Browsing Tag

bus accident

ନେପାଳରେ ନଦୀକୁ ଖସିଲା ବସ୍‌: ୧୨ ମୃତ, ମୃତକଙ୍କ ମଧ୍ୟରେ ୨ ଭାରତୀୟ

ନେପାଳ ଡାଙ୍ଗ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଛି । ବସ୍‌ଟି ନଦୀ ଖସିପଡିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତକ ୮ ଜଣଙ୍କ ପରିଚୟ ମିଳିଛି । ଭାଲୁବାଙ୍ଗ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବସଟି ବାଙ୍କେର…

ଘନ କୁହୁଡ଼ି: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଟ୍ରକ୍‌ ସହ ଧକ୍କା ହୋଇ ଓଲଟିଲା ବସ୍‌; ଥିଲେ ୪୦ ଯାତ୍ରୀ

ଉତ୍ତର ପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା । ଗତ ରାତିରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଏକ ଡବଲ୍‌ ଡେକର ବସ୍‌ ଟ୍ରକ୍‌କୁ ଧକ୍କା ଦେଇ ଖାଇକୁ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ବସ୍‌ରେ ଥିବା ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବସ୍‌ଟି ଦିଲ୍ଲୀରୁ ଯାତ୍ରୀମାନଙ୍କୁ ଧରି ଲକ୍ଷ୍ନୌ…

ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ; ୧୦ରୁ ଅଧିକ ଆହତ

ସୋରଡ଼ା (କେନ୍ୟୁଜ): ଗଞ୍ଜାମ ଧରାକୋଟ ଥାନା ଢ଼ଉଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ବସ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆସିକା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪…

ନିଶ୍ଚିତକୋଇଲି ଦୁର୍ଘଟଣା: ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

ଭୁବନେଶ୍ୱର (କେନ୍ୟୁଜ): ଆଜି ସକାଳୁ କଟକ-ଚାନ୍ଦବାଲି ରାସ୍ତାରେ ଭୟଙ୍କର ଦୁର୍ଘଟଣା ହୋଇଛି। ନିଶ୍ଚିତକୋଇଲିର କଟରପଡା କଳା ପୋଲ ନିକଟରେ ଦଶ ଚକିଆ ଟ୍ରକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ ଏଥିରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ୩ ମୃତ…

ବାଲିଗୁଡା : ପର୍ଯ୍ୟଟକଙ୍କ ବସ୍‌ ଓଲଟିଲା, ୨୫ ଆହତ

ବାଲିଗୁଡା (କେନ୍ୟୁଜ) : ବ୍ରାହ୍ମଣୀଗାଁ ଥାନା ମହାଗୁଡି ନିକଟ ବୁଲାଣି ରାସ୍ତାରେ ବସ୍‌ ଦୁର୍ଘଟଣା । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ୨୫ ଜଣ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନେ ବ୍ରାହ୍ମଣୀ ଗାଁ ହସ୍ପିଟାଲରେ ଚିକିତ୍ସିତ…

ହୋଣ୍ଡୁରାସରେ ଯାତ୍ରୀବାହୀ ବସ୍‌ ନଦୀକୁ ଖସିଲା, ୧୨ ରୁ ଅଧିକ ମୃତ

ସେଣ୍ଟ୍ରାଲ ଆମେରିକାର ହୋଣ୍ଡୁରାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ନଦୀରେ ଖସିପଡି ୧୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଦୁର୍ଘଟଣାରେ ୨୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମଳିଛି । ଖବର ମୁତାବକ, କେନ୍ଦ୍ରୀୟ ଆମେରିକୀୟ ଦେଶ ହୋଣ୍ଡୁରାସର…

ଜମ୍ମୁ କଶ୍ମୀରରେ ବସ୍‌ ଦୁର୍ଘଟଣା: ୩୬ ମୃତ, ୧୯ ଆହତ

ଜମ୍ମୁ କଶ୍ମୀରର ଡୋଡୋ ଜିଲ୍ଲାରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ।  ଦୁର୍ଘଟଣାରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି ।  ନିୟନ୍ତ୍ରଣ ହରାଇ ୩୦୦ ଫୁଟ ଗଭୀର ଖାଇ ମଧ୍ୟକୁ ଖସି ପଡିଲା ବସ୍‌ ।  ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି…

