ମହଙ୍ଗା ପଡିଲା ରାଜନୀତି ସଭାରେ ଯୋଗ ଦେବା, ଶିକ୍ଷକ ହୋଇଗଲେ ନିଲମ୍ବିତ
କଣ୍ଟାମାଳ (କେନ୍ୟୁଜ) : ବେଳା ଖରାପ ପଡିଲା ଏହି ଶିକ୍ଷକଙ୍କୁ । ସେଥିପାଇଁ ତ ରାଜନୀତି ସଭାରେ ଯୋଗ ଦେଇ ହୋଇଗଲେ ନିଲମ୍ବିତ । ହଁ ଆଜ୍ଞା ଚିତ୍ରରେ ଯେଉଁ ଶିକ୍ଷକଙ୍କୁ ଆପଣ ଦେଖୁଛନ୍ତି ସେ ହେଲେ ଜଣେ ଶିକ୍ଷକ । ଯିଏ କି ଏବେ ହୋଇଛନ୍ତି ହଟହଟା । ପୁଣି ଜଣେ ଶିକ୍ଷକଙ୍କୁ ନିର୍ବାଚନ ଅଧିକାରୀଙ୍କ ଛାଟ।
ରାଜନୀତିକ ସଭାରେ ଯୋଗ ଦେବା ମହଙ୍ଗା ପଡିଲା ଏହି ଶିକ୍ଷକଙ୍କୁ । ସେ କଣ ଆପଣ ଜାଣିଛନ୍ତି ତାଙ୍କ ଉବି ଏମିତି ଭାଇରାଲ…
Read More...