Browsing Tag

Cancer Hospital

ସବୁ ମେଡିକାଲ ନୂଆ କ୍ୟାନସର ରୋଗୀଙ୍କ ତଥ୍ୟ ସରକାରଙ୍କୁ ଦେବା ବାଧ୍ୟତାମୂଳକ

କେନ୍ୟୁଜ୍(ବ୍ୟୁରୋ): ଏଣିକି କ୍ୟାନସର ହେଲେ ସରକାରଙ୍କୁ ଜଣାଇବେ । ସବୁ ମେଡିକାଲ ନୂଆ କ୍ୟାନସର ରୋଗୀଙ୍କ ତଥ୍ୟ ସରକାରଙ୍କୁ ଦେବେ । କ୍ୟାନସର ରୋଗ ଚିହ୍ନଟ ପରେ ଜଣାଇବା ବାଧ୍ୟତାମୂଳକ । ଆଜିଠାରୁ କ୍ୟାନସରକୁ ରିପୋର୍ଟେବୁଲ୍‌ ଡିଜିଜ୍‌ ଭାବରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା…

କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ଆଉ ହନ୍ତସନ୍ତ ହେବେନି ରୋଗୀ ଓ ସମ୍ପର୍କୀୟ

କଟକ (କେନ୍ୟୁଜ୍‌) : କଟକ ସ୍ଥିତ ଆଚାର୍ଯ୍ଯ ହରିହର ଆଞ୍ଚଳିକ କ୍ଯାନ୍ସର ହସପିଟାଲକୁ ଆସୁଥିବା ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କ ପାଇଁ ଖୁସି ଖବର । ରୋଗୀ ଓ ରୋଗୀ ସମ୍ପର୍କୀୟମାନଙ୍କ ପାଇଁ ବିଶ୍ରାମ ସ୍ଥଳ ନିର୍ମାଣ ଶେଷ ହୋଇଛି । ଏଠାକାର ସମସ୍ୟାକୁ ଦେଖି ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର…

ପ୍ରତିଷ୍ଠା ହେବାକୁ ଥିବା ସୁପର ସ୍ପେଶାଲିଟି କ୍ୟାନ୍ସର ହସ୍ପିଟାଲର କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ…

ଭୁବନେଶ୍ବର(କେନ୍ୟୁଜ୍):ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ସୁପର ସ୍ପେଶାଲିଟି କ୍ୟାନ୍ସର ହସ୍ପିଟାଲର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତକାର କରିଛନ୍ତି ସୁବ୍ରତ ବାଗଚି । ୭୫୦ ବେଡ଼ ବିଶିଷ୍ଟ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ ନିର୍ମାଣ କରାଯିବ।…

ରାଜ୍ୟରେ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ମିଳିବ ସୁବିଧା, ବାଗଚୀ କରୁଣାଶ୍ରୟ ସିଟି ସ୍ପେଶ୍‌ ଆଣ୍ଡ ହୋମ୍‌…

ଭୁବନେଶ୍ବର(କେନ୍ଯୁଜ୍): କର୍କଟ ଚିକିତ୍ସା କ୍ଷେତ୍ରରେ ନୂଆ ଅଧ୍ୟାୟ । ଭୁବନେଶ୍ୱର ଗଣ୍ଡମୁଣ୍ଡାଠାରେ ବାଗଚୀ କରୁଣାଶ୍ରୟ ସିଟି ସ୍ପେଶ୍‌ ଆଣ୍ଡ ହୋମ୍‌ କେୟାର ସର୍ଭିସର ଲୋକାର୍ପିତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପତ୍ର । ରାଜ୍ୟରେ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ସୁବିଧା…

୯୦କୋଟି ୨୭ଲକ୍ଷ ଟଙ୍କା ବ୍ୟୟରେ ବରଗଡ଼ରେ ହେବ ପୂର୍ଣ୍ଣାଙ୍ଗ କ୍ୟାନ୍‌ସର ହସ୍‌ପିଟାଲ,ସବୁ ପ୍ରକାର ସୁବିଧା ମିଳିବ

ବରଗଡ଼(କେନ୍ୟୁଜ୍):  ବରଗଡ଼ରେ ହେବ ପୂର୍ଣ୍ଣାଙ୍ଗ କ୍ୟାନ୍‌ସର ହସ୍‌ପିଟାଲ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ ବିଭାଗ ୯୦କୋଟି ୨୭ଲକ୍ଷ ଟଙ୍କା ଘୋଷଣା କରିଛି। ଏହି ଟଙ୍କାରେ କେବଳ ୧ଲକ୍ଷ ୩୬ହଜାର ୫୦୭ ବର୍ଗ ଫୁଟର ପାଞ୍ଚ ମହଲା ବିଶିଷ୍ଟ ଡାକ୍ତରଖାନା କୋଠା ନିର୍ମାଣ…

ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ, ବାଗଚୀ ଦମ୍ପତି କଲେ ୩୪୦ କୋଟି ଟଙ୍କା ଦାନ

କେନ୍ୟୁଜ୍(ବ୍ୟୁରୋ):  ସ୍ମାର୍ଟ ସିଟି ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ। ଏହି ପ୍ରସ୍ତାବକୁ  ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ। ନାମ ରହିବ ବାଗଚି- ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର। ସେହିପରି ଭୁବନେଶ୍ୱରରେ କରୁଣାଶ୍ରୟ ପାଲିଏଟିଭ କେୟାର…

କଟକ: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କ୍ୟାନ୍‌ସର ରୋଗୀଙ୍କର ହେବ ପିଇଟି ସିଟି ସ୍କାନ

କଟକ(କେନ୍ୟୁଜ୍):  ଖୁବ ଶୀଘ୍ର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କ୍ୟାନ୍‌ସର ରୋଗୀଙ୍କର ହେବ ପିଇଟି ସିଟି ସ୍କାନ। ଏହାସହ ରାଜ୍ୟର ଅନ୍ୟ ସରକାରୀ ଚିକିତ୍ସାଳୟରେ ମଧ୍ୟ ଖୁବଶୀଘ୍ର ଏହି ଟେଷ୍ଟ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଏହା କୁହାଯାଇଛି। କ୍ୟାନ୍‌ସର…

କଟକ: ଚିନ୍ତା ବଢାଇଛି କ୍ୟାନସର ହସ୍ପିଟାଲ, ଆଉଟ୍‌ଡୋରକୁ ଲୋକେ ନଆସିବାକୁ ନିବେଦନ କଲେ ସ୍ୱାସ୍ଥ୍ୟ ସଚିବ

କଟକ(କେନ୍ୟୁଜ୍):  କଟକ ଏସ୍‌ସିବି ଓ କ୍ୟାନ୍‌ସର ହସ୍ପିଟାଲ ନଆସିବାକୁ ନିବେଦନ । ଗତ ତିନି ଦିନ ମଧ୍ୟରେ କ୍ୟାନ୍‌ସର ହସ୍ପିଟାଲରୁ ୧୧୩ ପଜିଟିଭ୍‌ ଓ ଏସ୍‌ସିବିରୁ ୨୫ରୁ ଅଧିକ ପଜିଟିଭ୍‌ ଚିହ୍ନଟ ପରେ ହସ୍ପିଟାଲ ନଆସିବାକୁ ଲୋକଙ୍କୁ ନିବେଦନ କରାଯାଇଛି । ଆଜି କଟକ ଏସ୍‌ସିବି ବଡ଼ ମେଡିକାଲରେ…

କ୍ୟାନସର ହସପିଟାଲରେ ଉତ୍ତେଜନା ସୃଷ୍ଟି ହେଲା କାହିଁକି? ପଜିଟିଭ୍ କାହିଁକି ଅନ୍ୟମାନଙ୍କୁ ଗୋଡ଼ାଇଲେ ଛୁଇଁବା ପାଇଁ ?

