ପିପ୍ପଳିରୁ ମିଳିଲା ଆଣ୍ଟି କ୍ୟାନ୍ସର କମ୍ପାଉଣ୍ଡ, NIT ଲାଇଫ ସାଇନ୍ସ ବିଭାଗର ରିସର୍ଚ୍ଚରଙ୍କ ନୂଆ ଉଦ୍ଭାବନ
ରାଉରକେଲା: ପିପ୍ପଳିରୁ ଭଲ ହେବ କ୍ୟାନ୍ସର । ଆଉ ଦରକାର ନାହିଁ କେମୋଥେରାପି । କମ୍ ଟଙ୍କାରେ କ୍ୟାନ୍ସରକୁ ହରାଇବେ ରୋଗୀ । ଓଡ଼ିଆ ଡାକ୍ତରଙ୍କ ନୂଆ ଉଦ୍ଭାବନ । ଆଉ କରିବାକୁ ପଡିବନି କ୍ୟାନ୍ସର ଲାଗି କେମୋଥେରାପି କାରଣ କ୍ୟାନ୍ସର ସେଲ୍ କୁ ନଷ୍ଟ କରିବ ପିପ୍ପଳି । ପିପ୍ପଳିରେ ଠାବ ହୋଇଛି…