Browsing Tag

burning

ଲିଭୁନି ଶିମିଳିପାଳ ଜଙ୍ଗଲ, ନାକେଦମ ହେଲାଣି ବନବିଭାଗ

କରଞ୍ଜିଆ (କେନ୍ୟୁଜ): ଲିଭୁନି ଶିମିଳିପାଳ ଜଙ୍ଗଲରେ ନିଆଁ । ଆଜି ଶିମିଳିପାଳରେ ୭୨ ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳରେ ୩୪ଟି ପଏଣ୍ଟ ଏବଂ ଦକ୍ଷିଣ ଶିମିଳିପାଳରେ ୩୮ଟି ପଏଣ୍ଟ ଜଳୁଛି । ଶିମିଳିପାଳର ୭ଟି ରେଞ୍ଜ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି। ନିଆଁ ଲିଭେଇବା ପାଇଁ ବନ…

ବଡ଼ଦାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ: ୧୨ ଘଣ୍ଟା ହେଲା ଜଳୁଛି ଲକ୍ଷ୍ମୀ ମାର୍କେଟ, ଅଚେତ ଅବସ୍ଥାରେ ୨ ପର୍ଯ୍ୟଟକ ଉଦ୍ଧାର

ପୁରୀ (କେନ୍ୟୁଜ): ୧୧ ଘଣ୍ଟା ହେଲା ଜଳୁଛି ଲକ୍ଷ୍ମୀ ମାର୍କେଟ । ପ୍ରଥମ ମହଲାକୁ ବ୍ୟାପିଛି ନିଆଁ। ଉପର ମହଲାରେ ବ୍ୟାଙ୍କ, ବ୍ୟାଙ୍କ୍ ଲକର ଓ ମାଲିକଙ୍କ ଡ୍ରେସ୍ ଓ ଗୋଦାମ ଘରକୁ ନିଆଁ ବ୍ୟାପିଛି। ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ରହିଛି । ଅଚେତ ଅବସ୍ଥାରେ ଦୁଇ ଜଣଙ୍କ ସମେତ…

ଦୋକାନ ବାହାରେ ଥିବା ବାଇକକୁ ଜାଳିଦେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

କଣ୍ଟାବାଞ୍ଜି(କେନ୍ୟୁଜ୍): ବାଇକ ଜାଳିଦେଲେ ଦୁର୍ବୃତ୍ତ ।  କଣ୍ଟାବାଞ୍ଜି ସହର ବେହେରା ପଡାର ଏକ ଦୋକାନ ବାହାରେ ଥିବା ବାଇକକୁ ଜାଳିଦେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିର ଘଟଣା ଘଟିଥିବାବେଳେ ବାଇକ ଜଳିଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସ୍ଥାନୀୟ ଥାନାରେ ବାଇକ ମାଲିକ ଅଭିଯୋଗ…

ହୁତୁ ହୁତୁ ହୋଇ ଜଳିଗଲା ତେଲ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ଭଦ୍ରକ (କେନ୍ୟୁଜ): ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର। ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟ, ତେଲ ବୋଝେଇ ଟ୍ରକଟି ଭୁବନେଶ୍ୱରରୁ ଭଦ୍ରକ ଯାଉଥିବାବେଳେ ଆଉ ଏକ ଟ୍ରକକୁ ପଛରୁ ଧକ୍କା…

ପୁଣି ଜଳୁଛି ଶିମିଳିପାଳ ଅଭୟାରଣ୍ଯ, ନାକେ ଦମ ହେଲାଣି ବନବିଭାଗ; ବିପଦରେ ଜୀବଜନ୍ତୁ

କରଞ୍ଜିଆ (କେନ୍ୟୁଜ): ଶିମିଳିପାଳ ହେଉଛି ହସ୍ତୀ ଏବଂ ବ୍ଯାଘ୍ର ପ୍ରକଳ୍ପ । ଜୀବଜନ୍ତୁ ଏବେ ବିପଦରେ ,କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ଯ ନିଆଁ ଲାଗିବା ବନ୍ଦ ହେଇଥିଲା ବେଳେ ଆଜି ପୁଣି ଦିନ ଦ୍ୱୀପହରରେ ଲାଗିଛି ନିଆଁ । ବନବିଭାଗ ଗୋଟିଏ ଜାଗାରେ ନିଆଁ ଲିଭାଇବା ବେଳକୁ ଅନ୍ଯ ଜାଗାରେ…