Browsing Tag

burnt food

ପୋଡ଼ା ଖାଦ୍ୟର କରନ୍ତୁ ଏଭଳି ଉପଯୋଗ, ରୋଷେଇ ସମସ୍ୟା ହେବ ଦୂର

ରୋଷେଇ କରିବା ସମୟରେ ଅନେକ ଥର ଖାଦ୍ୟ ପୋଡ଼ିଯାଏ। ଜାଣତରେ ହେଉ ଅବା ଅଜାଣତରେ ଏହି ସମସ୍ୟା ପାଇଁ ଗାଳି ମଧ୍ୟ ଶୁଣିବାକୁ ପଡେ। କାରଣ ପୋଡ଼ା ଖାଦ୍ୟକୁ ଆମେ ଖାଦ୍ୟ ରୂପେ ଗ୍ରହଣ କରିପାରି ନଥାଉ। ତେଣୁ ଏହା ସିଧା ଯାଇଥାଏ ଡଷ୍ଟବିନକୁ। କିନ୍ତୁ ଆମେ ଆଜି ଆପଣଙ୍କୁ ଏଥିରୁ ବଞ୍ଚିବା ପାଇଁ ଟ୍ରିକସ୍‌…