Browsing Tag

business news

ହଠାତ୍‌ ଆକାଶଛୁଆଁ ହେଲା ଟମାଟୋ! ୧୨୦ ଟଙ୍କା କିଲୋ ପର୍ଯ୍ୟନ୍ତ ପହଞ୍ଚିଲା ଦର; ବେପାରୀ ଜଣାଇଲେ ଏହି ବଡ଼ କାରଣ

ଦେଶର ଅଧିକାଂଶ ସହରରେ ଟମାଟୋର ଖୁଚୁରା ଦାମ୍‌ କିଲୋ ପିଛା ୮୦ ଟଙ୍କା ଆଖପାଖରେ ଚାଲୁଛି। କିନ୍ତୁ ସରକାରୀ ଆକଳନ ଅନୁସାରେ, ବ୍ୟାପକ ବର୍ଷା କାରଣରୁ କିଛି ଦକ୍ଷିଣ ରାଜ୍ୟରେ ଏହାର ଖୁଚୁରା ଦର ୧୨୦ ଟଙ୍କା ପ୍ରତି କିଲୋଗ୍ରାମ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଚେନ୍ନାଇରେ ଟମାଟୋର ଖୁଚୁରା ଦର ୧୦୦…

Revolt RV 400 ଦେଶର ୬୪ ନୂଆ ସହରରେ ହେବ ଲଞ୍ଚ୍‌, ଜାଣନ୍ତୁ କେବେଠୁ ବୁକ୍‌ କରିପାରିବେ ଏହି ସୁନ୍ଦର ଇଲେକ୍ଟ୍ରିକ୍‌…

Revolt Motors ଖୁବ୍‌ ଜଲ୍‌ଦି ଭାରତୀୟ ବଜାରରେ ନିଜର RV 400 ଇଲେକ୍ଟ୍ରିକ୍‌ ବାଇକ୍‌ ପ୍ରବେଶ କରେଇବାକୁ ପ୍ରସ୍ତୁତି ଚଳାଇଛି। EV ନିର୍ମାତା RV 400ର ଖୁଚୁରା ପଏଣ୍ଟ ତାଲିକାରେ ୬୪ଟି ନୂଆ ସହର ଯୋଡ଼ିବାକୁ ଯୋଜନା କରିଛି। ରେକର୍ଡ ପାଇଁ ବାଇକ୍‌ ବର୍ତ୍ତମାନ କେବଳ ୬ ଭାରତୀୟ ସହରରେ ଉପଲବ୍ଧ…

Amazonରେ ବିକ୍ରି ହେବନି ୬୦୦ ଚାଇନା ବ୍ରାଣ୍ଡସ୍‌ର ପ୍ରଡକ୍ଟସ, କମ୍ପାନୀ କରିଦେଲା ସବୁଦିନ ପାଇଁ ବ୍ୟାନ୍‌

Amazon ଚାଇନା ବ୍ରାଣ୍ଡସ୍‌ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ୬୦୦ ଚାଇନା ବ୍ରାଣ୍ଡସ୍‌କୁ ନିଜ ପ୍ଲାଟଫର୍ମରୁ ବ୍ୟାନ୍‌ କରି ଦେଇଛି। ଏହି ବ୍ରାଣ୍ଡଗୁଡ଼ିକ ରିଭ୍ୟୁ ପଲିସିର ଉଲ୍ଲଂଘନ କରୁଥିଲେ। ଏହାକୁ ନେଇ The Wall Street Jornal ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ…

ଅତିଶୀଘ୍ର ଆସୁଛି Flipkart Big Billion Days Sale 2021, ମିଳିବ ଭାରି ରିହାତି! ଏବେଠୁ ଦେଖି ନିଅନ୍ତୁ କେଉଁ କେଉଁ…

ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟର Big Billion Days Sale 2021 ଅତିଶୀଘ୍ର ଆସୁଛି। ଯଦିଓ ଏ ପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇ ନାହିଁ। ତେବେ ଫେଷ୍ଟିଭ୍‌ ସିଜନ ଆରମ୍ଭ ହେଉଣୁ ଆପଣ ଜାଣି ରଖନ୍ତୁ ଫ୍ଲିପ୍‌କାର୍ଟ Big Billion Days 2021ରେ କ’ଣ ସବୁ ଅଫର କରିବ। ଫ୍ଲିପ୍‌କାର୍ଟ ସୂଚନା ଦେଇଛି…

