Browsing Tag

by election

ନୂଆପଡ଼ା ଉପ-ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓଡ଼ିଶା ପୋଲିସ ସହିତ CRPF ର ୧୪ କମ୍ପାନୀ ନିୟୋଜିତ

ନୂଆପଡ଼ା: ନୂଆପଡ଼ା ଭୋଟ ପାଇଁ ନକ୍ସଲ ଚ୍ୟାଲେଞ୍ଜ । ନୂଆପଡ଼ା ଛତିଶଗଡ଼ ସୀମାକୁ ଲାଗିଛି । ତେଣୁ ନକ୍ସଲବାଦୀ ଦୃଷ୍ଟିକୋଣରୁ ଏଠାରେ ସମସ୍ୟା ରହିଛି। ନକ୍ସଲମାନଙ୍କର ଏହି ଅଞ୍ଚଳରେ ଏବେ ମଧ୍ୟ ପ୍ରଭାବ ରହିଛି ବୋଲି ଗୁଇନ୍ଦା ସୂଚନା ମିଳିଛି । ଉପ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା…

ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କଲା ବିଜେପି, ଆସନ୍ତାକାଲି ନାମାଙ୍କନ ଭରିବେ 

ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କଲା ବିଜେପି । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ଜୟ ଢୋଲକିଆ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛି । ଏନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଘୋଷଣା  କରାଯାଇଛି ।   ଗତ ୧୧ ତାରିଖରେ ବିଜେପିରେ ମିଶିଥିଲେ। ଆସନ୍ତାକାଲି ନାମାଙ୍କନ ଭରିବେ ବିଜେପି…

ନୂଆପଡ଼ା ଉପ ନିର୍ବାଚନ, ମନୋଜ ମିଶ୍ର ହେବେ ବିଜେଡି ପ୍ରାର୍ଥୀ !

ଭୁବନେଶ୍ୱର :  ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡିରୁ କିଏ ହେବେ ପ୍ରାର୍ଥୀ ।  ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ଜଣାପଡିଛି । ମନୋଜ ମିଶ୍ର ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି କୌଣସି ନିଷ୍ପତ୍ତି ନେଇନାହିଁ । ସମସ୍ତ…

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲା । ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ନୂଆପଡା ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ୨୦…

ବିଜେଡିର ନୂଆପଡ଼ା ରଣନୀତି ବୈଠକ, ଖୁବଶୀଘ୍ର ବିଜେଡି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ? ଜୟ ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କରିବାକୁ ଗ୍ରୀନ ସିଗନାଲ ଦେଇଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ। କିନ୍ତୁ ସେ ବିଜେପିରେ ସାମିଲ ହେବା ପରେ ଏବେ କାହାକୁ ପ୍ରାର୍ଥୀ କରିବ ବିଜେଡି । ଏନେଇ ଦଳର ପ୍ଲାନ ବି ପ୍ରସ୍ତୁତ ରହିଛି ।…

ଜୟ ଢୋଲକିଆଙ୍କୁ ନେଇ ବଡ଼ ସସପେନ୍ସ, ବିଜେଡି ନା ବିଜେପିରୁ ପ୍ରାର୍ଥୀ ହେବେ ସେ ନେଇ ଲାଗି ରହିଛି କଳ୍ପନା ଜଳ୍ପନା

ଭୁବନେଶ୍ୱର : ଜୟ ଢୋଲକିଆଙ୍କୁ ନେଇ ବଡ଼ ସସପେନ୍ସ । ନୂଆପଡ଼ା ଆସନର ବିଧାନସଭା ଉପନିର୍ବାଚନ ପୂର୍ବରୁ ଜୟ ଢୋଲକିଆଙ୍କୁ ନେଇ ବଢ଼ିଲା ଚର୍ଚ୍ଚା । ବିଜେଡିରୁ ପ୍ରାର୍ଥୀ ହେବେ ନା ବିଜେପିକୁ ଯିବେ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ସୂଚନା ଅନୁସାରେ ନୂଆପଡ଼ା ବିଧାନସଭା ଉପନିର୍ବାଚନରେ…

