Browsing Tag

cannabis seized

ଟାଟା ଏସି ଭିତରେ ସ୍ପେଶାଲ୍ ଚ୍ୟାମ୍ବର କରି ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ

କଣ୍ଟାମାଳ: ବାଃ କି ଅଇଡିଆ । ମାନିବାକୁ ପଡିବ ଏମାନଙ୍କ କୁବୁଦ୍ଧିକୁ। ପୋଲିସ୍ ଆଖିରେ ଧୂଳି ଦେଇ ନିଜ କଳା କାରନାମା ଜାରି ରଖିବାକୁ ଏମାନେ ଆପଣାଉଛନ୍ତି ବିଭିନ୍ନ ପନ୍ଥା । ହେଲେ କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ, କେବେ ନା କେବେ ଏମାନଙ୍କର ଷଡଯନ୍ତ୍ର ତ ପଦାରେ ପଡିବ । ଏଭଳି…

ବରଗଡ଼ ପୋଲିସକୁ ସଫଳତା, ୬ କୁଇଣ୍ଟାଲ ୩୬ କିଲୋ ଗଞ୍ଜେଇ ଜବତ ସହ ୪ଗିରଫ

ବରଗଡ଼ : ବରଗଡ଼ ଗ୍ରାମାଞ୍ଚଳ ପୋଲିସକୁ ସଫଳତା ।  ୬ କୁଇଣ୍ଟାଲ ୩୬ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ, ୪ ଜଣ ଗିରଫ ହୋଇଛନ୍ତି ।  ବୌଦ୍ଧ ଜିଲ୍ଲାରୁ ଛତିଶଗଡ଼ ରାଜ୍ୟର ରାୟପୁର ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବରଗଡ଼ ଟୋଲ୍ ଗେଟ୍ ନିକଟରେ ଗ୍ରାମାଞ୍ଚଳ ପୋଲିସ କାବୁ କରିଛି ।…

କଣାସରେ ବେଧଡକ ଚାଲିଛି ଗଞ୍ଜେଇ ଚାଷ

କଣାସ(କେନ୍ୟୁଜ) : ଚାଲିଛି ବେଆଇନ ଗଞ୍ଜେଇ ଚାଷ । ନା କାହାକୁ ଡର ଅଛି ନା ଭୟ । ବେଲଗମ୍ ଭାବେ ଚାଲିଛି ଏହି ଚାଷ । ପୁରୀ ଜ଼ିଲ୍ଲା କଣାସର ଅନେକ ସ୍ଥାନରେ ହେଉଛି ବେଆଇନ  ଗଞ୍ଜେଇ ଚାଷ । ନିଛାଟିଆ ଗହୀର ବିଲରେ ପୋଟଳ, ବାଇଗଣ, କଲରା ଚାଷ କଡେ କଡେ ହୋଇଛି ଗଞ୍ଜେଇ ଚାଷ । ବୁଦା ବୁଦା କରି ଶହ…

୫୦ ଲକ୍ଷ ଟଙ୍କାର ଗଚ୍ଛିତ ଗଞ୍ଜେଇ ଜବତ, ମାଫିଆ ଫେରାର

ଲମତାପୁଟ(କେନ୍ୟୁଜ): ମାଛକୁଣ୍ଡ ପୋଲିସକୁ ସଫଳତା । ୫୦୫ କେଜି ଗଚ୍ଛିତ ଗଞ୍ଜେଇ ଜବତ କଲା ପୋଲିସ୍ । ସୂଚନା ଅନୁଯାୟୀ କୌଣସି ବିଶେଷ ସୂତ୍ରରୁ ଖବରପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ମାଛକୁଣ୍ଡ ଥାନା ଅଧୀନ ହନୁମାଳ ଗ୍ରାମ ନିକଟ…

ଗୋଖାଦ୍ୟ ବୋଝେଇ କଣ୍ଟେନରରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ୨ ଗିରଫ

 ମାଲକାନଗିରି (କେନ୍ୟୁଜ):  ମାଲକାନଗିରିରୁ ଜୟପୁର ଯାଉଥିବା ଏକ ଗୋଖାଦ୍ୟ କଣ୍ଟେନରରୁ ଚମ୍ପାଖାରୀ ଚେକ ପୋଷ୍ଟ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କାଲିମେଳା ଅଞ୍ଚଳରୁ ଆସୁଥିବା ଗୋଖାଦ୍ୟ କଣ୍ଟେନର ସୂଚନା ପାଇ ମାଲକାନଗିରି ଥାନା ପୋଲିସ ଚଢ଼ାଉ କରିଥିବା ବେଳ ଦୁଇ ଜଣ ଗିରଫ…

