Browsing Tag

Building fire

ମହାରାଷ୍ଟ୍ର: କପଡା ଦୋକାନରେ ଭୟଙ୍କର ନିଆଁ, ୭ ମୃତ

ମହାରାଷ୍ଟ୍ରର ଔରଙ୍ଗାବାଦର ଛତ୍ରପତି ଶମ୍ଭାଜିନଗରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏକ ଘରେ ନିଆଁ ଲାଗିବାରୁ ଗୋଟିଏ ପରିବାରର ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତକଙ୍କ ମଧ୍ୟରେ ୩ ମହିଳା, ୨ ଶିଶୁ ଓ ୨ ପୁରୁଷ ରହିଛନ୍ତି । ସୂଚନା ମୁତାବକ, କପଡା ଦୋକାନରେ ଭୋର ୪ଟା ସମୟରେ ନିଆଁ…

ଦିଲ୍ଲୀ ଶାସ୍ତ୍ରୀନଗରରେ ଭୟଙ୍କର ଅଗ୍ନିକାଣ୍ଡ, ୪ ଜୀବନ୍ତ ଦଗ୍ଧ

ଦିଲ୍ଲୀ ଶାହଦରା ଶାସ୍ତ୍ରୀ ନଗରରେ ଥିବା ଏକ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ନିଆଁ ଲିଭା ସୂଚନା ମିଳିବା ପରେ ଦମକଳ ଏବଂ ପୋଲିସ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛି । ନିଆଁ ଲାଗିବା ଯୋଗୁଁ ପାର୍କିଂରେ ୪ଟି ଗାଡି ପୋଡି ଯାଇଥିଲା । ପୋଲିସ…

ଭୋପାଳ ସଚିବାଳୟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗିବା ବେଳେ ମୁଖ୍ୟମନ୍ତ୍ରୀ ଥିଲେ ଉପସ୍ଥିତ

ଭୋପାଳ ସ୍ଥିତ ରାଜ୍ୟ ସେକ୍ରେଟାରିଏଟରେ ଭୟଙ୍କର ଅଗ୍ନିକାଣ୍ଡ । ଭୋପାଳ ସ୍ଥିତ ମଧ୍ୟପ୍ରଦେଶର ସଚିବାଳୟ ବଲ୍ଲଭ ଭବନରେ ନିଆଁ ଲାଗିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ଜୋରସୋରରେ ଉଦ୍ୟମ ଚଳାଇଛି । ଚତୁର୍ଥ ମହଲାରେ ନିଆଁ ଲାଗିଛି । ନିଆଁ ଲାଗିବା ସମୟରେ…

ନ୍ୟୁୟର୍କର ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ଜଣେ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ, ଅନେକ ଆହତ

ଆମେରିକାର ନ୍ୟୁୟର୍କରେ ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ହେତୁ ଜଣେ ଭାରତୀୟ ବଂଶଜ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି  । ଆମେରିକାରେ ଥିବା ଭାରତୀୟ ଦୂତାବାସ ଏକ ବିବୃତ୍ତି ଜାରି କରି କହିଛି, ଏହି ଅଗ୍ନିକାଣ୍ଡରେ ୨୭ ବର୍ଷୀୟ ଜଣେ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ…

‘ଇସ୍କ’ ଫେମ ସଦାଶିବ ଅମରାପୁରକରଙ୍କ ଘରେ ଲାଗିଲା ନିଆଁ, ସବୁକିଛି ଜିନିଷ ପୋଡି ପାଉଁଶ

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କଳାକାର ସଦାଶିବ ଅମରାପୁରକରଙ୍କ ଘରେ ନିଆଁ ଲାଗିଥିବା ଖବର ମିଳିଛି । ନିଆଁ ଲାଗିବା ଯୋଗୁଁ ସବୁ ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି । ବୁଧବାର ରାତିରେ ଅହମଦାନଗର ସୁମନ ଆପାର୍ଟମେଣ୍ଟରେ ଥିବା ଘରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ଫଳରେ…

ୟୁନିଭରସିଟି ହଷ୍ଟେଲରେ ନିଆଁ: ୧୪ ମୃତ, ୧୮ ଗୁରୁତର

ଇରାକ : ଇରାକର ଏରାବିଲ ସ୍ଥିତ ଏକ ୟୁନିଭରସିଟିରେ ନିଆଁ ଲାଗିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିବା ଜଣାପଡିଛି । ଖବର ପାଇ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କୁର୍ଦ୍ଦିସ୍ତାନ ଅଞ୍ଚଳରେ…

