Odisha News
.
Browsing Tag

bus

ଏଣିକି ବରମୁଣ୍ଡାରୁ କଟକ ଯାଉଥିବା ସମସ୍ତ ବସ୍ ଫ୍ଲାଏ ଓଭର ତଳକୁ ଓହ୍ଲାଇବେ ନାହିଁ, ବିଜ୍ଞପ୍ତି ଜାରି କରିଛି କମିଶନରେଟ…

ଭୁବନେଶ୍ୱର (କେନ୍ୟୁଜ୍): ଫ୍ଲାଏ ଓଭର ତଳକୁ ଓହ୍ଲାଇବେ ନାହିଁ ବସ୍‌। ବରମୁଣ୍ଡାରୁ ବାହାରିଲେ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଇଥିବା ବ୍ରିଜ୍‌ ଉପରେ କଟକ ଅଭିମୁଖେ ଯିବେ। ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ। ବରମୁଣ୍ଡା ପରେ ନୟାପଲ୍ଲୀ ହୋଟେଲ କ୍ରାଉନ୍‌ ପାଖ ବସ୍‌ ବେ ଓ…

ସିଙ୍ଗାପୁରରେ ଆରମ୍ଭ ହେଲା ଗାର୍ଡେନ ବସ ସେବା, ଏମିତି ଦେବ ଯାତ୍ରୀଙ୍କୁ ଫାଇଦା

ସିଙ୍ଗାପୁର : ସିଙ୍ଗାପୁରରେ ଆରମ୍ଭ ହୋଇଛି ଏସିଆର ସର୍ବ ପ୍ରଥମ ଗାର୍ଡେନ ବସ ସେବା। ‘ଗାର୍ଡେନ ଅନ ଦ ମୁଭ’ ଅଭିଜାନ ମାଧ୍ୟମରେ ଚଲାଯାଉଛି ଏହି ବସ। ଏହି ବସର ଛାତ ଉପରେ ୧.୮X୧.୫ ମିଟର ଆକାରର ଦୁଇଟି ଗ୍ରୀନ ପ୍ୟାନେଲ ଲଗାଯାଇଛି। ସଧାରଣ ଭାବେ ମାଟିବାଲା ଏହି ଗ୍ରୀନ ପ୍ୟାନେଲର ଓଜନ ୨୫୦ରୁ ୩୦୦…

ମୋ ବସ୍‌ ସେବା ମୁଖ୍ୟମନ୍ତ୍ରୀ କଲେ ଉଦ୍‌ଘାଟନ, ସ୍ମାର୍ଟସିଟିରେ ଗଡ଼ିଲା ୧୦୦ଟି ନୂଆ ସିଟିବସ୍

ଭୁବନେଶ୍ବର (କେନ୍ଯୁଜ୍) : ସ୍ମାର୍ଟସିଟିରେ ଆଜିଠୁ ମୋ ବସ୍‌ ସେବା ଆରମ୍ଭ ହୋଇଛି । ଗଡିବ ୧୦୦ଟି ନୂଆ ସିଟିବସ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଉଦ୍‌ଘାଟନ କରିଛନ୍ତି । ମୋ ବସ୍‌ ଚଳାଚଳ ପାଇଁ ଏହାର ଦାୟିତ୍ୱ ନେଇଥିବା କ୍ୟାପିଟାଲ ରିଜିଅନ ଅର୍ବାନ୍‌ ଟ୍ରାନ୍ସପୋର୍ଟ ବା…

ବନ୍ଯା ଜଳରେ ଭାସିଗଲା ଟୁରିଷ୍ଟ୍ ବସ୍

ଦିଲ୍ଲୀ(କେନ୍ଯୁଜ୍) : ବନ୍ଯା ଜଳରେ ଭାସିଯାଇଛି ଏକ ଟୁରିଷ୍ଟ୍ ବସ୍ । ହିମାଚଳ ପ୍ରଦେଶ ମନାଲିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ତେବେ ବସ୍ ରେ କେହି ଲୋକ ନଥିବା ଜଣାପଡିଛି । ବସଟି ଯାଉଥିବା ସମୟରେ ବ୍ୟାସ ନଦୀରେ ଆସିଥିବା ବନ୍ଯା ଜଳରେ ଭାସି ଯାଇଥିଲା । ବସଟି ପାଖରେ ଥିବା ଏକ ପଡ଼ିଆରେ…

