Browsing Tag

bus accident

କେନ୍ଦ୍ରାପଡା: ସ୍କୁଟି ଚାଳକଙ୍କୁ ବଞ୍ଚାଇବୁ ଯାଇ ବିଲରେ ଓଲଟି ପଡିଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ଦ୍ରାପଡା(କେନ୍ୟୁଜ୍): କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଭୟଙ୍କର ଦୁର୍ଘଟଣା।  ଜଣେ ସ୍କୁଟି ଚାଳକଙ୍କୁ ବଞ୍ଚାଇବୁ ଯାଇ  ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ରାସ୍ତାକଡ଼ରେ ଥିବା ବିଲକୁ ଓଲଟି ପଡ଼ିଛି। କିନ୍ତୁ ଭଗବାନ ସମସ୍ତ ଯାତ୍ରୀଙ୍କ ଜୀବନକୁ ରକ୍ଷା କରିଦେଇଛନ୍ତି ।…

ଛତିଶଗଡ଼ରେ ଓଡ଼ିଶାର ଶ୍ରମିକ ବସ୍‌ ଦୁର୍ଘଟଣା: ୮ମୃତ, ୨୦ଗୁରୁତର

ଛତିଶଗଡ଼: ଛତିଶଗଡ଼ରେ ଓଡ଼ିଶାର ଶ୍ରମିକ ବସ୍‌ ଦୁର୍ଘଟଣା । ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟ ଯାଉଥିଲା ବସ୍‌ । ଛେରି ଖେଡି ରୋଡ୍‌ରେ ଟ୍ରକ୍‌ ସହ…

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ।  ବାଲେଶ୍ୱରରୁ ଭୂବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସକୁ ସାମ୍ନା ପଟୁ ଧକ୍କା କରିଛି ଟ୍ରକ। କୁହାଯାଉଛି ଯେ ବସରେ ୩୬ ଜଣ ଯାତ୍ରୀ ଥିଲେ।  ଦୁର୍ଘଟଣାରେ ବସ୍‌ ହେଲଭର ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତ୍ତୀ ହୋଇଛନ୍ତି। ସେହିପରି ଉଭୟ ବସ୍‌ ଏବଂ ଟ୍ରକ…

ମାର୍ଶାଘାଇ ହଳଦିଆ ଗୋଡ଼ା ନିକଟରେ ଦୁର୍ଘଟଣା: ସ୍କୁଟି ଚାଳକଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକ ଜାଳିଦେଲେ ବସ୍‌

ମାର୍ଶାଘାଇ: ଦୁର୍ଘଟଣା ପରର ଉଗ୍ର ରୂପ। ବସ୍‌ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକ। ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ପରେ ତାତିଲେ ଲୋକେ। ମାର୍ଶାଘାଇ ଥାନା ହଳଦିଆ ଗୋଡ଼ା ନିକଟରେ ଘଟିଛି ଏହି ଦୁର୍ଘଟଣା । ବସ୍‌ ଧକ୍କାରେ ହଳଦିଆ ଗାଁର ଜଣେ ସ୍କୁଟି ଆରୋହୀ ବିକାଶ ନାୟକଙ୍କ ମୃତ୍ୟୁ ହୋଇଛି ।…

ଉତ୍ତରପ୍ରଦେଶ : ନିୟନ୍ତ୍ରଣ ହରାଇ ୨୦ ଫୁଟ ତଳକୁ ଖସି ପଡିଲା ପ୍ରବାସୀ ଶ୍ରମିକ ବସ୍‌; ୬ ମୃତ, ୪୦ ଆହତ

ଉତ୍ତର ପ୍ରଦେଶର କନ୍ନୋଜ ପାଖରେ ଲକ୍ଷ୍ମୌ- ଆଗ୍ରା ଏକ୍ସପ୍ରେସରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୪୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହି ହାଇେଓ୍ଵରେ ଏକ ପ୍ରାଇଭେଟ ବସ୍‌ ନିୟନ୍ତ୍ରଣ ହରାଇ ୨୦ ଫୁଟ ତଳକୁ ଖସି ପଡିଛି। ଆହତମାନଙ୍କୁ ସ୍ଥାନୀୟ…

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବସ୍, ୧୨ ଆହତ

ମୋହନା(କେନ୍ଯୁଜ୍): ଗଜପତି ଜ଼ିଲ୍ଲା ଅଡବା ଥାନା ଖ୍ରୀଷ୍ଟପୁର ଗ୍ରାମରେ ଗାନ୍ଧୀ ନାମକ ଏକ ଘରୋଇ ବସ (ନମ୍ବର-ଓଡ଼ି-15-H-6688) ଦୁର୍ଘଟଣା ହୋଇଛି l ସୂଚନା ମୁତାବକ ବସଟି ରାୟଗଡାରୁ କଟକ ଯାଉଥିବା ବେଳେ ଅତ୍ୟଧିକ ଗତି ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିବା ଜଣାପଡିଛି l…

