ଭିସୁଟରେ ପୁଣି ଥରେ ରାଗିଂ ହୋଇଥିବା ଅଭିଯୋଗ, କମିଟି କରୁଛି ତଦନ୍ତ
ସମ୍ବଲପୁର (କେନ୍ୟୁଜ) : ସମ୍ବଲପୁର (ଭିସୁଟ) ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ରେ ପୁଣି ଥରେ ରାଗିଂ ହୋଇଥିବା ଅଭିଯୋଗ। ଏନେଇ ବିଶ୍ୱ ବିଦ୍ୟାଳୟର ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିବା ଭିସୁଟର କୂଳପତି ସୂଚନା ଦେଇଛନ୍ତି । ତେବେ ଏନେଇ ଏକ କମିଟି ତଦନ୍ତ କରୁଛି । ଏହା ରାଗିଂ…