Browsing Tag

cannabis seized

ମୁନିଗୁଡ଼ାରୁ ୨ଟନ୍‌ ଗଞ୍ଜେଇ ଜବତ କଲା ରାୟଗଡ଼ା ଜିଲ୍ଲା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ସ୍କ୍ଵାର୍ଡ, ପିଚୁ ବୋଝେଇ ଟ୍ରକରେ…

ରାୟଗଡ଼ା : ୧ କୋଟିର ଗଞ୍ଜେଇ ଜବତ। ବୌଦ୍ଧ ଜିଲ୍ଲା କଣ୍ଟମାଳରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ବେଳେ ମୁନିଗୁଡ଼ାରୁ ଜବତ କରିଛି ରାୟଗଡ଼ା ଜିଲ୍ଲା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ସ୍କ୍ଵାର୍ଡ । ଏକ ପିଚୁ ବୋଝେଇ ଟ୍ରକ ଯୋଗେ ଚାଲାଣ କରାଯାଉଥିଲା ନୀଳ ଜହର। ପ୍ରାୟ ୨ଟନ୍‌ର ଜବତ ଗଞ୍ଜେଇର ମୂଲ୍ୟ ୧କୋଟି…

ମୟୁରଭଞ୍ଜ ଚଢେଇଭୋଳ ନିକଟରୁ ଏକ ଘରୋଇ ବସ୍ ଭିତରୁ ୩୫ କେଜି ଗଞ୍ଜେଇ ଜବତ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ଚଢେଇଭୋଳ ନିକଟରୁ ଏକ ଘରୋଇ ବସରୁ ୩୫ କେଜି ଗଞ୍ଜେଇ ଜବତ କରାଯାଇଛି । କରଞ୍ଜିଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କେନ୍ଦୁଝରରୁ କଲକତା ଆସୁଥିବା ବସ ଗୁଡିକ ଯାଞ୍ଚ କରିଥିଲେ । ବିଳମ୍ବିତ ରାତିରେ ଯାଞ୍ଚ ସମୟରେ ୭ଟି ଗଜେଇ…

କୋରାପୁଟ : ଲମତାପୁଟ ଓ ପାଡୁଆ ପୋଲିସ୍ ଦ୍ଵାରା ୭୦ ଲକ୍ଷ ଟଙ୍କାର ଗଂଜେଇ ଜବତ

କୋରାପୁଟ : କୋରାପୁଟ ପୋଲିସକୁ ସଫଳତା। ଲମତାପୁଟ ଓ ପାଡୁଆ ପୋଲିସ ଦ୍ଵାରା ୩ଟି ଗାଡିରୁ ଜବତ ହୋଇଛି ୭୦ ଲକ୍ଷ ଟଙ୍କାର ଗଂଜେଇ। ଆନ୍ଧ୍ର ସୀମାନ୍ତ ବାଞ୍ଜେଲପୁଟ ନିକଟରେ ଯାଞ୍ଚ ବେଳେ ଗଞ୍ଜେଇ ଜବତ କରାଯାଇଛି । ସୂତ୍ରରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଲାମତାପୁଟ…

ସୋରଡା: ଜରାଉ ଛକ ନିକଟରୁ ଅଢେଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ

ସୋରଡା : ଗଞ୍ଜାମ ଜିଲ୍ଲା ସୋରଡା ଜରାଉ ଛକ ଠାରେ ଏସ୍ ଆଇ ଅରତତ୍ରଣ ଯାନୀଙ୍କ ଦ୍ଵାରା ବ୍ଲକିଙ୍ଗ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ବ୍ରହ୍ମପୁର ଯାଉଥିବା ଏକ ବୋଲେରୋ ଗାଡିକୁ ଅଟକାଇଥିଲେ । ସେଥିରେ ଗଞ୍ଜେଇ ଥିବା ଜାଣି ଥାନା ପରିସରକୁ ଆଣିଥିଲେ । ରବିବାର ଅପରାହ୍ନ…

ଓଲଟିଲା ଗଞ୍ଜେଇ ବୋଝେଇ କାର୍‌

ଖୋର୍ଦ୍ଧା (କେ ନ୍ୟୁଜ୍‌) : ଖୋର୍ଦ୍ଧା ଓସିସି ଛକରେ ଓଲଟିଲା ଗଞ୍ଜେଇ ବୋଝେଇ କାର୍‌ । ଭୁବନେଶ୍ୱର ପଟୁ ଯାଉଥିବା ଏକ ଇଣ୍ଡିଗୋ କାର୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ତେବେ କାର୍‌ ଡ୍ରାଇଭର ତୁରନ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।