Browsing Tag

cancer patient

ଜୀବନମରଣ ସହିତ ସଂଗ୍ରାମ କରୁଛି ଜଗନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଜଳେଶ୍ବର: ବାବୁମାନେ ଏ କୁନି ପୁଅ ପାଇଁ କିଛି କିଛି ସାହାଯ୍ୟ କରନ୍ତୁ । ମାରାତ୍ମକ ରକ୍ତ କର୍କଟ ରୋଗରେ ଅକ୍ରାନ୍ତ ହୋଇ ହସ୍ପିଟାଲ ବେଡରେ ପଡି ଜୀବନ ମରଣ ସହିତ ସଂଗ୍ରାମ କରୁଛି ଏହି ଚଉଦ ବର୍ଷର ଛାତ୍ର । ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ଚିକିତ୍ସା କରାଇ ପାରୁ ନାହାନ୍ତି ବାପା ମାଆ,…

ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ରୋଗ କାହିଁକି ବୃଦ୍ଧି ପାଉଛି, ଜାଣନ୍ତୁ ଡାକ୍ତରମାନେ କ’ଣ କହୁଛନ୍ତି?

ମହିଳାମାନଙ୍କଠାରେ ସ୍ତନ କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବା ପଛରେ ଅନେକ କାରଣ ରହିଛି । ଏହାର ମୁଖ୍ୟ କାରଣଗୁଡ଼ିକ କଣ, ବିଶେଷଜ୍ଞମାନେ କଣ କୁହନ୍ତି ଆସନ୍ତୁ ଜାଣିବା । ଆଜିକାଲି ମହିଳାମାନଙ୍କ ମଧ୍ୟରେ ସ୍ତନ କର୍କଟ ରୋଗ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ରୋଗ ମଧ୍ୟରୁ ଗୋଟିଏ…

ରକ୍ତ କର୍କଟ ରୋଗରେ ପୀଡ଼ିତ କୁନି ଝିଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସାହାଯ୍ୟ ଆଶାରେ ପରିବାର

ବାଲେଶ୍ବର: ରକ୍ତ କର୍କଟ ରୋଗ ରେ ପୀଡ଼ିତ କୁନି ଝିଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଖେଳକୁଦ ଏବଂ ପାଠ ପଢା ବୟସରେ ମାରାତ୍ମକ ରକ୍ତ କର୍କଟ ରୋଗରେ ପିଡୀତ ହୋଇ ବିଛଣାରେ ପଡି ରହିଛି ଘରର ଏକମାତ୍ର ୮ ବର୍ଷର କୁନି ଝିଅ । ଅର୍ଥାଭାବ ଯୋଗୁଁ ଚିକିତ୍ସା ହୋଇ ନପାରି ବିଛଣାରେ ପଡି ଜୀବନ…

କ୍ୟାନ୍ସର ରୋଗୀଙ୍କ ଉପରେ ବଡ଼ବଡ଼ିଆଙ୍କ ଜୁଲୁମ, ଚାଷ ଜମିକୁ ହଡ଼ପ କରିବାକୁ ରଚୁଛନ୍ତି ଷଡଯନ୍ତ୍ର

କ୍ୟାନ୍ସର ରୋଗୀଙ୍କ ଉପରେ ବଡ଼ବଡ଼ିଆଙ୍କ ଜୁଲୁମ । କହିଲେ ପୋଲିସ ଆମ ପକେଟରେ । କଣ କରିବ କର । ଦୁର୍ବଳ ଉପରେ ସବଳର ପ୍ରହାର ଭଳି ଚାଷ ଜମିକୁ ହଡ଼ପ କରିବାକୁ ରଚୁଛନ୍ତି ଭୟଙ୍କର ଷଡଯନ୍ତ୍ର । ହଁ ଆଜ୍ଞା, କ୍ୟାନ୍ସର ରୋଗୀଙ୍କ ପତ୍ନୀଙ୍କୁ କିଛି ବଡ଼ ବଡ଼ିଆ ଦେଉଛନ୍ତି ନିର୍ଯାତନା । ଏକଥା ଆମେ କହୁ…

କ୍ୟାନସର ପାଇଁ ଉଜୁଡିବାକୁ ବସିଛି ଏହି ସୁଖର ସଂସାର, ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା

ଯାଜପୁର ଟାଉନ: କେତେ ଦାରୁଣ ଏ ମଣିଷ ଜୀବନ । ଏ ଦୃଶ୍ୟ ଦେଖିଲା ପରେ ଆପଣମାନେ ଅନୁମାନ କରିପାରିବେ । କ୍ୟାନସର ପାଇଁ ଉଜୁଡିବାକୁ ବସିଛି ଏହି ସୁଖର ସଂସାର । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ବୃଦ୍ଧ ବାପ ଉପରେ ବୋଝ ସାଜିଛି ଘରର ଏକ ମାତ୍ର ରୋଜଗାରିଆ ପୁଅ । ଯିଏ ଦିନେ ସାତ ପ୍ରାଣୀ…

ବୁର୍ଲା ଭୀମସାରରେ ସାଂଘାତିକ ଅବ୍ୟବସ୍ଥା: ୩ ଘଣ୍ଟା କଟିଲା ଲାଇନ୍, ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଦିଆଗଲା କେମୋ

ସମ୍ବଲପୁର : ମୋବାଇଲ ଲାଇଟରେ କେମୋ ଚିକିତ୍ସା । ମୋବାଇଲ ଲାଇଟ୍ ଲଗାଇ କ୍ୟାନ୍ସର ରୋଗୀଙ୍କୁ ଦିଆଗଲା କେମୋ । ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲରେ ସାମ୍ନାକୁ ଆସିଛି ସାଂଘାତିକ ଦୃଶ୍ୟ । ବିନା ସୂଚନାରେ କ୍ୟାନ୍ସର ୱାର୍ଡରେ ଲାଇନ୍ କାଟିଥିଲା ବିଦ୍ୟୁତ ବିଭାଗ । ଲାଇନ୍ କଟିଯିବା ପରେ ୩…

ଶରୀରରେ ଦେଖାଯାଉଥିଲେ ଏହି ଲକ୍ଷଣ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଲିଭର୍‌ କ୍ୟାନ୍ସର

କ୍ୟାନ୍ସରକୁ ଭୟଙ୍କର ରୋଗ ଭାବେ ବିଚାର କରାଯାଏ । ଯଦି ଲିଭରରେ କ୍ୟାନ୍ସର ହେଉଛି ତେବେ ଏହା ଉଭୟ ରୋଗୀ ଏବଂ ଡାକ୍ତରଙ୍କ ପାଇଁ ସମସ୍ୟା ସୃଷ୍ଟି କରେ । ଲିଭର କୋଶିକାରୁ ଲିିଭର କ୍ୟାନ୍ସର ଆରମ୍ଭ ହୋଇଥାଏ । ଯେତେ ଶୀଘ୍ର ଆପଣଙ୍କୁ ଲିଭର କ୍ୟାନ୍ସର ହୋଇଛି ଜଣା ପଡ଼ିବ ସେତେ ଶୀଘ୍ର ଆପଣ ଏହାକୁ…

ମାରାତ୍ମକ କ୍ୟାନ୍ସରରେ ପୀଡ଼ିତ ଗୋପାଳ, ସାହାଯ୍ୟ ପାଇଁ ଅନୁରୋଧ କରୁଛି ପରିବାର

ବିଛଣାରେ ପଡି ଜୀବନ ମରଣ ସହ ସଙ୍ଘର୍ଷ କରୁଛନ୍ତି ମାରାତ୍ମକ କ୍ୟାନ୍ସରରେ ପୀଡ଼ିତ ଜଣେ ବ୍ୟକ୍ତି । ଅର୍ଥାଭାବ ଯୋଗୁ ସ୍ବାମୀଙ୍କ ଚିକିତ୍ସା କରିବା ତ ଦୂର ର କଥା ପେଟକୁ ମୁଠାଏ ଦାନା ଯୋଗାଡ କରିବା ପାଇଁ ଅସହାୟ ହୋଇ ପଡିଛି ସ୍ତ୍ରୀ । ଦିନେ ହସ ଖୁସିରେ ଚାଲିଥିବା ସଂସାର ଆଜି ଲୁହ ଦରିଆରେ…