ମହଙ୍ଗା ହୋଇପାରେ Swiggy-Zomatoରୁ ଖାଦ୍ୟ ମଗାଇବା, GST କାଉନସିଲ କମିଟି କଲା ଏହି ସୁପାରିଶ

ଅନଲାଇନ ଫୁଡ୍‌ ଡେଲିଭରି ଆଗାମୀ ଦିନରେ ମହଙ୍ଗା ହୋଇପାରେ। ଜିଏସ୍‌ଟି କାଉନସିଲ ବୈଠକରେ ଏହା ଉପରେ ବିଚାର କରାଯିବ। କମିଟିର ଫିଟ୍‌ମେଣ୍ଟ ପ୍ୟାନେଲ ଫୁଡ୍‌ ଡେଲିଭରି ଆପ୍ସକୁ ଅତି କମ୍‌ରେ ୫ ପ୍ରତିଶତ ଜିଏସ୍‌ଟି ଯୋଜନା ପରସରକୁ ଆଣିବାକୁ ସୁପାରିଶ କରିଛି। ଏମିତି ହେଲେ ଆଗକୁ Swiggy, Zomato…

ଗ୍ରାହକଙ୍କ ପାଇଁ ଖୁସି ଖବର! Jio ପୁଣି ଆରମ୍ଭ କଲା ୯୮ ଟଙ୍କିଆ ପ୍ଲାନ, ପ୍ରତିଦିନ ମିଳିବ ଏତେ ଡାଟା

ଦେଶରେ ଅଧିକ ଜିଓ ୟୁଜର ଅଛନ୍ତି। ଏମିତିରେ କମ୍ପାନୀ ଅନେକ ମନଲୋଭା ପ୍ଲାନ୍ସ ନେଇ ଆସିଥାଏ, ଯାହା ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ। ନିକଟରେ ଜିଓ ନିଜ ୟୁଜର୍ସଙ୍କ ପାଇଁ ୯୮ ଟଙ୍କାର ପ୍ରିପେଡ ରିଚାର୍ଜ ପ୍ଲାନ ପୁଣିଥରେ ଆରମ୍ଭ କରି ଦେଇଛି। ଏହି ପ୍ଲାନକୁ ୧ ବର୍ଷରୁ ଊର୍ଦ୍ଧ୍ଵ ସମୟ ପରେ ଦ୍ଵିତୀୟ…

Air India ପାଇଲଟ କରୋନା ଟିକା ନ ନେଲେ ବନ୍ଦ କରିବେ କାମ, ମ୍ୟାନେଜମେଣ୍ଟକୁ ଚିଠି ଲେଖି ଚେତାବନୀ ଦେଲା ପାଇଲଟ ୟୁନିୟନ

ଏୟାର ଇଣ୍ଡିଆ ଏୟାରବସ ପାଇଲଟ ନିଜ ମ୍ୟାନେଜମେଣ୍ଟକୁ ଚେତାବନୀ ଦେଇଛନ୍ତି କି, ଯଦି ସେମାନଙ୍କୁ ପ୍ରାଥମିକତା ଆଧାରରେ କରୋନା ଟିକା ନ ଲଗାଯାଏ, ତେବେ ସେମାନେ କାମ ବନ୍ଦ କରିଦେବେ। ପାଇଲଟମାନଙ୍କ ୟୁନିୟନ 'ଇଣ୍ଡିଆନ କମର୍ସିଆଲ ପାଇଲଟସ ଆସୋସିଏସନ' ମ୍ୟାନେଜମେଣ୍ଟକୁ ଏହି ଚେତାବନୀ ଦେଇଛି।…

ଓ୍ଵାର୍କ ଫ୍ରମ୍‌ ହୋମ୍‌ରୁ Googleକୁ ହେଲା ବଡ଼ ଫାଇଦା, ଗୋଟିଏ ବର୍ଷରେ ସେଭିଂ କରୁଛି ୧ ବିଲିୟନ ଡଲାର