ପୁଣି ପ୍ରବାସୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଟ୍ରକ

ବାଲେଶ୍ୱର : ପୁଣି ପ୍ରବାସୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ। ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ଥ ହୋଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟସ୍ଥ ୧୬ ନମ୍ବୀ ଜାତୀୟ ରାଜପଥରେ ବସଟି ଦୁର୍ଘଟଣାଗ୍ରସ୍ଥ ହୋଇଛି। ଫଳରେ ୭ ଜଣ ଗୁରୁତର ଆହତ ହୋଇଥିବାବେଳେ ଆହତ…

ବାଲେଶ୍ୱର: ରେମୁଣା ନୂଆଗାଁ ନିକଟରେ ଓଲଟିଲା ପ୍ରବାସୀ ବସ୍, ୭ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ରେମୁଣା ଅଞ୍ଚଳର ନୂଆଗାଁ ନିକଟରେ ଓଲଟିଲା ପ୍ରବାସୀ ବସ୍। ଏହି ବସଟି କେରଳରୁ ପଶ୍ଚିମବଙ୍ଗକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।  ଏଥିରେ ୩୮ଜଣ ଯାତ୍ରୀ ଥିଲେ। ଏମାନଙ୍କ ଭିତରୁ ୭ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏନେଇ ଖବର ପାଇବାପରେ…

ପ୍ରବାସୀ ଓଡିଆଙ୍କୁ ନେଇ ଯାଉଥିବା ବସ୍ ଦୁଘର୍ଟଣାଗ୍ରସ୍ତ, ୩ ଗୁରୁତର

ବାଲିଗୁଡା(କେନ୍ଯୁଜ୍): ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ। ତୁମୁଡିବନ୍ଧ ଥାନା ଆଠବାଡି ନିକଟରେ ଏକ ଟ୍ରକ ସହ ବସର ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଟକ୍ରା ଡ୍ରାଇଭର, ବସ ଡ୍ରାଇଭର ଓ ଜଣେ ପ୍ରବାସୀ ଓଡିଆ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଫୁଲବାଣୀ ଜିଲ୍ଲା…

ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ କେରଳରୁ ପଶ୍ଚିମବଙ୍ଗ ଅଭିମୁଖେ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ,…

ଜଳେଶ୍ଵର: ୬୦ ନମ୍ବର ଜାତୀୟ ରାଜପଥର ସୀମାନ୍ତ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ କେରଳରୁ ପଶ୍ଚିମବଙ୍ଗ ଅଭିମୁଖେ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ । ଫଳରେ ଏହି ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣକ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନା ଅନୁଯାୟୀ, ଗତ…

୪ଟି ପୃଥକ୍‌ ପୃଥକ୍‌ ସ୍ଥାନରେ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୩ ମୃତ

ଅନୁଗୁଳ/ବାଲେଶ୍ୱର: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଲୁହାମୁଣ୍ଡା ନିକଟରେ ଏକ ବସ୍ ପ୍ରବାସୀଙ୍କୁ ନେଇ ଆସୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଛି । ମହାରାଷ୍ଟ୍ରରୁ ୨୬ ଜଣ ପ୍ରବାସୀଙ୍କୁ ନେଇ କୋଲକାତା ଯାଉଥିବା ବେଳେ ବସଟି ଏକ ଗ୍ୟାସ ଟ୍ୟାଙ୍କର ସହ ଧକ୍କା ହୋଇଥିଲା । ଫଳରେ ଏଥିରେ ଟ୍ୟାଙ୍କର…

ପାଦରେ ଚାଲି ଚାଲି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍, ୬ ମୃତ ଓ ଅନେକ ଆହତ

ପୁଣି ଭିଟାମାଟି ପ୍ରେମ ରହିଗଲା ଅଧାରେ। ଘର ବାହୁଡା ଆଶା ହୋଇଗଲା ଶେଷ ବାହୁଡା। କରୋନା ମାରିଦେବା ଭୟରେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ମାରି ଦଉଛି ସଡକ ଦୁର୍ଘଟଣା। ଉତ୍ତରପ୍ରଦେଶର ମୁଜାଫରନଗର-ସହରାନପୁର ଜାତୀୟ ରାଜପଥରେ ଯାଉଥିବାବେଳେ ବିଳମ୍ବିତ ରାତି ପ୍ରାୟ ୧ଟାରେ ଅଘଟଣ ଘଟିଛି।…