Browsing Tag

bull

ଷ୍ଟେଟ ବ୍ୟାଙ୍କ ଭିତରେ ପଶିଲା ଷଣ୍ଢ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଦିନ ଦିପହରେ ବ୍ୟାଙ୍କ ଭିତରେ ପଶିଲା ଷଣ୍ଢ । ଏକଥା ଶୁଣି ଆପଣମାନଙ୍କୁ ଖୁବ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ଏହା ସତ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ବ୍ୟାଙ୍କ ଭିତରେ ଷଣ୍ଢକୁ ଦେଖି ଗ୍ରାହକମାନେ ଖୁବ ଭୟଭୀତ ହୋଇଯାଇଥିବା ବେଳେ ଅନ୍ୟ କିଛି ଲୋକେ ଏହି ଦୃଶ୍ୟର…

ମନ ଶାନ୍ତିରେ ବିବାହ ଭୋଜି ଖାଉଥିଲେ ଅତିଥି, ରାଗ ତମତମ ହୋଇ ପଶିଆସିଲା ଷଣ୍ଢ…ତା’ ପରେ କ’ଣ ହେଲା ଦେଖନ୍ତୁ Video

ସୋସିଆଲ ମିଡିଆରେ ବିବାହ ସମ୍ବନ୍ଧିତ ଅନେକ ଭିଡିଓ ସେୟାର କରାଯାଇଥାଏ। ବିବାହ ସିଜନ ଥାଉ କି ନ ଥାଉ, କିନ୍ତୁ ଡ୍ୟାନ୍ସ, ସାଙ୍ଗସାଥୀଙ୍କ ସହ ଥଟ୍ଟାମଜାଠୁ ଆରମ୍ଭ କରି ବିବାହରେ ଘଟିଥିବା ବିଭିନ୍ନ ଅଜବଗଜବ ଘଟଣାର ଭିଡିଓ ପ୍ରାୟ ସମୟରେ ଅନଲାଇନ ମାଧ୍ୟମରେ ସାମ୍ନାକୁ ଆସିଥାଏ। ବିବାହରେ ଏହା…

ଧରାପଡିଲା ମାରଣା ଷଣ୍ଢ, ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କରୁଥିଲା ଆକ୍ରମଣ

କଟକ (କେନ୍ୟୁଜ): କଟକରେ ଧରାପଡିଲା ମାରଣା ଷଣ୍ଢ। ବାଦାମବାଡ଼ି ଅଞ୍ଚଳରେ ସକାଳୁ ଉତ୍ପାତ କରୁଥିବା ବେଳେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିଲା। ସିଏମ୍‌ସି ୪୪ ନମ୍ବର ଓ୍ଵାର୍ଡରେ ଆତଙ୍କ ଖେଳାଇଥିଲା ଷଣ୍ଢ। ଏପରିକି ରାସ୍ତାରେ କୌଣସି ଲୋକଙ୍କୁ ଯିବା ଆସିବା କରିବାକୁ ଦେଉ ନଥିଲା ।…

ଏ କ’ଣ କରୁଛି ଷଣ୍ଢ! ଦେଖୁ ଦେଖୁ ଛାତ ଉପରେ ଚଢ଼ିଗଲା; ପୁଣି ରାଗିଯାଇ ରାସ୍ତା ମଝିକୁ ଡେଇଁଲା…ଦେଖନ୍ତୁ ଭାଇରାଲ Video

ସାଧାରଣତଃ ଜୀବଜନ୍ତୁମାନଙ୍କୁ ରାସ୍ତାରେ ବେସାହାରା ଭାବରେ ବୁଲୁଥିବାର ଦେଖାଯାଏ। କେବେ କେବେ ଏମାନେ ଦ୍ରୁତ ଗତିରେ ଆସୁଥିବା ଗାଡ଼ି ଚକ ତଳେ ଚାପି ହୋଇଯାଆନ୍ତି ତ ଆଉ କେବେ ଅତି ରାଗିଯାଇ ଲୋକଙ୍କ ଉପରେ ଆକ୍ରମଣ କରିବାକୁ ମଧ୍ୟ ପଛାନ୍ତି ନାହିଁ। ପଥଚାରୀଙ୍କ ଉପରେ ହଠାତ୍‌ ଏମାନେ ଆକ୍ରମଣ କରି…

