Odisha News
.
Browsing Tag

by election

ଘୋଷଣା ହେଲା ୬୪ ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନର ଉପନିର୍ବାଚନ ତାରିଖ

ଆଜି ୬୪ ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି। ୧୮ଟି ରାଜ୍ୟରେ ଏହି ଉପନିର୍ବାଚନ ହେବ। ଭୋଟ ଗ୍ରହଣ ଅକ୍ଟୋବର ୨୧ ତାରିଖ ଓ ଗଣତି ୨୪ ତାରିଖରେ ହେବ। ୬୪ଟି ଆସନ ଭିତରେ ରହିଛି କର୍ଣ୍ଣାଟକର ୧୫ଟି ଓ ଉତ୍ତର ପ୍ରଦେଶର ୧୧ଟି ଆସନ।…

କେବେ ଘୋଷଣା ହେବ ପାଟକୁରା ଓ ବିଜେପୁର ନିର୍ବାଚନ ତାରିଖ?

ଭୁବନେଶ୍ୱର : ନିର୍ବାଚନ ନେଇ ପାଟକୁରା ଓ ବିଜେପୁର ବିଧାନସଭା ଆସନର ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ଦୁଇଟି ଯାକ ଆସନରେ ବିଜେଡି ବାଜିମାତ କରିବ ଦଳର ନେତା…

ଯାଜପୁର ଉପନିର୍ବାଚନ : ୩୦ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡିର ବାଜିମାତ୍‌

ଯାଜପୁର : ପୁଣି ଏକ ଉପନିର୍ବାଚନ । ପୁଣି ବିଜେଡିର ବିଜୟ । ଏଥର ଯାଜପୁର ୩୦ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଶ୍ୱପ୍ରତାପ ମିଶ୍ର ଜିତିଛନ୍ତି । ସେ ୧୨ହଜାର ୭୯୯ଟି ଭୋଟ୍‌ ପାଇଥିବାବେଳେ ବିଜେପି ପ୍ରାର୍ଥୀଙ୍କୁ ୬ ହଜାର ୬୮୨ ଓ କଂଗ୍ରେସ ପ୍ରାର୍ଥୀଙ୍କୁ ୧ ହଜାର…