Browsing Tag

business

ବେତନ ଟଙ୍କା ମାଗିବାରୁ ପାଟିରେ ଜୋତା ଧରିବାକୁ ବାଧ୍ୟ କଲେ କମ୍ପାନୀର ମାଲିକାଣୀ, ଅତି ନିର୍ମମ ଭାବେ କଲେ ଅତ୍ୟାଚାର

ନିଜ ବେତନ ଟଙ୍କା ମାଗିବାରୁ ଦଣ୍ଡ ପାଇଲେ କର୍ମଚାରୀ । ହକ୍‌ ର ଟଙ୍କା ପାଇଁ ମାଲିକାଣୀ ନିଜ କର୍ମଚାରୀଙ୍କୁ କଲେ ଆକ୍ରମଣ । କେବଳ ଆକ୍ରମଣ ନୁହେଁ ପାଟିରେ ଜୋତା ଧରିବାକୁ କଲେ ବାଧ୍ୟ । ଏଭଳି ଏକ ଅଭାବନୀୟ ଘଟଣା ଗୁଜୁରାଟର ମୋରବୀ ଠାରେ ଘଟିଛି । ଜଣେ ଦଳିତ ଯୁବକଙ୍କ ସହ ଏପରି ଅମାନବୀୟ ଘଟଣା…

ଓବେରୟ ଗ୍ରୁପର ଚେୟାରମ୍ୟାନ ପୃଥ୍ଵୀରାଜ ସିଂ ଓବେରୟଙ୍କ ପରଲୋକ, ଭାରତୀୟ ହୋଟେଲ ଇଣ୍ଡଷ୍ଟ୍ରୀରେ ଥିଲା ଅତୁଳନୀୟ ଯୋଗଦାନ

ଭାରତୀୟ ହୋଟେଲ ଇଣ୍ଡଷ୍ଟ୍ରୀରେ ବଡ ଯୋଗଦାନ ଦେଇଥିବା ଓବେରୟ ଗ୍ରୁପ ହୋଟେଲର ଅଧ୍ୟକ୍ଷ ପୃଥ୍ୱୀ ରାଜ ସିଂହ ଓବେରୟଙ୍କ ପରଲୋକ । ୯୪ ବର୍ଷ ବୟସରେ ଓବେରୟ ଗ୍ରୁପର କାର୍ଯ୍ୟକାରୀ ଅଧ୍ୟକ୍ଷ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ଓବେରୟଙ୍କ ବିୟୋଗ ଭାରତୀୟ ହସ୍ପିଟାଲଟି ଓ ହୋଟେଲ ଜଗତ ପାଇଁ ଏକ…

ସ୍ୱପ୍ନର ଘର ତିଆରି କରିବା ହୋଇଯିବ କଷ୍ଟ, ବଢିଲା ସିମେଣ୍ଟ ଦର

ଘର ତିଆରି କରିବା ପାଇଁ ଯୋଜନା କରୁଛନ୍ତି କି ? ଆପଣଙ୍କ ଲାଗିବାକୁ ଯାଉଛି ବଡ଼ ଝଟକା । ଘର ତିଆରି ପାଇଁ ସବୁଠୁ ଅଧିକ ଦରକାର ପଢୁଥିବା ଜିନିଷ ସିମେଣ୍ଟର ଦରବୃଦ୍ଧି ହୋଇଛି । କାରଣ ଗତ ମାସ ଅପେକ୍ଷା ଚଳିତ ମାସରେ ସିମେଣ୍ଟ କମ୍ପାନୀ ଦାମ୍‌ ବଢାଇଛନ୍ତି । ସିମେଣ୍ଟ ଦାମ୍‌ ୧୨ ରୁ ୧୩ % ବୃଦ୍ଧି…

