ଦୁଲୁକୁଛି ଝାରସୁଗୁଡ଼ା: ପ୍ରଚାର ମୈଦାନରେ ଦମ୍ ଦେଖାଉଛନ୍ତି ସବୁ ଦଳର ପ୍ରାର୍ଥୀ
ଝାରସୁଗୁଡ଼ା (କେନ୍ୟୁଜ): ଦୁଲୁକୁଛି ଝାରସୁଗୁଡ଼ା । ପ୍ରଚାର ଲଢ଼େଇ ଜୋରଦାର ଚାଲିଛି । ହାତରେ ଆଉ ସପ୍ତାହେରୁ କମ୍ ସମୟ ଥିବାରୁ ଭୋଟରଙ୍କ ମନ ଜିଣିବା ପାଇଁ ତିନି ପ୍ରମୁଖ ଦଳ ଭରପୁର କସରତ କରୁଛନ୍ତି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଗାଁଗଣ୍ଡା, ସହରରେ ବୁଲୁଛନ୍ତି ନେତା ଓ କର୍ମୀ । ପ୍ରଚାର…