Browsing Tag

CAA

CAA କୁ ପ୍ରତ୍ୟାହାର କରିବା ଅସମ୍ଭବ, ଏହାପାଇଁ କୌଣସି ସଂଖ୍ୟାଲଘୁ ଭୟଭୀତ ହେବା ଉଚିତ ନୁହେଁ

ସାରା ଦେଶରେ ଲାଗୁ ହୋଇଛି ନାଗରିକତା ସଂଶୋଧନ ଆଇନ । ବିରୋଧୀ କିନ୍ତୁ ଏହାକୁ ନେଇ ରାଜନୀତି କରୁଛନ୍ତି। ସିଏଏକୁ ନେଇ ଅମିତ ଶାହଙ୍କ କଡ଼ା ଜବାବ ଦେଇଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ସିଏଏ ଜରିଆରେ ନୂଆ ଭୋଟ ବ୍ୟାଙ୍କ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ବିରୋଧୀ । ସେ…

CAA ଲାଗୁ ହେବା ପରେ ମୁମ୍ବାଇରୁ ୮ ବାଂଲାଦେଶୀ ଗିରଫ, ଅବୈଧ ଭାବେ ରହୁଥିଲେ

ମହାରାଷ୍ଟ୍ର ନବୀ ମୁମ୍ବାଇରେ ୮ ଜଣ ବାଂଲାଦେଶୀଙ୍କୁ ଗିରଫ କରିଛି ପୋଲିସ । ଏମାନେ ଭାରତରେ ଅବୈଧକ ଭାବେ ୪ ବର୍ଷ ହେଲାଣି ରହୁଥିଲେ । ପୋଲିସ ଚଢାଉ କରି ଏମାନଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୩ ଜଣ ପୁରୁଷ ରହିଛନ୍ତି । ସେମାନଙ୍କ ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ…

ଦେଶରେ ଲାଗୁ ହେଲା ସଂଶୋଧିତ ନାଗରିକତା ଆଇନ-୨୦୧୯, ବିଜ୍ଞପ୍ତି ଜାରି କଲେ ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ମାଷ୍ଟ୍ରର ଷ୍ଟ୍ରୋକ। ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ। ୫ବର୍ଷ ତଳେ ସଂସଦରେ ପାସ୍ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଆଜିଠାରୁ ଏହା ଲାଗୁ ହୋଇଛି। ମୋଦି ସରକାର ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତିନି ଦେଶର…

‘କାହାକୁ ମନରେ ଦ୍ୱନ୍ଦ୍ୱ ରଖିବାର ନାହିଁ, ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ CAA’: ଗୃହମନ୍ତ୍ରୀ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ନାଗରିକତା ସଂଶୋଧିନ ଅଧିନିୟମ (CAA)କୁ ନେଇ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଲାଗୁ ନେଇ ବିଜ୍ଞପ୍ତି ଜାରି କରାଯିବ ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରି ଦିଆଯିବ । ଅମିତ ଶାହ ଗତବର୍ଷ ଡିସେମ୍ବରରେ ନିଜର…

ଜାତୀୟ ନାଗରିକ ରେଜିଷ୍ଟର ପ୍ରସ୍ତୁତ କରିବାକୁ ପୁଣି ଅଣ୍ଟା ଭିଡ଼ିଲେଣି ସରକାର, ୩ ବର୍ଷ ତଳେ ସିଏଏକୁ ନେଇ ଜଳିଥିଲା…

ନୂଆଦିଲ୍ଲୀ: ଜାତୀୟ ନାଗରିକ ରେଜିଷ୍ଟର ବା ଏନ୍‌ଆରସି ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ପୁଣି ଅଣ୍ଟା ଭିଡ଼ିଛନ୍ତି। ଜାତୀୟ ନାଗରିକ ରେଜିଷ୍ଟର ପ୍ରସ୍ତୁତି ସହ ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏକୁ ନେଇ ୩ ବର୍ଷ ତଳେ ସାରା ଦେଶରେ ଜୋରଦାର ବିକ୍ଷୋଭ ହୋଇଥିଲା। ବର୍ତ୍ତମାନ ଏହି…

ସାବଧାନ! ୧୫ ଅଗଷ୍ଟ ଯାଏଁ ଏହି ଭଳି ସଙ୍ଗୀନ ରହିବ ଦେଶର ସ୍ଥିତି, ଜାଣନ୍ତୁ କାହିଁକି

ଦିଲ୍ଲୀରେ ଗତ କିଛି ଦିନ ଧରି ଚାଲିଥିବା ହିଂସା ତଥା ଦେଶରେ ସିଏଏ (ନାଗରିକତା ସଂଶୋଧନ ଆଇନ୍‌) ଆଦିକୁ ନେଇ ଚାଲିଥିବା ଆନ୍ଦୋଳନକୁ ନେଇ ସ୍ଥିତି ଗମ୍ଭୀର ରହିଛି। ଅନ୍ୟପଟେ ଜ୍ୟୋତିଷଙ୍କ ଆକଳନ ଅନୁସାରେ ଦେଶରେ ଏବେ ଗୋଷ୍ଠୀ କୈନ୍ଦ୍ରିକ ରାଜନୀତି ସମାପ୍ତ ହେବାକୁ ଯାଉଛି। ଜ୍ୟୋତିଷଙ୍କ…