୫ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା, ଅକ୍ଟୋବର ୨୪ରେ ହେବ ଭୋଟ୍

ନୂଆଦିଲ୍ଲୀ: ୫ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ପଞ୍ଜାବରେ ଗୋଟିଏ ଏବଂ ଜମ୍ମୁ-କଶ୍ମୀରରେ ଚାରୋଟି ଆସନ ଖାଲି ପଡିଥିବାରୁ ଏଠାରେ ଉପନିର୍ବାଚନ ହେବାକୁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ୨୪ରେ ଏହି ଆସନରେ ଉପନିର୍ବାଚନ…

ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ଅକ୍ଟୋବର ୯ ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର : ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ଉପନିର୍ବାଚନ ପୂର୍ବରୁ ହେବ SSR ।  ବିଧାନସଭା ନିର୍ବାଚନ ମଣ୍ଡଳୀରେ Special Summary Revision କରାଇବାକୁ ନିର୍ଦ୍ଦେଶ ଜାରି ହୋଇଛି ।  ଭାରତ ନିର୍ବାଚନ କମିସନ ୧୯୫୦ର ପିପୁଲ୍ସ ରିପ୍ରେଜେଣ୍ଟେସନ୍ ଆକ୍ଟ ଅନୁଯାୟୀ…

୪ଟି ରାଜ୍ୟର ଉପନିର୍ବାଚନ ପାଇଁ ତାରିଖ ଘୋଷଣା, ଜୁନ୍ ୧୯ରେ ଭୋଟ, ୨୩ରେ ଗଣିତ

ଗୁଜରାଟ, ପଶ୍ଚିମବଙ୍ଗ, ପଞ୍ଜାବ, କେରଳ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଏହି ୪ଟି ରାଜ୍ୟରେ ୧୯ ଜୁନରେ ୫ଟି ବିଧାନସଭା ସିଟ୍ ପାଇଁ ନିର୍ବାଚନ ହେବ । ଜୁନ୍ ୧୯ରେ ନିର୍ବାଚନ ହେବାକୁ ଥିବା ବେଳେ ୨୩ ଜୁନରେ ଭୋଟ ଗଣିତ ହେବ । ଗୁଜରାଟର ବିସାବଦର, ପଶ୍ଚିମବଙ୍ଗର କଲୀଗଂଜ, ପଞ୍ଜାବର…

ୱାୟନାଡରୁ ନାମାଙ୍କନ ଭରିଲେ ପ୍ରିୟଙ୍କା ଗାନ୍ଧି, ନଭେମ୍ବର ୧୩ରେ ଭୋଟିଂ

କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଜି ୱାୟନାଡ ଲୋକସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଭରିବା ସମୟରେ ଅନେକ ବଡ ନେତା ଓ କଂଗ୍ରେସର ମୁଖ୍ୟମନ୍ତ୍ରୀମାନେ ତାଙ୍କ ସହିତ ଉପସ୍ଥିତ ଥିଲେ । ପ୍ରିୟଙ୍କା ଗାନ୍ଧି ଏବଂ ସୋନିଆ ଗାନ୍ଧି ଗତକାଲି ରାତିରେ…

ରାଜ୍ୟର ସର୍ବ କନିଷ୍ଠ ବିଧାୟିକା, ଟିଭି ଆଙ୍କର ପରେ ଜିତିଛନ୍ତି ଏହି ବଡ଼ ପଦବୀ

ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଏହି ନିର୍ବାଚନରେ ବିଧାୟକ ପଦ ପାଇଁ ହୋଇଥିବା ଲଢ଼େଇରେ ଯିଏ ଆସନ ହାସଲ କରିଛନ୍ତି ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଠାକାର ମୁଖ୍ୟମନ୍ତ୍ରୀ ନିଜ ସିଟ ହରାଇଥିବା କଥା ଯେତେ ଚର୍ଚ୍ଚାରେ ନ ରହିଛି…

ଆଜି ଦୁଲୁକିବ ମୈଦାନ, ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

କେନ୍ୟୁଜ୍‌(ବ୍ୟୁରୋ): ଅନ୍ତିମ ପର୍ଯ୍ୟାୟରେ ଝାରସୁଗୁଡ଼ାରେ ପ୍ରଚାର ଲଢ଼େଇ । ଆଜି ଦୁଲୁକିବ ମୈଦାନ । ହାଇଭୋଲଟେଜ୍‌ ପ୍ରଚାର ଦେଖିବାକୁ ମିଳିବ । ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡିର ଷ୍ଟାର ପ୍ରଚାରକ ତଥା ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ୍‌…