NEET Paper Leak Case: ପେପର ଲିକ୍ ମାମଲାରେ ଆଇନ ହେବ କଠୋର, ଭୋଗିବାକୁ ପଡ଼ିବ ଦଣ୍ଡ ଓ ଦେବାକୁ ହେବ ଜରିମାନା
ନୂଆଦିଲ୍ଲୀ : ପେପର ଲିକ୍ ମାମଲାକୁ ନେଇ ଜନ୍ତରମନ୍ତରରେ ପ୍ରତିବାଦ ଜାରି ରହିଛି । ଏବେ, ସରକାର ମଧ୍ୟ ଏହି ପ୍ରସଙ୍ଗରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜେ ୨୪ ଘଣ୍ଟା ମଧ୍ୟରେ ଦୁଇଟି ଦୃଢ଼ ବାର୍ତ୍ତା ଜାରି କରିଛନ୍ତି ।…