କଟକ : ଶନିବାର ରାତି କଟକ ଆଚାର‌୍ୟ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ପାଇଁ ଅଶୁଭ ଥିଲା । ଏହି ଦିନ ପୁଣି ଚିହ୍ନଟ ହୋଇଥିଲେ ଆଉ ୩୮ ଜଣ କରୋନା ପଜିଟିଭ୍ । ତେବେ ଅଘଟଣ ଘଟିଲା ଯେତେବେଳେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଆସି ପହଞ୍ଚିଲା । କୁହାଯାଉଛି, ପଜିଟିଭ୍ ଚିହ୍ନଟ…

କଟକରୁ ଆଉ ୭୧ କରୋନା ପଜିଟିଭ ଚିହ୍ନଟ, ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟରରୁ ୫୫,ଏସସିବି ବଡ଼ମେଡ଼ିକାଲରୁ ୧୧ଟି ପଜିଟିଭ…

କଟକ(କେନ୍ୟୁଜ୍):  କଟକରୁ ଆଉ ୭୧ କରୋନା ପଜିଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରେ ଆକ୍ରାନ୍ତ ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟରରୁ ୫୫ ଜଣ ରହିଥିବା ଜିଲ୍ଲା ପ୍ରଶାସନ କହିଛି। ଏମାନଙ୍କ ମଧ୍ୟରେ ୧୮ଜଣ କ୍ୟାନସର ପୀଡ଼ିତ, ଜଣେ ନର୍ସ ଓ ୩୬ଜଣ ଆଟେଣ୍ଡାଣ୍ଟ ରହିଛନ୍ତି। ଏହା ପରେ ଜିଲ୍ଲା ପ୍ରଶାସନ…

କଟକ: ପୁଣି କ୍ୟାନସର ହସ୍ପିଟାଲରେ ୬ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢାଇଲେ ଆହାର କେନ୍ଦ୍ର କର୍ମଚାରୀ

କଟକ(କେନ୍ୟୁଜ୍): ପୁଣି କ୍ୟାନସର ହସ୍ପିଟାଲରେ ୬ କରୋନା ଆକ୍ରାନ୍ତ ଚିହ୍ନଟ। ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନ୍ସର ରୋଗୀ, ଜଣେ ଆଟେଣ୍ଡାଣ୍ଟ ଅଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ ଆହାର କେନ୍ଦ୍ର କର୍ମଚାରୀ ହୋଇଥିବା ସୂଚନା ଦେଇଛନ୍ତି CDMO ସତ୍ୟବ୍ରତ ଛୋଟରାୟ।  ଗତକାଲି ୨ ଜଣ ନର୍ସ ଓ ପୂର୍ବରୁ…

କଟକ: କ୍ୟାନସର ହସ୍ପିଟାଲର ୨ ନର୍ସଙ୍କୁ କରୋନା, ସିଡିଏ ସେକ୍ଟର ୯ରୁ ଜଣେ ଆକ୍ରାନ୍ତ ଚିହ୍ନଟ ପରେ କିଛି ସ୍ଥାନକୁ…

କଟକ(କେନ୍ୟୁଜ୍):  ଭୁବନେଶ୍ବର ଭଳି ଏବେ କଟକରେ ମଧ୍ୟ କାୟା ବିସ୍ତାର କରି ଚାଲିଛି କରୋନା। ଗୋଟିଏ ପରେ ଗୋଟିଏ କରୋନା ଯୋଦ୍ଧାକୁ ଆକ୍ରାନ୍ତ କରିବାରେ  ଲାଗିଛି ଏହି ମହାମାରୀ।  କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୟାନସର ହସ୍ପିଟାଲର ଜଣେ ପୁରୁଷ ଓ…