Browsing Tag

burj P305 ship

ବାତ୍ୟା ତାଉତେର ମହାତାଣ୍ଡବ : ଅପରେସନ୍‌ ଜାରି, ୬୩୮ ଉଦ୍ଧାର ଏବଂ ଏବେବି ନିଖୋଜ ଅଛନ୍ତି ୯୧ ଜଣ

(କେନ୍ୟୁଜ) : ବାତ୍ୟା ତାଉ-ତେ ପ୍ରଭାବରେ ମହାରାଷ୍ଟ୍ର ଓ ଗୁଜରାଟରେ ଫସିଥିବା ଓଏନଜିସିର ୬୩୮ ଜଣ ସୁରକ୍ଷିତ ଉଦ୍ଧାର । ଏବେ ବି ନିଖୋଜ ଅଛନ୍ତି ୯୩ଜଣ । ସେମାନଙ୍କୁ ଠାବ ପାଇଁ ଅଭିଯାନ ଜାରି ରହିଛି । ରେସ୍କ୍ୟୁ ଅପରେସନରେ ନୌସେନାର ୪ ଜାହାଜ, ହେଲିକେପ୍ଟର ସମେତ କୋଷ୍ଟଗାର୍ଡ ନିୟୋଜିତ ଅଛି ।…

‘ତାଉ-ତେ’ର ତାଣ୍ଡବ ; ମୁମ୍ବାଇ ସମୁଦ୍ରରେ ବୁଡିଲା ଜାହାଜ, ୯୬ ଜଣ ନିଖୋଜ

ନୂଆଦିଲ୍ଲୀ : ବାତ୍ୟା ‘ତାଉ-ତେ’ର ତାଣ୍ଡବ । ମୁମ୍ବାଇ ହାଇରେ ବୁଡିଗଲା ଜାହାଜ । ସମୁଦ୍ରରେ ବୁଡିଯାଇଛି ବାର୍ଜ P305 ଜାହାଜ । ଏଥିରେ ମୋଟ ୨୭୩ ଜଣ କର୍ମଚାରୀ ଥିଲେ । ତେବେ ଏମାନଙ୍କ ମଧ୍ୟରୁ ୧୭୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେ ବାର୍ଗରେ ୯୬ ଜଣ ଫସିରହିଛନ୍ତି । ଜାହାଜ…