ଟର୍ମିନର୍ସରେ ଠିଆ ହୋଇଥିଲା ବସ୍, ହଠାତ୍ ଯାତ୍ରୀଙ୍କ ଉପରେ ଚଢ଼ିଗଲା

କାହାର କେଉଁ କାମ, କିଏ ମାଆ ପାଇଁ ମେଡିସିନ୍‌ ନେଇ ଯାଇଥାନ୍ତେ ତ ଆଉ କାହାର ଛୁଆ ଘରେ ଅପେକ୍ଷା କରିଥିଲେ ବାପାକୁ । କିନ୍ତୁ ଘରେ ପହଁଚିବା ପୂର୍ବରୁ ତୁଣ୍ଡରୁ ଚାଲିଗଲା ପ୍ରାଣ । କେଉଁଠି ଥିଲା କେଜାଣି ଏ ମୃତ୍ୟୁ ଏକାଥରେ ଆସି ୩ ଜଣଙ୍କୁ ନେଇଗଲା । ସିସିଟିଭିରେ କଏଦ୍‌ ହେଲା ଦୁର୍ଘଟଣାର…

୨୬ ନମ୍ବର ଜାତୀୟ ରାଜପଥରେ ସରକାରୀ ବସ ଦୁର୍ଘଟଣାଗ୍ରସ୍ତ, ୧୦ ଯାତ୍ରୀ ଆହତ

ବରଗଡ଼-ନବରଙ୍ଗପୁର ରାସ୍ତାରେ ଏକ ସରକାରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି | ଏଥିରେ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବାବେଳେ ତିନି ଗୁରୁତର ହୋଇଛନ୍ତି | ଗୁରୁତରଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ବସଟି ବରଗଡ଼ରୁ ନବରଙ୍ଗପୁର ଯାଉଥିବା ବେଳେ ୨୬ ନମ୍ବର…

ଭାଙ୍ଗିଗଲା ବସର ଷ୍ଟିୟରିଂ ରଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜଳେଶ୍ବର(କେନ୍ୟୁଜ୍): ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍ । ବସର ଷ୍ଟିୟରିଂ ରଡ ଭାଙ୍ଗିଯିବାରୁ ଭାରସାମ୍ଯ ହରାଇ ରାସ୍ତା କଡକୁ ଗଡ଼ିଲା । ଆଜି ସକାଳେ ଗୁଡଲି ନାମକ ଘରୋଇ ବସ୍ ବାଲିଆପାଳରୁ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାଲେଶ୍ବର ଅଭିମୁଖେ ଯାଉଥିଲା । ଜଳେଶ୍ବରର…

ଛତିଶଗଡ଼: କେନ୍ଦା ଘାଟିରେ ଓଲଟିଲା ବସ୍‌, ୨ ଯାତ୍ରୀଙ୍କ ମୃତ୍ୟୁ; ୪୦ ଆହତ

ଛତିଶଗଡ଼ର ବିଳାସପୁରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍ କେନ୍ଦା ଘାଟିରେ ଓଲଟି ପଡ଼ିବାରୁ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସଟି ବିଳାସପୁରରୁ ପ୍ରୟାଗରାଜ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା…

ବାଲେଶ୍ବର: ରେମୁଣା ମାଦଳ ବାଜା ନିକଟରେ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ, ପାସେଞ୍ଜର ଅଛନ୍ତି ସୁରକ୍ଷିତ

ବାଲେଶ୍ବର(କେନ୍ୟୁଜ୍): ବଡ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ । ବାଲେଶ୍ବର ରେମୁଣା ବ୍ଲକ ଗୁଡୁଦା ପଞ୍ଚାୟତ ମାଦଳ ବାଜା ନିକଟରେ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲେଶ୍ଵରରୁ ଯାତ୍ରୀଙ୍କୁ ନେଇ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ୍ । ପୋଲ ଉପରେ ବଡ଼…