ISRO ମୁଖ୍ୟ ଏସ୍. ସୋମନାଥଙ୍କୁ କ୍ୟାନ୍ସର, ଆଦିତ୍ୟ ଏଲ୍-୧ ଲଞ୍ଚିଂ ଦିନ ଜଣାପଡ଼ିଥିଲା ରୋଗ
ଇସ୍ରୋ (ISRO) ମୁଖ୍ୟ ଏସ୍. ସୋମନାଥଙ୍କୁ କ୍ୟାନ୍ସର । ଭାରତର ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୍-୧’ର ଲଞ୍ଚିଂ ସମୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ମୁଖ୍ୟ କର୍କଟ ରୋଗ ସହ ଲଢ଼ୁଥିଲେ ।
ଏକ ସାକ୍ଷାତକାରରେ ଏହା ନିଶ୍ଚିତ କରି ସୋମନାଥ କହିଛନ୍ତି ଯେ ସ୍କାନିଂରେ କର୍କଟ ଜଣାପଡ଼ିଥିଲା ।…