

ବିହାର : ରାତିରେ ଶୋଇଥିବା ବେଳେ ଭୁଶୁଡ଼ିଲା ଘର ଛାତ, ପରିବାରର ୫ ମୃତ

ପାଟନା : ବିହାର ରାଜଧାନୀ ପାଟନାରେ ବଡ଼ ଅଘଟଣ । ପାଟନାରେ ଏକ ବିଲିଡିଂର ଛାତ ଭୁଶୁଡିବା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ରାତିରେ ଶୋଇଥିବା ବେଳେ ଛାତ ଗଳିପଡିଥିଲା । ସମସ୍ତ ମୃତକ ଗୋଟିଏ ପରିବାରର ରହିଥିଲେ । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି । ଖବର ମୁତାବକ, ରବିବାର ରାତିରେ…

ଭୁଶୁଡିଲା ଆପାର୍ଟମେଣ୍ଟ ବାଲକୋନି, ଆଜବେଷ୍ଟେସ ଘର ଉପରେ ପଡିବାରୁ ୩ ମୃତ

କଟକ : କଟକରେ ବଡ ଅଘଟଣ ।  ଭୁଶୁଡିଲା ଆପାର୍ଟମେଣ୍ଟ ବାଲକୋନି ।  ଆଜବେଷ୍ଟେସ ଘର ଉପରେ ପଡିବାରୁ ୩ ମୃତ ଓ  ୬ ଆହତ  । କଟକ ମଣିସାହୁ ଛକ ନିକଟରେ ଥିବା ଏକ ପୁରୁଣା ଆପାର୍ଟମେଣ୍ଟର ବାଲକୋନି ଭୁଶୁଡିଲା ।  ତଳେ ଥିବା ଆଜବେଷ୍ଟେସ ଛାତ ଉପରେ ପଡ଼ିଲା ବାଲକୋନିର ସିମେଣ୍ଟ ଖଣ୍ଡ । ଆଜବେଷ୍ଟସ…

ଭୁଶୁଡିଲା ତିନି ମହଲା କୋଠା, ୨ ମୃତ ଓ ୧୨ ଆହତ

ମଧ୍ୟପ୍ରଦେଶ : ଇନ୍ଦୋରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଇନ୍ଦୋର ଜବାହର ରାସ୍ତାରେ ଥିବା ରାଣୀପୁରା ଅଞ୍ଚଳରେ ତିନି ମହଲା କୋଠା ଭୁଶୁଡି ପଡିଛି । ଏହି ଦୁର୍ଘଟଣାରେ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି । ଏପରି ଘଟଣା ସୋମବାର ରାତିରେ ଦେଖିବାକୁ ମିଳିଛି । ଦୀର୍ଘ…

ମୁମ୍ବାଇ କୋଠା ଭୁଶୁଡ଼ିବା ଘଟଣା; ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

ମହାରାଷ୍ଟ୍ର ପାଲଘର ଜିଲ୍ଲାର ବିରାର ଅଞ୍ଚଳରେ ଏକ ୪ମହଲା ଆବାସିକ କୋଠା ଭୁଶୁଡ଼ି ୧୫ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ରାମାବାଇ ଆପାର୍ଟମେଣ୍ଟରେ ଘଟିଥିଲା । କୋଠା ଭୁଶୁଡ଼ିବା ସମୟରେ…

ମୁମ୍ବାଇ ଭିରାରରେ ଭୁଶୁଡିଲା ଚାରି ମହଲା କୋଠା, ୩ ମୃତ ଓ ୯ ଆହତ

ମୁମ୍ବାଇ : ପାଲଘର ଜିଲ୍ଲା ଭିରାରରେ ଘଟିଛି ବଡ଼ ଅଘଟଣ । ଚାରି ମହଲା କୋଠାର ପଛରୁ କିଛି ଅଂଶ ଭୁଶୁଡି ପଡିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୮ରୁ୯ ଜଣଙ୍କର ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁଯାୟୀ, ଭିରାରର ନାରାଙ୍ଗୀ…

ରାଜଧାନୀ ଦିଲ୍ଲୀରେ ଭୁଶୁଡିଲା ବିଲିଡିଂ, ୩ ମୃତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଭୁଶୁଡିଲା ବିଲିଡିଂ । ଦରିଆଗଞ୍ଜ ଅଞ୍ଚଳରେ ଥିବା ଏକ ବିଲିଡିଂ ଭୁଶୁଡିବା ଯୋଗୁଁ ୩ ଜଣଙ୍କ ଜୀବନ ଚାଲିଯାଇଛି । ବିଲିଡିଂ ଭୁଶୁଡିବା ପରେ ଏହାତଳେ ଚାପି ହୋଇ ୩ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ବିଲିଡିଂ ଭୁଶୁଡିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର…

ବାନ୍ଦ୍ରାରେ ଭୁଶୁଡ଼ିଲା ତିନି ମହଲା ଘର, ଭଗ୍ନାବଶେଷ ତଳେ ୧୦ ଜଣ ଫସି ରହିଥିବା ଆଶଙ୍କା

ଶୁକ୍ରବାର ସକାଳେ ମହାରାଷ୍ଟ୍ରର ମୁମ୍ବାଇର ପଶ୍ଚିମ ଉପନଗର ବାନ୍ଦ୍ରାରେ ଭୁଶୁଡ଼ି ପଡ଼ିଥିବା ଏକ ତିନି ମହଲା ଘର ଭାଙ୍ଗିରୁଜି ଚୂରମାର୍ ହୋଇଯାଇଛି । ଏଥି ସହ ଭାଙ୍ଗିଥିବା ଏହି ଘରର ଭଗ୍ନାବଶେଷ ତଳେ ଅତି କମରେ ୧୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ପୌର ଅଧିକାରୀମାନେ ଏହି ସୂଚନା…

ଦିଲ୍ଲୀ : ଭୁଶୁଡ଼ିଲା ୪ ମହଲା କୋଠା, ଅନେକ ଲୋକ ଦବିଥିବା ଆଶଙ୍କା

ଦିଲ୍ଲୀରେ ବଡ଼ ଅଘଟଣ । ଭୁଶୁଡ଼ିଲା ୪ ମହଲା କୋଠା । ଭଗ୍ନାବଶେଷ ତଳେ ୧୨ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ଦମକଳ ଗାଡ଼ି ରହିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସିଲମପୁର ଇଦଗା ରୋଡରେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ…