Browsing Tag

Burla vimsar

ଏମକେସିଜିରେ ପୁଣି ଗଣ୍ଡଗୋଳ, ବୁର୍ଲା ଭୀମସାର- କଟକ ଏସସିବି ଏବଂ MKCG ପିଲାଙ୍କ ମଧ୍ୟରେ ପାଟିତୁଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜିରେ ଇଣ୍ଟର ମେଡିକ୍ସ କାର୍ଯ୍ୟକ୍ରମ ବେଳେ ଗଣ୍ଡଗୋଳ । ୱେଲକମ୍ ସେରମନି ବେଳେ କୌଣସି ଘଟଣାକୁ ନେଇ ବୁର୍ଲା ଭୀମସାର- କଟକ ଏସସିବି ଏବଂ ବ୍ରହ୍ମପୁର ଏମକେସିଜିର ପିଲାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଛି । ପରସ୍ପରକୁ ଠେଲାପେଲା ବେଳେ କିଛି ଛାତ୍ର ଆହତ…