ଗଞ୍ଜେଇ ବେପାର ପାଇଁ ସାଙ୍ଗକୁ ବନ୍ଧା ପକାଇ ସାଙ୍ଗ ଫେରାର୍
ମୋହନା(କେନ୍ୟୁଜ): ଗଞ୍ଜେଇ ବେପାର ପାଇଁ ବନ୍ଧା ପଡିଲା ସାଙ୍ଗ। ଅପହରଣ ମାମଲା ଦାୟର ପରେ ପୋଲିସ ତଦନ୍ତ କରି ଘଟଣାର ଫର୍ଦାଫାସ କରିଛି । ଅପହୃତ ଯୁବକଙ୍କୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ଗଜପତି ଜ଼ିଲ୍ଲା ଅଡବା ଥାନା ରାଇଜୁକା ଗ୍ରାମର ଆଲୋକ ମାଝୀ । ଗଞ୍ଜାମ ଜ଼ିଲ୍ଲା କୋଦଳା ଅଞ୍ଚଳର…