ଦୀପିକା ଓ ଆଲିଆଙ୍କୁ ପଛରେ ପକାଇଲେ ଉର୍ବଶୀ, ୧୩୦୦ କୋଟିର ଗାଉନ୍ ପିନ୍ଧି ଫ୍ୟାଶନ ଇଭେଣ୍ଟରେ ଆସିଲେ ନଜର
କାନ୍ସ ଫିଲ୍ମ ଫେଷ୍ଟିଭାଲ୍ କିଛି ବର୍ଷ ମଧ୍ୟରେ ଦୁନିଆର ସବୁଠାରୁ ବଡ଼ ଫ୍ୟାଶନ ଇଭେଣ୍ଟରେ ସାମିଲ ହୋଇସାରିଛି । ଯେଉଁଠାରେ ପ୍ରତିବର୍ଷ ଇଣ୍ଟରନ୍ୟାସନାଲ ସେଲିବ୍ରିଟିମାନେ ନିଜର ଚମତ୍କାର ଏବଂ ମହଙ୍ଗା ଲୁକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି । ଡିଜାଇନର୍ ଗାଉନ୍, ବିଳାସପୂର୍ଣ୍ଣ…