Browsing Tag

business news

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର… ୪% ବୃଦ୍ଧି ହୋଇପାରେ DA, ଜାଣନ୍ତୁ କେବେ ଘୋଷଣା ହେବ

ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ସରକାର ଖୁବ୍ ଶୀଘ୍ର ଜୁଲାଇ ମାସରୁ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଏଥର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ DA ଏବଂ DR ୫୮ ପ୍ରତିଶତ ବୃଦ୍ଧି କରିପାରନ୍ତି। ଏହି ବୃଦ୍ଧି ଅଗଷ୍ଟରେ ଘୋଷଣା କରାଯାଇପାରେ। ମେ…

ଚଳିତ ବର୍ଷ ଅଶୋଧିତ ତୈଳ ମୂଲ୍ୟରେ ଏପର୍ଯ୍ୟନ୍ତ ୨୦% ହ୍ରାସ, ଖୁବଶୀଘ୍ର ପେଟ୍ରୋଲ-ଡିଜେଲ ଶସ୍ତା ହେବାର ବଢ଼ିଛି ଆଶା

ବିଶ୍ୱ ବଜାରରେ ଅନିଶ୍ଚିତତା ମଧ୍ୟରେ, ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି । ଏପରି ପରିସ୍ଥିତିରେ, ଆଶା କରାଯାଉଛି ଯେ, ସରକାର ଶୀଘ୍ର ଦେଶରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିପାରନ୍ତି । ଏହାର କାରଣ ହେଉଛି ଯେ ନିକଟରେ ତୈଳ ଉତ୍ପାଦନକାରୀ ଦେଶମାନଙ୍କର…

ସିଗାରେଟ୍ ଟାଣିବା ହେବ ମହଙ୍ଗା, ତମାଖୁ ପ୍ରଡକ୍ଟ ଉପରେ ବଢ଼ିପାରେ GST

ସରକାର ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ପ୍ରଡକ୍ଟ ଉପରେ GST ବଢ଼ାଇ ପାରନ୍ତି ବୋଲି ଆଶା କରାଯାଉଛି । ଏହି ପରିବର୍ତ୍ତନ ସେତେବେଳେ ଆସିପାରିବ ଯେତେବେଳେ ସରକାର ଏହି ପ୍ରଡକ୍ଟ ଉପରେ କମ୍ପେନସେସନ୍ ସେସ୍ ଲାଗୁ କରିବା ବନ୍ଦ କରିଦେବ । ଏହି ଖବର ପରେ, ଆଜି ତମାଖୁ ସେୟାରରେ ହ୍ରାସ ଦେଖିବାକୁ…

ମହଙ୍ଗା ମାଡ଼ରୁ ଆଶ୍ଵସ୍ତି, ୫ ମାସରେ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି, ଖାଦ୍ୟ ସାମଗ୍ରୀ ଶସ୍ତା

ଜାନୁୟାରୀରେ ଖୁଚୁରା ମୁଦ୍ରାସ୍ଫୀତି (Retail Inflation) ହ୍ରାସ ପାଇ ୪.୩୧ ପ୍ରତିଶତ ହୋଇଛି । ମୁଖ୍ୟତଃ ଖାଦ୍ୟ ସାମଗ୍ରୀ ଶସ୍ତା ହେବା ଯୋଗୁ ମୁଦ୍ରାସ୍ଫୀତି ହ୍ରାସ ପାଇଛି, ଯାହାକି ପାଞ୍ଚ ମାସରେ ସର୍ବନିମ୍ନ ସ୍ତର । ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା…

ଏହି ‘ରହସ୍ୟମୟ’ ବ୍ୟକ୍ତିଙ୍କ ନାମରେ ୫୦୦ କୋଟି ଟଙ୍କାର ସମ୍ପତ୍ତି ଲେଖି ଯାଇଛନ୍ତି ରତନ ଟାଟା ! ଇଚ୍ଛାପତ୍ର ସମସ୍ତଙ୍କୁ…

ରତନ ଟାଟାଙ୍କ ଇଚ୍ଛାପତ୍ର (ୱିଲ୍) ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ରତନ ଟାଟା ନିଜର ଇଚ୍ଛାପତ୍ରରେ ଏମିତି ଜଣେ ବ୍ୟକ୍ତିଙ୍କୁ ୫୦୦ କୋଟି ଟଙ୍କା ଦେବା କଥା କହିଛନ୍ତି, ଯାହାଙ୍କୁ ଦୁନିଆ ବୋଧହୁଏ ଜାଣି ନ ଥିବ । ଏହି ରହସ୍ୟମୟ ବ୍ୟକ୍ତି ଜଣକ ହେଉଛନ୍ତି ମୋହିନୀ ମୋହନ ଦତ୍ତା । ତାଙ୍କୁ ରତନ…

ନୂତନ ଯାନ କ୍ରୟ ଉପରେ ୫୦ ପ୍ରତିଶତ ଟ୍ୟାକ୍ସ ରିହାତି ! ପରିବହନ ମନ୍ତ୍ରଣାଳୟ ଜାରି କଲା ବିଜ୍ଞପ୍ତି, ଜାଣନ୍ତୁ କେମିତି…

କେନ୍ଦ୍ର ସରକାର ଗାଡ଼ି ସ୍କ୍ରାପିଂ ନୀତି ଅଧୀନରେ ପୁରୁଣା ଗାଡ଼ି ବିକ୍ରୟ ଉପରେ ଲାଭ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି ଯେ ଏବେ ବିଏସ୍-୨ ଏବଂ ଏହାଠୁ ପୁରୁଣା ନିର୍ଗମନ ମାନଦଣ୍ଡର ଗାଡ଼ିଗୁଡ଼ିକୁ ସ୍କ୍ରାପିଂ ନୀତି ଅଧୀନରେ ବିକ୍ରି…

ନୂଆ ବର୍ଷରେ ଲାଗିବ ମହଙ୍ଗା ମାଡ଼ର କରେଣ୍ଟ୍ ! କୋଲ୍ଡ ଡ୍ରିଙ୍କସ୍, ସିଗାରେଟ୍-ତମାଖୁ ଉପରେ ଜିଏସଟି ୩୫%

ନୂଆ ବର୍ଷରେ ପୁଣିଥରେ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ଝଟକା ଲାଗିପାରେ । ରିପୋର୍ଟ ମୁତାବକ, ବର୍ଷ ୨୦୨୫ରେ ସିଗାରେଟ୍, ତମାଖୁ ଓ କୋଲ୍ଡ ଡ୍ରିଙ୍କସ୍ ମହଙ୍ଗା ହୋଇପାରେ, କାରଣ, ଜିଏସଟି ଦର ବଢ଼ିବାକୁ ଯାଉଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ମୁତାବକ, ତମାଖୁ ସାମଗ୍ରୀ ଏବଂ ସିଗାରେଟ୍ ଉପରେ…

ଟପ୍ ଅପ୍ ଗୃହ ଋଣ କ’ଣ? ଜାଣନ୍ତୁ ଫାଇଦା, କେମିତି କରିବେ ଆବେଦନ

ମଧ୍ୟବିତ୍ତ ପରିବାର ପାଇଁ ନିଜର ଘରଟିଏ ତିଆରି କରିବା ଏକ ସ୍ଵପ୍ନ ସତ ହେଲା ପରି ହୋଇଥାଏ । କାରଣ, ଘର ତିଆରିରେ ଢେର୍ ପୁଞ୍ଜି ଖର୍ଚ୍ଚ ହୁଏ । ଏତେଗୁଡ଼ିଏ ଅର୍ଥ ଏକାବେଳେ ଦେବା ସମ୍ଭବ ହୋଇ ନ ଥାଏ, ତେଣୁ ଲୋକମାନେ ହୋମ୍ ଲୋନ୍ ନେଇ ନିଜର ସ୍ଵପ୍ନକୁ ସାକାର କରିଥାନ୍ତି । କିନ୍ତୁ ଘର ତିଆରି ପରେ…

ଭାରତୀୟ ସିମେଣ୍ଟ ବଜାରରେ ପ୍ରାଧାନ୍ୟ ବିସ୍ତାର କରିବାକୁ ପ୍ରସ୍ତୁତ ହେଉଛି ଆଦାନୀ ଗ୍ରୁପ, କିଛି ଦିନରେ ମାର୍କେଟରେ…

ଭାରତୀୟ ସିମେଣ୍ଟ ବଜାରରେ ଆଦାନୀ ଗ୍ରୁପ୍ ନିଜର ପ୍ରାଧାନ୍ୟତା ବିସ୍ତାର କରିବା ପାଇଁ ପ୍ରସ୍ତୁତ ହେଉଛି । ତେବେ ଗୌତମ ଆଦାନୀଙ୍କ ନେତୃତ୍ୱରେ ଆଦାନୀ ଗ୍ରୁପ୍ ୨୦୨୭ ରୁ ୨୮ ଆର୍ଥିକ ବର୍ଷ ସୁଦ୍ଧା ଭାରତୀୟ ସିମେଣ୍ଟ ବଜାରରେ ପ୍ରାୟ ୨୦ ପ୍ରତିଶତ ସେୟାର ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି…

ସାଢ଼େ ୬ କୋଟି PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର; ସରକାର ବଢ଼ାଇଲେ ସୁଧ ଦର

କେନ୍ଦ୍ର ସରକାର ପ୍ରୋଭିଡେଣ୍ଟ୍ ଫଣ୍ଡ୍‌ (ପିଏଫ୍) ଆକାଉଣ୍ଟରେ ସୁଧ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ରିପୋର୍ଟ ମୁତାବକ, ସରକାର ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ PF ଆକାଉଣ୍ଟରେ ୮.୧୫% ସୁଧକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଚଳିତ ବର୍ଷ ମାର୍ଚ୍ଚରେ ସୁଧ…

ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ଅନୀଲ ଅମ୍ବାନୀଙ୍କ ପତ୍ନୀ ଟିନା ଅମ୍ବାନୀ, FEMA ମାମଲାରେ ଜାରି ହୋଇଥିଲା ନୋଟିସ

ରିଲାଏନ୍ସ ଏଡିଏ ଗ୍ରୁପର ଚେୟାରମ୍ୟାନ ଅନୀଲ ଅମ୍ବାନୀଙ୍କ ପରେ ତାଙ୍କ ପତ୍ନୀ ଟିନା ଅମ୍ବାନୀ ଇଡିରେ ହାଜର ହୋଇଛନ୍ତି ଏବଂ ନିଜ ବୟାନ ରେକର୍ଡ କରିଛନ୍ତି । ଫରେନ ଏକ୍ସଚେଞ୍ଚ ଲ’କୁ ଉଲଙ୍ଘନ କରିଥିବା ସମ୍ପର୍କରେ ତଦନ୍ତ କରିବା ପାଇଁ ଟିନା ଅମ୍ବାନୀଙ୍କୁ ପଚରାଉଚୁରା କରାଯାଇଛି । ଏଥିପାଇଁ ଟିନା…

ଅଶନୀର ଗ୍ରୋଭରଙ୍କ ଷ୍ଟାର୍ଟଅପ୍‌ରେ ହେଉଛି ନୂଆ ନିଯୁକ୍ତି, ୫ ବର୍ଷ କ୍ରମାଗତ କାମ କଲେ ମିଳିବ ମର୍ସିଡିଜ୍‌!

ସାର୍କ ଟ୍ୟାଙ୍କ୍‌ ଇଣ୍ଡିଆ ସିଜନ ଓ୍ଵାନ୍‌ର ଜଜ୍‌ ତଥା ଭାରତ ପେ’ର ଫାଉଣ୍ଡର ରହିଥିବା ଅଶନୀର ଗ୍ରୋଭର ୧୦ ଜାନୁୟାରୀ, ୨୦୨୩ରୁ ନିଜର ନୂଆ ଷ୍ଟାର୍ଟଅପ୍‌ ପାଇଁ ନିଯୁକ୍ତି ଆରମ୍ଭ କରି ଦେଇଛନ୍ତି। ଏଥି ସହିତ ଗ୍ରୋଭର ନିବେଶକମାନଙ୍କୁ ଷ୍ଟାର୍ଟଅପରେ ପଇସା ବିନିଯୋଗ ପାଇଁ ମଧ୍ୟ ଆମନ୍ତ୍ରିତ…