Browsing Tag

cancel

ଏଣିକି ଟିକେଟ କାନ୍ସଲ ନେଇ ଠକି ପାରିବେ ନାହିଁ ଏଜେଣ୍ଟ, ଯାତ୍ରୀଙ୍କ ମୋବାଇଲକୁ ଯିବ ଓଟିପି ନମ୍ବର

ଏଣିକି ରେଳ ଟିକେଟ ବୁକିଂ ଏଜେଣ୍ଟ ଏବେ ଆଉ ଟିକେଟ ବୁକିଂ କରୁଥିବା ଲୋକଙ୍କୁ ଠକି ପାରିବେ ନାହିଁ । ଏବେ ଯେଉଁ ମାନେ ଟିକେଟ ବୁକିଂ କରିବେ ସେମାନଙ୍କ ନିକଟକୁ ଏକ ଓଟିପି ନମ୍ବର ପଠାଯିବ । ଏହି ଓଟିପି ନମ୍ବର ଦେବା ପରେ ହିଁ ଟିକେଟ ଏଜେଣ୍ଟ ଟିକେଟ ଟିକୁ କାନ୍ସଲ କରିପାରିବେ । ଟିକେଟ କାନ୍ସଲ…

ପ୍ରବଳ ବର୍ଷା ଯୋଗୁ ରେଳ ଧାରଣା ଉପରେ ଖସିଲା ପଥର : କୋରାପୁଟ-ରାୟଗଡ଼ା ରେଳ ଲାଇନରେ ଟ୍ରେନ୍‌ ଚଳାଚଳ ବନ୍ଦ

ପ୍ରବଳ ବର୍ଷା ଯୋଗୁ ରେଳ ଧାରଣା ଉପରେ ଖସିଲା ପଥର। କାକେରିଗୁମ୍ମାା-ଲକ୍ଷ୍ମୀପୁର ରେଳ ଧାରଣାରେ ପଥର ପଡ଼ିଯିବାରୁ କୋରାପୁଟ-ରାୟଗଡ଼ା ରେଳ ଲାଇନରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି । ଫଳରେ ବିଭିନ୍ନ ଷ୍ଟେସନରେ ଅଟକି ରହିଛି ଟ୍ରେନ୍‌ । କାକେରିଗୁମ୍ମାରେ ସମଲେଶ୍ୱରୀ ଏକ୍‌ସପ୍ରେସ୍‌ ଅଟକିଛି ।…