Browsing Tag

Buxi Bazaar Chowk

ଶାନ୍ତ ରହିଛି କଟକ ସହର, ବକ୍ସି ବଜାର ଛକରୁ ଦରଘା ବଜାର ଜେଲ୍ ରୋଡ ଯାଏ ପୋଲିସ ଛାଉଣୀ

କଟକ : ୩୬ ଘଣ୍ଟାର କର୍ଫ୍ୟୁ କବଳରୁ କଟକ ସହର ବାହାରିବା ପରେ ଶାନ୍ତ ରହିଛି ସହର । କୌଣସି ସ୍ଥାନରେ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ପରି ଘଟଣା ସାମ୍ନାକୁ ଆସି ନାହିଁ । ଆଜି କମିଶନରେଟ ପୋଲିସ ଏବଂ କେନ୍ଦ୍ରୀୟ ଫୋର୍ସ ପକ୍ଷରୁ ତନାଘନା । ବିଶେଷ କରି ବକ୍ସି ବଜାର ଛକଠାରୁ ଦରଘା…