ମୁମ୍ବାଇର ଏକ ବିଲିଡିଂରେ ଭୟଙ୍କର ନିଆଁ, ୨ ମୃତ, ୯ ଉଦ୍ଧାର

ମୁମ୍ବାଇର ଗିରଗାଓଁରେ ଥିବା ଏକ ବିଲିଡିଂରେ ଭୀଷଣ ନିଆଁ ଲାଗିଛି । ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ଘଟଣା ବିଷୟରେ ସୂଚନା ପାଇଁ ଅଗ୍ନିଶମ ବିଭାଗ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଘଟଣା ସ୍ଥଳରେ ୧୫ଟି ଅଗ୍ନିଶମ ଗାଡି ନିୟୋଜିତ ରହିଛି ।…

ରାଜଧାନୀର ଏକ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ଡେଇଁପଡିଲେ ଲୋକେ, ମହିଳା ମୃତ

ଦିଲ୍ଲୀର ଶକରପୁର ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏକ ଆବାସିକ ବିଲିଡିଂରେ ୬୦ ଜଣ ଲୋକ ଫସିଥିଲେ । ଏମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଅଗ୍ନିଶମ କର୍ମଚାରୀଙ୍କ କହିବା ମୁତାବକ, ବିଲିଡିଂରେ ୬୦ରୁ ଅଧିକ…

ହାଇଦ୍ରାବାଦରେ ଭୟଙ୍କର ବିସ୍ଫୋରଣ, ଗିଜର ଅନ୍ କରି ଯାଇଥିଲେ ସପିଂ କରିବାକୁ

ଆସିଗଲା ଶୀତଦିନ, ଗାଧେଇବା ପାଇଁ ଦରକାର ଗରମ ପାଣି । ତେଣୁ ଘରେ ସମସ୍ତେ ବ୍ୟବହାର କରିବେ ଗିଜର । ଆପଣ ବି କରୁଛନ୍ତି କି ବ୍ୟବହାର? ତେବେ ହୋଇଯାନ୍ତୁ ସାବଧାନ । ଦର୍ଶକବନ୍ଧୁ ଆମର ଏ କଥା କହିବା ପଛରେ ରହିଛି ଏକ ବିଶେଷ କାରଣ । ଯାହା ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । କାରଣ ଏହି…

ଦୀପ ନିଆଁରୁ ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ, ଜଳି ଗଲା ଘରର ଆସବାବପତ୍ର

ରାଉରକେଲା (କେନ୍ୟୁଜ): ରାଉରକେଲା କୋଏଲ ନଗର ଅଞ୍ଚଳରେ ଲାଗିଲା ନିଆଁ । ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ । ଦୀପ ନିଆଁରୁ ନିଆଁ ଲାଗିଥିବା ସୂଚନା। କୋଏଲନଗରର କ୍ବାଟର ନମ୍ବର A - 315 ରେ ନିଆଁ ଲାଗିଛି । ଜଳି ଯାଇଛି ଘରର ଆସବାବପତ୍ର । ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ…

ହାଇଦ୍ରାବାଦର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୯ ମୃତ

ହାଇଦ୍ରାବାଦର ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିବା ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୩ ଜଣ ଆହତ ହୋଇଥିବା ଖବର ମିଳିଛି । ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଖବର ମୁତାବକ, ହାଇଦ୍ରାବାଦର ନାମପଲ୍ଲୀ…

ସୋନିପତର ଏକ ବିଲିଡିଂରେ ଭୟଙ୍କର ନିଆଁ, କପଡାକୁ ରଶି କରି ଜୀବନ ବଞ୍ଚାଇଲେ ଲୋକେ

ହରିୟାଣାର ସୋନିପତିରେ ଥିବା ଏକ ଆବାସିକ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ । କୁମାସପୁର ଗାଁ ପାଖରେ ଥିବା ଆପେକ୍ସ ଗ୍ରୀନ ସୋସାଇଟିର ଏକ ଟାଓ୍ଵରରେ ଭୟଙ୍କର ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ତରଫରୁ ନିଆଁକୁ ଆୟତ୍ତ କରାଯାଇ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ…