Browsing Tag

bus fire

ବସରେ ଲାଗିଲା ନିଆଁ, ବସ୍‌ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣରୁ ବର୍ତ୍ତିଲେ ଯାତ୍ରୀ

ପିପିଲି(କେନ୍ୟୁଜ୍‌): ପିପିଲି ଟୋଲ ପ୍ଲାଜ଼ା ନିକଟରେ ବସରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଲା ବସ୍‌ । ତେବେ ବସ୍‌ଟିର ପଛ ଚକରେ ଲାଗି ଯାଇଥିଲା ନିଆଁ । ବସ କର୍ମଚାରୀଙ୍କ ଉଦ୍ୟମ ଯୋଗୁଁ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ବସ୍‌ । ଏହି ବସ୍‌ଟି ପୁରୀରୁ ଜାମସେଦପୁର ଯାଉଥିବା ବେଳେ ଏପରି…

ମଥୁରା : ଚଳନ୍ତା ବସରେ ନିଆଁ ଲାଗିବା ପରେ ପଛରୁ ଧକ୍କା ହେଲା କାର, ୫ ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶ ମଥୁରାରେ ଯମୁନା ଏକ୍ସପ୍ରେସ ୱେରେ ଚଳନ୍ତା ଭଲଭୋ ବସରେ ନିଆଁ । ନିଆଁ ଲାଗିବା ଯୋଗୁ ବସ୍‌ଟି ଅନ୍ୟ ଏକ କାର ସହିତ ଧକ୍କା ହୋଇଥିଲା । ଆଉ କାରରେ ନିଆଁ ଲାଗିଯାଇଥିଲା । ଫଳରେ କାରରେ ଥିବା ୫ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଖବର ମୁତାବକ, ମଥୁରା ମହାବନ ଥାନା ଅଞ୍ଚଳର…

ବିଶ୍ୱାସ ବଞ୍ଚାଇଲା ଜୀବନ, ଜଳିଗଲା ବସ୍‌ ବଞ୍ଚିଗଲେ ୪୦ ଯାତ୍ରୀ

ବିଶ୍ୱାସ, ଜୀବନ ଜିଇଁବାର ଆଧାର । କୁହାଯାଏ ବିଶ୍ୱାସରେ ମିଳନ୍ତି ହରି। ଆଉ ଏହି ବିଶ୍ୱାସ ବେଳେ ବେଳେ କରିଥାଏ ଚମତ୍କାର । ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଏକ ସଂଯୋଗ ବୋଲି କହିପାରନ୍ତି । କିନ୍ତୁ ଆମେ କହିବୁ ଏହି ବିଶ୍ୱାସ ପାଇଁ ବଞ୍ଚିଗଲା ୪୦…

ମଝି ରାସ୍ତାରେ ହୁତୁହୁତ ହୋଇ ଜଳିଲା ହଜ ଯାତ୍ରୀ ବସ୍‌, ଡ୍ରାଇଭରଙ୍କ ଯୋଗୁଁ ବଞ୍ଚିଗଲା ୪୦ ଜୀବନ

ହଜ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ରେ ନିଆଁ । ବସଟି ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି । ମହାରାଷ୍ଟ୍ରର ସତାରାରୁ ୪୦ ଜଣ ହଜ ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ହଠାତ୍‌ ନିଆଁ ଲାଗିଯାଇଥିଲା । ବସର ଇଲେକ୍ଟ୍ରି ବିୟରିଂରେ ସର୍ଟ ସର୍କିଟ ହେବା ଯୋଗୁଁ…

ଡ଼ିଏଭି ପବ୍ଲିକ ସ୍କୁଲ ଗାଡ଼ିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୭ ଜଣ ଛାତ୍ରଛାତ୍ରୀ

କୋଣାର୍କ : ଡ଼ିଏଭି ପବ୍ଲିକ ସ୍କୁଲ ଗାଡ଼ିରେ ଲାଗିଲା ନିଆଁ । ଗୋପ ରାସ୍ତାର ବାୟାକୁଦା ଗାଁ ମୁଣ୍ଡ ଠାରେ ସ୍କୁଲ ପିଲାଙ୍କୁ ଆଣିବା ପାଇଁ ଗାଡି ବେଗୁନିଆ ଛକ ଯାଉଥିବା ବେଳେ ଅଗ୍ନିକାଣ୍ଡ ଘଟିଛି । ଅଳ୍ପକେ ବର୍ତ୍ତିଲେ ୭ ଜଣ ଛାତ୍ରଛାତ୍ରୀ । ଧୂଆଁରେ ଛାତ୍ରଛାତ୍ରୀ ଅଣ ନିଶ୍ୱାସୀ ହୋଇଯାଇଥିବା…

ଖଡଗପୁର ଠାରେ ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ ଘଟଣା: କେନ୍ଦ୍ରାପଡାର ଜଣେ ମହିଳାଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା (କେନ୍ୟୁଜ): ଗତକାଲି ରାତିରେ କୋଲକତାରୁ ଓଡିଶା ଆସୁଥିବା ଏକ ବସରେ ଖଡଗପୁର ଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କେନ୍ଦ୍ରାପଡାର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା କେନ୍ଦ୍ରାପଡ଼ା ଇଚ୍ଛାପୁର ନିକଟ ନୋଳିଆ ଗାଁର ପୁଷ୍ପଞ୍ଜଳି । ତାଙ୍କ ସ୍ୱାମୀ…