ତୈଳ ଦର ବୃଦ୍ଧି ହେଲା କାଳ, ପୁଣି ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ବର(କେନ୍ଯୁଜ୍) :ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା । ତୈଳ ଦର ବୃଦ୍ଧି ପାଇଁ ଭଡ଼ା ବଢ଼ିଛି । ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ଭଡ଼ା ୨ ପଇସା, ଡିଲକ୍ସ ଓ AC ଡିଲକ୍ସ ବସ୍‌ଭଡ଼ା ୪ ପଇସା ବୃଦ୍ଧି ହୋଇଛି । ସାଧାରଣ ବସ୍‌ରେ ଗଲେ ଏଣିକି ଯାତ୍ରୀଙ୍କୁ କିଲୋମିଟର ପିଛା ୭୨ ପଇସା ଦେବାକୁ ପଡ଼ିବ ।…

ଚଳନ୍ତା ବସରେ ଛାତ୍ରୀଙ୍କୁ ଅସାଦାଚରଣ ପଡିଲା ମହଙ୍ଗା

ତାଳଚେର : ଚଳନ୍ତା ବସ୍ ଭିତରେ ଛାତ୍ରୀଙ୍କୁ ଅସାଦାଚରଣ କରିବା ପଡିଲା ମହଙ୍ଗା । କଣ୍ଡକ୍ଟରକୁ ନିର୍ଦ୍ଧୁମ ଛେଚିଲେ ଛାତ୍ରୀଙ୍କ ପରିବାର ଓ ଗାଁଲୋକ । ଘଟଣା ଘଟିଛି ତାଳଚେର କଣିହାଁ ସ୍ଥିତ ଏନଟିପିସି ବାଇପାସ୍ ଛକ ନିକଟରେ । ଗତକାଲି ତେଲିସିଙ୍ଗା ଗାଁର ଜଣେ ଛାତ୍ରୀ ନିଶା ନାମକ ବସରେ…

ଧରାପଡିଲା ବସ୍ ଚୋର !

ବାଲେଶ୍ବର : ଶେରଗଡ଼ ଟୋଲ୍ ଗେଟରୁ ବସ୍ ସହ ବସ୍ ଚୋରକୁ ଗିରଫ କଲା ପୋଲିସ। ଗୌରାଙ୍ଗ ସାହୁ ନାମକ ଜଣେ ଯୁବକ ବସଟିକୁ ବାଲେଶ୍ୱର କାନ୍ଥି ବସଷ୍ଟାଣ୍ଡରୁ ଚୋରିକରି ଭଦ୍ରକ ଯାଉଥିବାବେଳେ ୧୬ନମ୍ବର ଜାତୀୟ ରାଜପଥ ଉପରେ ଟୋଲ୍ ଗେଟ୍ କର୍ମଚାରୀ ଅଟକାଇଥିଲେ। ତେବେ ଟୋଲ୍ ଫି ମାଗିବାରୁ କର୍ମଚାରୀଙ୍କ ସହ…

ଗଞ୍ଜାମ ଜିଲ୍ଲାରେ ବସ୍ ଧର୍ମଘଟ : ବ୍ରହ୍ମପୁରରୁ କୌଣସି ସ୍ଥାନକୁ ଗଡୁନି ପ୍ରାୟ ୭୦୦ବସ୍

ଗଞ୍ଜାମ : ବ୍ରହ୍ମପୁର ସହର ମଧ୍ୟରେ ଥିବା ବସଷ୍ଟାଣ୍ଡକୁ ସହର ଉପକଣ୍ଠ ହଳଦିଆପଦରଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ବସ୍ ଟର୍ମିନାଲକୁ ସ୍ଥାନାନ୍ତର କରିବା ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାକୁ ବିରୋଧ କରିଛି ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ। ହଳଦିଆପଦରଠାରେ ଉପଯୁକ୍ତ…