CAA ଲାଗୁପରେ ଭଗବାନ ବାଲାଜୀଙ୍କଠୁ ନେଇ ଅନ୍ୟ ଦେବଦେବୀଙ୍କ ନାଗରିକତା ଦାବିକଲେ ପୂଜାରୀ

ସାରାଦେଶରେ ଏବେ ନାଗରିକତା ସଂଶୋଧନ ଆଇନ(CAA) ଏବଂ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (NRC)କୁ ନେଇ ବିରୋଧ ଲାଗି ରହିଛି। ଏହାମଧ୍ୟରେ ହାଇଦ୍ରାବାଦ ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ହିନ୍ଦୁ ଦେବଦେବୀଙ୍କ ନାଗରିକତା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି । ସିଏସ ରଙ୍ଗରାଜନ…

କାର୍ଣ୍ଣାଟକରେ ସିଏଏ ର ପ୍ରଭାବ, ବାଂଲାଦେଶୀ ରହୁଥିବା ସ୍ଥାନରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ବେଙ୍ଗାଲୁରୁ(କେନ୍ୟୁଜ୍): କାର୍ଣ୍ଣାଟକରେ ସିଏଏ ର ପ୍ରଭାବ ଦେଖିବାକୁ ମିଳିଛି । ଏନେଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ସମର୍ଥନ କରାଯାଉଥିବା ବେଳେ ଏପେଟେ ସେମାନଙ୍କ ସହ ବସବାସ କରୁଥିବା ଅନ୍ୟ ବ୍ୟକ୍ତି ମାନେ ବାସହରା ହୋଇଛନ୍ତି । ତେବେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ…

ନାଗରିକତା ଆଇନ ଉପରେ ଲାଗିବନି ରୋକ, ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ କେନ୍ଦ୍ର ସରକରାଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ(କେନ୍ୟୁଜ୍): ନାଗରିକତା ସଂଶୋଧନ ଆଇନ ଉପରେ ରୋକ ନେଇ ଆବେଦନକୁ ସୁପ୍ରିମ କୋର୍ଟଙ୍କ ଅଗ୍ରାହ୍ୟ। ସିଏଏ ନେଇ ସମସ୍ତ ଆବେଦନର ଶୁଣାଣି ସାମ୍ବିଧାନିକ ଖଣ୍ଡପୀଠରେ ହେବ। ସିଏଏର ବୈଧତା ଓ ଏହାକୁ ରୋକ ଲଗାଇବାକୁ ହୋଇଥିବା ୧୪୦ରୁ ଅଧିକ ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟଙ୍କ…

ନାଗରିକତା ସଂଶୋଧନ ଆଇନ ନେଇ ଆଜି ମହାଶୁଣାଣି, ଏକା ସଙ୍ଗେ ୧୪୦ଟି କେସର ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସିଏଏର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ଆଜି ୧୪୦ରୁ ଅଧିକ ମାମଲାର ହେବ ଶୁଣାଣି । ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେ, ଜଷ୍ଟିସ ଅବଦୁଲ ନାଜିର ଓ ଜଷ୍ଟିସ ସଂଜୀବ ଖାନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ସମସ୍ତ ମାମଲାର ଶୁଣାଣି ଏକ ସଂଗେ ହେବ । ନାଗରିକତା ସଂଶୋଧନ ଆଇନ-…

ପାକିସ୍ତାନ ଶରଣାର୍ଥୀଙ୍କୁ ନାଗରିକତା ନଦେବା ପର୍ଯ୍ୟନ୍ତ ସରକାର ବିଶ୍ରାମ ନେବେ ନାହିଁ: ଅମିତ ଶାହ

ମଧ୍ୟପ୍ରଦେଶ : ପାକିସ୍ତାନ ଶରଣାର୍ଥୀଙ୍କୁ ନାଗରିକତା ନଦେବା ପର୍ଯ୍ୟନ୍ତ ସରକାର ବିଶ୍ରାମ ନେବେ ନାହିଁ । ମଧ୍ୟପ୍ରଦେଶ ଜବଲପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । କଂଗ୍ରେସକୁ ଶୁଣେଇ ଶୁଣେଇ କହିଛନ୍ତି, ବିରୋଧକୁ ଯେଉଁ ସ୍ତରକୁ ନେବାର…

ଆସନ୍ତା ଜାନୁଆରୀ ୩୧ରୁ ଆରମ୍ଭ ହୋଇପାରେ ସଂସଦର ବଜେଟ୍‌ ଅଧିବେଶନ, ବିଶେଷ ଧ୍ୟାନ ରହିବ ସିଏଏ ଉପରେ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୩୧ରୁ ଆରମ୍ଭ ହୋଇପାରେ ସଂସଦର ବଜେଟ୍‌ ଅଧିବେଶନ । ସୂଚନା ଅନୁସାରେ ଦୁଇଟି ପର୍ଯ୍ୟାୟରେ ହେବ ବଜେଟ୍‌ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ…