ବକ୍ସିବଜାର ଛକରେ ଭୟାବହ ଅଗ୍ନିକାଣ୍ଡ, ଇଲେକ୍ଟ୍ରି ଦୋକାନରେ ସାମଗ୍ରୀ ପୋଡି ପାଉଁଶ
କଟକ : କଟକ ବକ୍ସିବଜାର ମଣିସାହୁ ଛକରେ ଭୟାବହ ଅଗ୍ନିକାଣ୍ଡ । ସର୍ଟ ସର୍କିଟ୍ ଯୋଗୁ ଏକ ଇଲେକ୍ଟ୍ରି ଦୋକାନରେ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।
ସୂଚନା ଅନୁସାରେ କଟକ ବକ୍ସି ବଜାର ମଣିସାହୁ ଛକ ନିକଟସ୍ଥ ଏକ ଇଲକ୍ଟ୍ରୋନିକ ମରାମତି ଦୋକାନରେ ଅଗ୍ନିକାଣ୍ଡ ଘଟିଛି । …