କ୍ୟାନ୍ସର ଓ ମଧୁମେହ ରୋଗୀଙ୍କୁ ଝଟକା, ସରକାର ବଢାଇବେ ଔଷଧ ଦାମ୍
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମହଙ୍ଗା ଝାଟ୍ । ବଢ଼ିବ ବିଭିନ୍ନ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବଢିପାରେ । କ୍ୟାନ୍ସର, ମଧୁମେହ, ହୃତଘାତ୍ ଜନିତ ରୋଗର ଆଣ୍ଟିବାଟିକ୍ ଏବଂ ଜରୁରୀ ଔଷଧର ଦାମ୍ ବଢ଼ାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଖବର ମୁତାବକ, ଜରୁରୀ ମେଡିସିନ ଦାମ୍ ୧.୭ ପ୍ରତିଶତ ବଢ଼ିପାରେ…