Browsing Tag

building lifting

ବାଲେଶ୍ବର: ନୂଆ ଜ୍ଞାନ କୌଶଳରେ ୯ ପୁଟ ଉପରକୁ ଉଠିଲା ବିଲ୍ଡିଂ, ବିଶ୍ବାସ ହେଉନି ନା? ପଢନ୍ତୁ ପୂରା ଖବର

ବାଲେଶ୍ବର(କେନ୍ୟୁଜ୍):  ଘର ତୋଳିବା  ଯେଭଳି ଖର୍ଚ୍ଚାନ୍ତ ସେହିଭଳି ତୋଳାହୋଇଥିବା ଘରକୁ ଭାଙ୍ଗି ପୁଣି ନୂଆ ରୂପ ଦେବା ସମୟ ସାପେକ୍ଷ ଓ କଷ୍ଟ ସାଧ୍ୟ ବ୍ଯାପାର। କିନ୍ତୁ ପରିସ୍ଥିତିରେ ପଡି ରାସ୍ତାଠାରୁ ତଳକୁ ଥିବା ଘରକୁ  ଉଠାଇବା ଆଉ ରାସ୍ତା ଠାରୁ ଉଚ୍ଚା କରିବାକୁ ପଡେ । ସେଭଳି ଏକ…