ଟୋରୋଣ୍ଟୋରେ ଭାରତୀୟ ଛାତ୍ରଙ୍କୁ ହତ୍ୟା !, ପୋଲିସର ତନାଘନା
କାନାଡ଼ା : କାନାଡ଼ାର ଟୋରୋଣ୍ଟୋରେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା । ମୃତକ ହେଲେ ୨୦ ବର୍ଷୀୟ ଡକ୍ଟରାଲ ଛାତ୍ର ଶିବାଙ୍କ ଅବସ୍ତି । ୟୁନିଭରସିଟି ଅଫ୍ ଟୋରୋଣ୍ଟୋ ସ୍କାରବରୋ କ୍ୟାମ୍ପସ୍ ପାଖରେ ଏହି ଗୁଳିକାଣ୍ଡ ଘଟିଛି । ମଙ୍ଗଳବାର ପ୍ରାୟ ୩.୩୪ରେ ହାଇଲ୍ୟାଣ୍ଡ କ୍ରିକ ଟ୍ରେଲ ଓ ପୁରୁଣା…