Browsing Tag

bus detained

ଇଏ କି ଜବରଦସ୍ତି ? ଗୋଟିଏ ବସ୍‌କୁ ଘେରି ବାଟ ଛାଡୁ ନାହାନ୍ତି ଅନ୍ୟ ବସ୍‌, ଲୋକେ କହୁଛନ୍ତି କଙ୍ଗାରୁ କୋର୍ଟ

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ଆପଣ ବିଭିନ୍ନ ସମୟରେ ଶୁଣିଥିବେ ଗଣମାଧ୍ୟମରେ ଖାପ ପଞ୍ଚାୟତ, କଙ୍ଗାରୁ କୋର୍ଟ ଭଳି ଘଟଣା । ତେବେ ଏସବୁ ଘଟଣା ଘଟେ ପ୍ରାୟତଃ ଯେଉଁଠାରେ ପ୍ରଶାସନ କି ପୋଲିସ ପହଞ୍ଚି ପାରେ ନାହିଁ। କିନ୍ତୁ ଥରେ ଚିନ୍ତା କରନ୍ତୁ ତ ଜିଲ୍ଲା ସଦର ମହକୁମାରେ ସବୁ ବ୍ୟବସ୍ଥା ଥାଇ…