ବୃଦ୍ଧା ମହିଳାଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ଦମ୍ପତି, ଭିଡିଓ ଭାଇରାଲ ପରେ ଆକ୍ସନ ନେଲା ପୋଲିସ
କଳିଯୁଗର ଲୋକମାନେ ଅମଣିଷ ହୋଇ ଯାଇଛନ୍ତି । ନୃଶଂସତାର ସବୁ ସୀମାକୁ ପାର କରିଛି ଏ ମଣିଷ । ଦିନକୁ ଦିନ ହଜି ଯାଉଛି ମାନବିକତା । ଘରେ ଘରେ ବୁଢ଼ାବୁଢ଼ୀଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିବାର ଘଟଣା ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି । କିଏ ବୁଢ଼ା ବାପକୁ ପିଟି ପିଟି ମାରି ଦେଉଛି ତ କିଏ ନିଜ ମା’କୁ ଯନ୍ତ୍ରଣା ଦେଉଛି । ତେବେ ନିକଟରେ ଏକ ଦମ୍ପତି ନିଜ ଜେଜେମା’କୁ ଏମିତି ମାଡ଼ ମାରିଛନ୍ତି ଯେ ସେ ବୃଦ୍ଧାଙ୍କ ଅବସ୍ଥା ଦୟନୀୟ…
Read More...