କେରାଣ୍ଡିମାଳ ଘାଟୀରେ ଓଲଟିଲା ବସ : ୨୦ ରୁ ଉର୍ଦ୍ଧ୍ଵ ଆହତ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର କେରାଣ୍ଡିମାଳ ପର୍ବତରେ ଥିବା ବାଙ୍କେଶ୍ବରୀ ଶକ୍ତି ପୀଠରୁ ଦର୍ଶନ ସାରି ଫେରୁଥିବା ବେଳେ ଘାଟୀରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ହେଲା ଦୁର୍ଘଟଣାଗ୍ରସ୍ତ l ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି l ପାତ୍ରପୁର ବ୍ଲକ ତୁରୁବୁଡି ପଂଚାୟତ…