ଭଞ୍ଜନଗର ପୋଲିସ୍ ଦ୍ବାରା ୫୮୨ କିଲୋ ଗଞ୍ଜେଇ ନଷ୍ଟ

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ୍ ଦ୍ବାରା ୧୬ଟି ମାମଲାରେ ଜବତ ହୋଇଥିବା ୫୮୨ କିଲୋ ଗଞ୍ଜେଇକୁ ନଷ୍ଟ କରାଗଲା । ମାନ୍ୟବର ଅଦାଲତ ଓ ଡ୍ରଗ୍ ଡିସ୍ପୋଜାଲ୍ କମିଟି ଅଧ୍ୟକ୍ଷଙ୍କ ଅନୁମତି କ୍ରମେ, ଶେରଗଡ଼ ଠାରେ ରହିଥିବା ଓ୍ବେଷ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ରେ, ଜବତ ଗଞ୍ଜେଇ…

ବ୍ରହ୍ମପୁର : ଯାଞ୍ଚ ବେଳେ ମିଳିଲା ୧ କୋଟି ୨୨ଲକ୍ଷ ଟଙ୍କା ଗଞ୍ଜେଇ ସହିତ ୨୦ଟି ସୁନା ବିସ୍କୁଟ, ଜଣେ ଅଟକ

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜେଇ ଯାଞ୍ଚ ବେଳେ ମିଳିଲା ସୁନା ବିସ୍କୁଟ। ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରୁ କାରରୁ ନଗଦ ୧ କୋଟି ୨୨ଲକ୍ଷ ଟଙ୍କା ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ। ଜବତ ଟଙ୍କା ସହ ଜଣଙ୍କୁ ଅଟକ ରଖାଯାଇଛି। ଅଟକ ବ୍ୟକ୍ତି ମହାରାଷ୍ଟ୍ର ଭରତ ଗୋଖେ ନାୟକ। ସୁନା ବିକି…

ପିକ୍ଅପ୍ ଭ୍ୟାନ୍ ସହ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ଥାନା ଡେଙ୍ଗମା ଗାଁ ନିକଟରେ ଚଢ଼ଉ କରି ପିକ୍ଅପ୍ ଭ୍ୟାନ୍ ସହ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ । ଚୋରାଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ ସହ କୋର୍ଟଚାଲାଣ କରାଯାଇଛି । ସେମାନେ ହେଲେ ରା.ଉଦୟଗିରି ଥାନା ବାଲିସାହି ଗାଁର ପ୍ରଦିପ ମାଝୀ…

ମାଛକୁଣ୍ଡ ପୋଲିସ୍ ଦ୍ବାରା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ(କେନ୍ୟୁଜ୍‌): ଗଞ୍ଜେଇ  ଧରପଗଢକୁ ଯୋରଦାର କରିଛି ଲମତାପୁଟ ଓ ମାଛକୁଣ୍ଡ ପୋଲିସ୍ । ସୁରୁମି ଠାରୁ ହରିୟାନା ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାବେଳେ ମାଛକୁଣ୍ଡ ପୋଲିସ ଦ୍ବାରା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଏହାସହ ଗୋଟିଏ କାର ସହ ୨ଜଣ ଯୁବକଙ୍କୁ ଗିରଫ କରାଯାଇଛି । ସୁରୁମି…

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢଉ: ୧୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

କନ୍ଧମାଳ(କେନ୍ଯୁଜ୍): ୧୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢଉ । ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଦର ପଞ୍ଚାୟତ ରବିଙ୍ଗିଆ ଓ କାଟାପାଙ୍ଗା ସ୍ଥିତ ଜଙ୍ଗଲରେ ଚଢଉ କରାଯାଇଥିଲା । ଜଙ୍ଗଲର ୧୪୭ ଏକର ଜମିରେ ଚାଷ…

ଆମ୍ବୁଲାନ୍ସ ଭିତରେ ୫୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ଡ୍ରାଇଭର ସମେତ ଆଉ ଜଣେ ଅଟକ

ଭଦ୍ରକ(କେନ୍ଯୁଜ୍) : ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାବେଳେ ଧରିଛି ପୋଲିସ୍ । ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ! ଆମ୍ବୁଲାନ୍ସ ଭିତରେ ୫୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗାଡ଼ିକୁ ଜବତ କଲା ଭଦ୍ରକ ଟାଉନ ପୋଲିସ । କୌଣସି ସୁତ୍ରରୁ ଖବରପାଇ ବନ୍ତ ଛକ ନିକଟରେ ପୋଲିସ ଜଗି ରହିଥିଲା ।…

ଭୁବନେଶ୍ୱର ରସୁଲଗଡ଼ ଛକରୁ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନୀଳ ଜହର ଜବତ, ଦୁଇ ଅଭିଯୁକ୍ତଙ୍କୁ ଗିରଫ

ଭୁବନେଶ୍ୱର(କେନ୍ଯୁଜ୍): ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ। ବିହାର ଚୋରା ଚାଲାଣ ବେଳେ ଭୁବନେଶ୍ୱର ରସୁଲଗଡ଼ ଛକରୁ ଜବତ ହେଲା ଅଢେଇ କ୍ୱିଣ୍ଟାଲ ନୀଳ ଜହର। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ହେବ। ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି NCB ଭୁବନେଶ୍ୱର…