ବ୍ରଜରାଜନଗର ଲଢେଇ ପାଇଁ ମୈଦାନ ପ୍ରସ୍ତୁତ, କାହାର ଦମ୍ କେତେ? ଫଳାଫଳରୁ ସ୍ପଷ୍ଟ ହେବ
କେନ୍ୟୁଜ୍(ବ୍ୟୁରୋ): ବ୍ରଜରାଜନଗର ମୈଦାନରେ ତିନି ଯୋଦ୍ଧା, ଅଳକା-ରାଧାରାଣୀ-କିଶୋର। ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିଛି। ବିଜେଡି ପ୍ରାର୍ଥୀ ଘୋଷଣା ପୂର୍ବରୁ ଦଳର ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ଡକରା ଆସିଥିଲା। ପର୍ଯ୍ୟବେକ୍ଷକଙ୍କଠାରୁ…