ସାକ୍ଷୀଗୋପାଳ ନିକଟରେ ଜଳିଗଲା ତୀର୍ଥଯାତ୍ରୀଙ୍କ ବସ୍‌

ପିପିଲି(କେନ୍ୟୁଜ) : ସାକ୍ଷୀଗୋପାଳ ମନ୍ଦିର ନିକଟ ରେ ଏକ ଯାତ୍ରୀ ବାହି ବସ ଆଜି ହୁତୁହୁତୁ ହୋଇ ଜଳିଯାଇଛି l ବସ୍‌ ଟି ଉତ୍ତର ପ୍ରଦେଶରୁ ପ୍ରାୟ ୫୦ ରୁ ଅଧିକ ତୀର୍ଥ ଯାତ୍ରୀଙ୍କୁ ନେଇ ଗଙ୍ଗା ସାଗର ବୁଡକୁ ଆସିଥିଲା l ଉକ୍ତ ତୀର୍ଥଯାତ୍ରୀ ବସ ଟି ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ସମୟ ରେ…

ଦେଖୁ ଦେଖୁ ଚଳନ୍ତା ବସ୍‌ରେ ହଠାତ୍ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ : ମଝିରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଲକ୍‌ଜୁରୀ ବସ୍‌। ଗତକାଲି ରାତି ପ୍ରାୟ ସାଢେ ୯ଟାରେ ହାଇଦ୍ରାବାଦର କେପିଏଚବି କଲୋନୀ ନିକଟରେ କାବେରୀ ବସ୍‌ରେ ନିଆଁ ଲାଗିଥିଲା। ବସରେ ନିଆଁ ଲାଗିବା ବେଳେ ଦୁଇଜଣ ବସ ଡ୍ରାଇଭର, ଜଣେ ସହାୟକ ଡ୍ରାଇଭରଙ୍କ ସହ ୮ଜଣ ଯାତ୍ରୀ ଥିଲେ। ତେବେ…

ପାକିସ୍ତାନରେ ବଡ଼ ଧରଣର ଦୁର୍ଘଟଣା! ବସ୍‌ରେ ନିଆଁ ଲାଗି ୧୭ ଯାତ୍ରୀ ଜୀବନ୍ତ ଦଗ୍ଧ; ବନ୍ୟା ପୀଡ଼ିତଙ୍କୁ ନେଇ ଯାଉଥିଲା…

ପାକିସ୍ତାନରେ ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏଠାରେ ଏକ ବସ୍‌ରେ ନିଆଁ ଲାଗି ୧୭ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ପାକିସ୍ତାନର ସିନ୍ଧ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା, ନିଆଁ ଏତେ ଶକ୍ତିଶାଳୀ…

ଚଳନ୍ତା ବସରେ ଲାଗିଗଲା ନିଆଁ, ଡ୍ରାଇଭରଙ୍କ ବୁଦ୍ଧି ଯୋଗୁଁ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଚଳନ୍ତା ବସରେ ନିଆଁ । ମହାରାଷ୍ଟ୍ର ପୁନେ ଅମ୍ବେଗାଓଁ ଅଞ୍ଚଳରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଛି। ବସ୍‌ରେ ୨୭ ଜଣ ଯାତ୍ରୀ ରହିଥିଲେ। ଏହି ବସରେ ଥିବା ଯାତ୍ରୀମାନଙ୍କର କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ଡ୍ରାଇଭର ଜଣକ ଉପସ୍ଥିତି ବୁଦ୍ଧି ଖଟାଇ ବସ୍‌କୁ ରୋକିଥିଲେ ଏବଂ ତୁରନ୍ତ…

ମହାରାଷ୍ଟ୍ରର ନାସିକରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍ ରେ ନିଆଁ ଲାଗି ୧୧ ମୃତ, ଅନେକ ଆହତ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ନାସିକରୁ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନାସିକ-ଔରଙ୍ଗାବାଦ ମାର୍ଗରେ ନନ୍ଦୁରନାକା ନାମକ ଏକ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଅନେକ ଲୋକ ଜଳି ଯାଇଥିବାର ଖବର ମିଳିଛି । ନାସିକ…

କେନ୍ଦୁଝର କାଞ୍ଜିପାଣି ଘାଟିରେ ଜଳିଗଲା ପାଢ଼ୀ ବସ୍, ସଟସର୍କିଟ ଯୋଗୁଁ ଲାଗିଗଲା ନିଆଁ

କେନ୍ଦୁଝର(କେନ୍ୟୁଜ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଜଳିଗଲା ପାଢ଼ୀ ବସ। ରାଉରକେଲା ରୁ କେନ୍ଦୁଝର ଅଭିମୁଖେ ଆସୁଥିବା ବେଳେ ସଟସର୍କିଟ ଯୋଗୁଁ ନିଆଁ ଲାଗିବା ପରେ ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁ ବସକୁ ଠିକ୍ ସମୟରେ  ଅଟକାଇବାରେ ସଫଳ ହୋଇଥିଲେ। ଯାହା ଫଳରେ ସମସ୍ତ ଯାତ୍ରୀ ମାନେ…