ମାରାତ୍ମକ କ୍ୟାନ୍ସର ରୋଗରେ ପିଡୀତ ୬ ବର୍ଷର ଶିଶୁ, ସାହାଯ୍ୟ ମାଗୁଛନ୍ତି ବାପା ମା’

ଦୁନିଆକୁ ଭଲରେ ଜାଣି ନଥିବା ୬ ବର୍ଷର ଶିଶୁ ମାରାତ୍ମକ କ୍ୟାନ୍ସର ରୋଗରେ ପିଡୀତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛି । ଅନ୍ୟପଟେ ମା’ ହୃଦରୋଗରେ ପିଡୀତ ହୋଇ ଅର୍ଥାଭାବ ଯୋଗୁ ଚିକିତ୍ସିତ ହୋଇ ପାରୁନି । ଏପଟେ ପୁଅର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିରାଶ ହେବା ପରେ ଶେଷରେ…

ଶ୍ରୀମନ୍ଦିର ବାହାରେ ଜଗା ଦର୍ଶନ କଲେ କର୍କଟ ରୋଗୀ, ଜୀବନ ମରଣ ସହ କରୁଛନ୍ତି ସଙ୍ଘର୍ଷ

ଜଗାକୁ ଟିକେ ଦେଖିବି । ଦେହର କଷ୍ଟକୁ ତ ଦୂର କରି ପାରିବିନି କିନ୍ତୁ ଜଗାକୁ ଟିକେ ଦେଖିଦେଲେ ମୋ ମନ ଭରି ଯିବ । କେତେ ଆଶା ଥିଲା ଜଗାକୁ ଟିକେ ପାଖରୁ ଦେଖିବି କିନ୍ତୁ ଶରୀର ଆଉ ବୋଲ ମାନୁନି । ଚାଲିବାକୁ ଅକ୍ଷମ ମୁଁ । ଜଗା ତୋତେ ମୁଁ କେମିତି ଦେଖିବି । ଏମିତି ରୋଗ ଦେଲୁ ଯେ ଉଠି ବସି…

ତିନି ଭଉଣୀଙ୍କ ନିଆରା ପ୍ରୟାସ: କର୍କଟ ରୋଗୀଙ୍କ ପାଇଁ ଦାନ କଲେ ନିଜର କେଶ

ଭୁବନେଶ୍ୱର: ସ୍ମୃତି, ସୁଦ୍ଧା , ପ୍ରତିଭା । ସମ୍ପର୍କରେ ଏମାନେ ତିନି ଭଉଣୀ । ଆଉ ଏହି ତିନି ଭଉଣୀ ସମାଜ ପାଇଁ ସୃଷ୍ଟି କରିଛନ୍ତି ଏକ ବଡ ଉଦାହରଣ । କେଶ ଦାନ କରି କର୍କଟ ରୋଗୀଙ୍କ ମୁହଁରେ ହସ ଫୁଟେଇବା ପାଇଁ କରିଛନ୍ତି ପ୍ରୟାସ । ଝିଅ ହୁଅନ୍ତୁ କି ମହିଳା କେଶକୁ ବେଶ ପସନ୍ଦ କରିଥାନ୍ତି ।…

ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା । ଏଭଳି କିଛି ଚମତ୍କାରୀ ଇଞ୍ଜେକ୍ସନ ତିଆରି କରିଛନ୍ତି ଇଂଲଣ୍ଡର ଅନୁସନ୍ଧାନକାରୀ ଟିମ । ଏହି ଇଞ୍ଜେକ୍ସନ ଦ୍ୱାରା ଲକ୍ଷ ଲକ୍ଷ କ୍ୟାନ୍ସର ରୋଗୀ ନିଜ ରୋଗରୁ ମୁକ୍ତି ପାଇ ପାରିବେ । ସାରା ବିଶ୍ୱରେ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି କ୍ୟାନ୍ସର ।…