LIC ପଲିସି ଧାରକଙ୍କ ପାଇଁ ଭଲ ଖବର! Paytmରୁ କରିପାରିବେ ସବୁ ପ୍ରକାର ପେମେଣ୍ଟ, ଦୁହିଁଙ୍କ ମଧ୍ୟରେ ହେଲା ଚୁକ୍ତିନାମା
ଯଦି ଆପଣ ଲାଇଫ୍ ଇନସ୍ୟୁରାନ୍ସ କମ୍ପାନୀ(LIC)ରୁ କୌଣସି ପଲିସି କିଣିଛନ୍ତି, ତ ଆପଣଙ୍କ ପାଇଁ ଭଲ ଖବର। ଆପଣ ପଲିସି ପ୍ରିମିୟମର ଭରଣା କିମ୍ବା କୌଣସି ବି ପ୍ରକାର ପଲିସି ସହ ଜଡ଼ିତ ପେମେଣ୍ଟ Paytmରୁ ବି କରିପାରିବେ। LIC, Paytmକୁ ନିଜର ସମସ୍ତ ପ୍ରକାର ଡିଜିଟାଲ ପେମେଣ୍ଟର ସୁବିଧା ଦେବା…