ଗୁପଚୁପ୍‌ ବିକ୍ରି ପାଇଁ ଭିନ୍ନ ପନ୍ଥା ଆପଣାଇଲେ ବ୍ୟବସାୟୀ, ଦାସ କାଠିଆ ବଜାଇ ଗାଉଛନ୍ତି ଗୀତ

ଗୁପଚୁପ୍‌ ବିକ୍ରି ପାଇଁ ନୂଆ ପନ୍ଥା ଆପଣାଇଛନ୍ତି ଜଣେ ଗୁପଚୁପ୍‌ ବ୍ୟବସାୟୀ । ଗୀତ ଗାଇ ଗାଇ ବିକ୍ରି କରୁଛନ୍ତି ଗୁପଚୁପ୍‌ । ଖଟାପାଣି ସାଙ୍ଗକୁ ସୁଆଦିଆ ଗୁପଚୁପ୍‌ ଧରି ବାହାରି ପଡ଼ିଛନ୍ତି ଗୁପଚୁପ୍‌ ବିକିବା ପାଇଁ । ଖାଲି ଗୁପୁଚୁପ୍‌ ବିକିଲେ କେହି ଆସୁନାହାନ୍ତି ତେଣୁ ଏକ ଭିନ୍ନ ଗୀତ ଗାଇ…

ଅଫିସ ଡେସ୍କରେ କେଉଁ ବସ୍ତୁ ରଖିବା ଦ୍ୱାରା ହୋଇଥାଏ ଉନ୍ନତି, ଜାଣନ୍ତୁ ବାସ୍ତୁ ଶାସ୍ତ୍ର

(କେନ୍ୟୁଜ ବ୍ୟୁରୋ): ଜୀବନରେ ଉନ୍ନତି ଆଣିବା କ୍ଷେତ୍ରରେ ବାସ୍ତୁ ଶାସ୍ତ୍ରର ମହତ୍ତ୍ୱ ଅଧିକ ରହିଛି । ଯୁବପିଢ଼ି ମାନଙ୍କର ଜୀବନ ଏବଂ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ମିଳୁଥିବା ସଫଳତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ନିଜ କର୍ମମୟ ଜୀବନରେ ମନ ମୁତାବକ ସଫଳତା ପାଇବା ପାଇଁ ବାସ୍ତୁ…

ରସ୍‌ନାର ଚେୟାରମ୍ୟାନ ଆରିଜ ପିରୋଜସା ଖମ୍ବାଟାଙ୍କ ଦେହାନ୍ତ, କମ୍ପାନୀ ଦେଲା ସୂଚନା

ରସ୍‌ନାର ସଂସ୍ଥାପକ ତଥା ଚେୟାରମ୍ୟାନ ଆରିଜ ପିରୋଜସା ଖମ୍ବାଟାଙ୍କର ଶନିବାର ଦେହାନ୍ତ ହୋଇଛି। ରସ୍‌ନା ଗ୍ରୁପ୍‌ ତରଫରୁ ଏ ନେଇ ସୂଚନା ଦିଆଯାଇ କୁହାଯାଇଛି କି, ୮୫ ବର୍ଷୀୟ ଖମ୍ବାଟାଙ୍କର ଶନିବାର ନିଧନ ଘଟିଛି। କହି ରଖୁଛୁ, ଆରିଜ ଖମ୍ବାଟା ବେନେଭୋଲେଣ୍ଟ ଟ୍ରଷ୍ଟ ଏବଂ ରସ୍‌ନା ଫାଉଣ୍ଡେସନର…

ବିଜନେସମ୍ୟାନଙ୍କ ପାଇଁ ଖୁସି ଖବର, ଛୋଟ ଏବଂ ମଧ୍ୟମ ବ୍ୟବସାୟୀମାନଙ୍କ ପାଇଁ HDFC ବ୍ୟାଙ୍କ ଲଞ୍ଚ କଲା ସ୍ମାର୍ଟହବ୍…

ବର୍ତ୍ତମାନ ଖାସ କରି କରୋନା ପରେ ଅଧିକ ମାତ୍ରାରେ ଛୋଟ ବଡ ଦୋକାନ ସବୁ ଖୋଲିବାରେ ଲାଗିଛି। ଏମିତିକି ଏବେ ଡିଜିଟାଲ ପ୍ଲାଟଫର୍ମରେ ଅଧିକ ଏହି ସେଲ୍ ମଧ୍ୟ ଚାଲିଛି। ତେବେ କହିବାକୁ ଗଲେ ବର୍ତ୍ତମାନ ଅଧିକ ମାତ୍ରାରେ ଗଢି ଉଠିଛନ୍ତି ସ୍ଥାନୀୟ ବ୍ୟବସାୟୀ। ତେବେ ଏହି ବ୍ୟବସାୟୀଙ୍କ ପାଇଁ ଏବେ…