ନୂଆବର୍ଷରେ ଟିଭି ଅପରେଟରଙ୍କ ପାଇଁ ଆସିଲା ଖରାପ ଖବର, ଏବେ ୩୦% ବଢ଼ିଯିବ DTH ଓ କେବୁଲ ବିଲ୍
ଆସିଲା ଦୂରସଞ୍ଚାର ନିୟାମକ ପ୍ରାଧିକରଣ ସଂସ୍ଥା ପକ୍ଷରୁ ବଡ଼ ଘୋଷଣା। ଦେଶରେ ଡିଜିଟାଲ ବ୍ୟବସ୍ଥାର ଗୁରୁତ୍ୱକୁ ବଢ଼ାଇବା ପାଇଁ ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ ବା TRAI ପକ୍ଷରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି। ଏହାଦ୍ୱାରା ଟିଭି ଦର୍ଶକଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ।
ଟେଲିକମ୍…