ଆଜି ସ୍ବାଭାବିକ ରହିବ ବସ୍ ଓ ଟ୍ରକ ଚଳାଚଳ, ବନ୍ଦକୁ ସମର୍ଥନ କରୁନାହାନ୍ତି ଘରୋଇ ମାଲିକ ସଂଘ
ଭୁବନେଶ୍ବର (କେନ୍ୟୁଜ୍) : ଆଜି ସ୍ବାଭାବିକ ରହିବ ବସ୍ ଓ ଟ୍ରକ ଚଳାଚଳ । ପରିବହନ ଶ୍ରମିକ ସଂଘର ବନ୍ଦ ଡାକରାକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘ । ବନ୍ଦକୁ ସମର୍ଥନ କରୁନାହାନ୍ତି ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘ ।
ଶନିବାର ହିଟ୍ ଏଣ୍ଡ ରନ୍ ଆଇନ ବିରୋଧରେ ଓଡ଼ିଶାରେ…