କରୋନା ଯୋଗୁ ଅନେକ ଲୋକ ଘରୁ ହିଁ କାମ କରୁଛନ୍ତି। ଏହାର ସବୁଠାରୁ ଅଧିକ ଫାଇଦା Googleକୁ ମିଳିଛି। Google କର୍ମଚାରୀମାନେ ଘରେ ରହି କାମ କରୁଥିବାରୁ ତାଙ୍କର ଟ୍ରାଭେଲ ବହୁତ କମିଯାଇଛି। ଆଉ ଏହା Google ବିଜନେସ୍‌ ପାଇଁ ବହୁତ ଭଲ ରହିଛି। ଓ୍ଵାର୍କ ଫ୍ରମ୍‌ ହୋମ୍‌ କାରଣରୁ ପ୍ରଥମ…

ନୂଆ Income Tax returns ଫର୍ମ ଜାରି, ଜାଣନ୍ତୁ ଆପଣଙ୍କୁ କେଉଁ ITR ଭରିବାକୁ ହେବ?

ଆୟକର(ଇନକମ୍‌ ଟ୍ୟାକ୍ସ) ବିଭାଗ ବର୍ଷ ୨୦୨୦-୨୧ର IT ରିଟର୍ନ ଫର୍ମ ନୋଟିଫାଇ(ଅଧିସୂଚିତ) କରି ଦେଇଛି। The Central Board of Taxes ଏହା ସୂଚନା ଦେଇ କହିଛି, କରେନା ମହାମାରୀ ଏବଂ କରଦାତାଙ୍କ ସୁବିଧାକୁ ଧ୍ୟାନରେ ରଖି ନୂଆ Income Tax returns (ITR) ଫର୍ମରେ ଅଧିକ ପରିବର୍ତ୍ତନ କରାଯାଇ…

ସରକାର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୀମା ଯୋଜନାକୁ ୧ ବର୍ଷ ବଢ଼ାଇଲେ, ମିଳିଥାଏ ୫୦ ଲକ୍ଷ ଟଙ୍କାର କଭର

ସରକାର କରୋନା ଭାଇରସ୍‌ ମହାମାରୀ ସହ ଲଢ଼େଇ କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆଶ୍ୱସ୍ତୀ ଦେଇଛନ୍ତି। ସରକାର ସେମାନଙ୍କ ଲାଗି ବୀମା ଯୋଜନାକୁ ୧ ବର୍ଷ ପାଇଁ ବଢ଼ାଇ ଦେଇଛନ୍ତି। ସୂଚନାଥାଉ କି, ସରକାର ଗତବର୍ଷ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କ…

ମାତ୍ର ୧୦୦ ଟଙ୍କାରେ ଖୋଲି ଯିବ PPF ଆକାଉଣ୍ଟ, ସରକାରଙ୍କ ତରଫରୁ ମିଳିଥାଏ ଏହି ଫାଇଦା

ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସେଭିଂ ଜରୁରୀ। ସେଭିଂ ପାଇଁ ଏମିତି ଅନେକ ଯୋଜନା ରହିଛି, ଯାହା ଉପରେ ସରକାରଙ୍କ ତରଫରୁ ସୁଧ ଦିଆଯାଉଛି। ସେଥିମଧ୍ୟରୁ ଗୋଟିଏ ଯୋଜନା ହେଉଛି Public Provident Fund(PPF)। ଆଜି ଆମେ ଆପଣଙ୍କୁ PPF ସମ୍ପର୍କରେ ବିସ୍ତୁତ ସୂଚନା ଦେବୁ। ୧୦୦ ଟଙ୍କାରେ…

LPG Offers: ୯ ଟଙ୍କାରେ ମିଳିବ ୮୦୯ ଟଙ୍କାର ଗ୍ୟାସ୍‌ ସିଲିଣ୍ଡର, ୩୦ ଏପ୍ରିଲ ଯାଏ ରହିଛି ମଉକା, ଏମିତି ଉଠାନ୍ତୁ…

ତୈଳ କମ୍ପାନୀଗୁଡ଼ିକ ଚଳିତ ମାସ ୧ ତାରିଖରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ୧୦ ଟଙ୍କା କମାଇଥିଲେ। ଏଥିରୁ ଉପଭୋକ୍ତାମାନଙ୍କୁ ସାମାନ୍ୟ ଆଶ୍ୱସ୍ତୀ ମିଳିଥିଲା। କିନ୍ତୁ ବିନା ସବ୍‌ସିଡିଯୁକ୍ତ ୧୪.୨ କିଗ୍ରା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ଏବେ ବି ୮୦୯ ଟଙ୍କା ରହିଛି। ତେବେ…