ମଣିଷ ମାରିଥିବା ନାଲିଆ ପାଗଳ ଷଣ୍ଢର ମୃତ୍ୟୁ, ଗତ ୨ ଦିନ ହେବ ରାଜଧାନୀରେ ମଚାଉଥିଲା ଆତଙ୍କ

ଭୁବନେଶ୍ୱର (କେନ୍ୟୁଜ): ଆତଙ୍କ ମଚାଇଥିବା ପାଗଳ ଷଣ୍ଢର ମୃତ୍ୟୁ । ଜଟଣି ଗୋଷାଳାରେ ଷଣ୍ଢର ମୃତ୍ୟୁ ହୋଇଛି । ଗତ ୨ ଦିନ ହେବ ପଟିଆ ପଦ୍ମକେଶରପୁରରେ ପାଗଳ ଷଣ୍ଢ ଆତଙ୍କ ଯୋଗୁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆଜି ମହାନଗର ନିଗମ ଷଣ୍ଡକୁ କାବୁ କରି ଜଟଣି ଗୋଷାଳାରେ ଛାଡିଥିଲା । ଷଣ୍ଢ…

ଓଃ କି ବର୍ବରତା ? ଷଣ୍ଢ ମୁହଁରେ ଓ ପଛରେ ନିଆଁ ଲଗାଇ ଭାଇରାଲ କଲେ

ବାସୁଦେବପୁର (କେନ୍ୟୁଜ୍): ହୃଦୟ ବିଦାରକ ବର୍ବରକାଣ୍ଡ। ମଣିଷ କଣ ଏମିତି ବର୍ବର ହୋଇ ପାରେ ? ଫସଲ ଖାଇଗଲା ବୋଲି ଗୋଟିଏ ଷଣ୍ଢ ପଛରେ ନିଆଁ ଲଗାଇ ଦେଲେ ଯୁବକ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ। କିଛି ଯୁବକ ଏଭଳି ଅମାନୁଷିକ କାମ କରିଛନ୍ତି ଯାହାକୁ ଶୁଣିବା ମାତ୍ରେ ଯାହାର…

ଚାରା ଖାଇବାକୁ ଯାଇ ଷଣ୍ଢ ବେକରେ ଫସିଗଲା ସାଇକେଲ, ରାସ୍ତାରେ ଦୌଡ଼ିଲା ବେଳେ ଲୋକେ କଲେ ଭିଡ଼ିଓ

ରାସ୍ତାରେ ଅନେକ ପ୍ରାଣୀ ବୁଲାବୁଲି କରୁଥିବାର ଆପଣ ନିଶ୍ଚୟ ଦେଖିଥିବେ। ହେଲେ କେବେ କୌଣସି ପଶୁକୁ କିଛି ଜିନିଷ ଉଠାଇ ଦୌଡ଼ିବାର ଦେଖିନଥିବେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଥିଲା। ଯିଏ ଏହାକୁ ଥରେ ଦେଖୁଛି ସେ ହସି ହସି ଗାଡି ଯାଉଛି।…

ଯାତ୍ରୀଙ୍କ ପରି ଟ୍ରେନରେ ଯାତ୍ରା କଲା ଷଣ୍ଢ, ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ; ଭିଡିଓ ଭାଇରାଲ

ଯାତ୍ରୀବାହୀ ଟ୍ରେନ୍‌ରେ ଷଣ୍ଢ । ମଣିଷଙ୍କ ପରି ଟ୍ରେନରେ ଷଣ୍ଢ ଯାଉଥିବା ଦେଖି ଲୋକ ଆଶ୍ଚର୍ଯ୍ୟ । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ।ବୁଦ୍ଧିଜୀବୀମାନଙ୍କୁ ବିଚଳିତ ଅଥବା ବ୍ୟଥିତ କରୁଥିବା । କିନ୍ତୁ ଝାଡ଼ଖଣ୍ଡରେ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଝାଡ଼ଖଣ୍ଡର…