ରାଜ୍ୟରେ ଭାଙ୍ଗକୁ ମାଦକ ଦ୍ରବ୍ୟ ଘୋଷଣା କଲା ଅବକାରୀ ବିଭାଗ
ଭୁବନେଶ୍ୱର: ଆଉ ମନ ଇଚ୍ଛା ଲୁଚି ଛପି ବିକିପାରିବେନି ଭାଙ୍ଗ । ଏଥର ଯିବାକୁ ପଡିବ ଜେଲ୍ । ଏଣିକି ନିଶାଦ୍ରବ୍ୟ ତାଲିକାରେ ଗଣାହେବ ଭାଙ୍ଗ । ଭାଙ୍ଗକୁ ମାଦକ ଦ୍ରବ୍ୟ ଘୋଷିତ । ରାଜ୍ୟରେ ଭାଙ୍ଗକୁ ମାଦକ ଦ୍ରବ୍ୟ ଘୋଷଣା କଲା ଅବକାରୀ ବିଭାଗ । ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି…