Browsing Tag

capital hospital

କ୍ୟାପିଟାଲ ହସ୍ପିଟାଲ ପଛପଟୁ ବ୍ୟାଗ୍‌ ଭିତରୁ ନବଜାତର ମୃତଦେହ ଉଦ୍ଧାର

ଭୁବନେଶ୍ୱର (କେନ୍ୟୁଜ): ନବଜାତ ଶିଶୁର ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଆରମ୍ଭ । ଭୁବନେଶ୍ବର କ୍ୟାପିଲାଟ ହସ୍ପିଟାଲ ପଛପଟ ପଡ଼ିଆରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଏକ ବ୍ୟାଗରୁ ମୃତଦେହ ଦବତ କରିଛି ପୋଲିସ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସର ତଦନ୍ତ ଆରମ୍ଭ ।…

୨୨ ଦିନର ଛୁଆକୁ ଛାଡ଼ି ବାପା ମା’ ଫେରାର, ହସ୍ପିଟାଲରେ ଏକା ରହିଛି ଶିଶୁ

ଭୁବନେଶ୍ବର : ୨୨ ଦିନର ଛୁଆକୁ ଛାଡ଼ି ବାପା ମା' ଫେରାର । ଶିଶୁର ଚିକିତ୍ସା ପାଇଁ ନୟାଗଡରୁ ଭୁବନେଶ୍ବର କ୍ୟାପିଟଲ ହସ୍ପିଟାଲ ଆଣିଥିଲେ ଦମ୍ପତି । କ୍ୟାପିଟଲ ହସ୍ପିଟାଲରେ ଛୁଆକୁ ଛାଡି ଚାଲିଗଲେ ବାପା ମାଆ । ଏବେ ଶିଶୁଟି କ୍ୟାପିଟଲ ହସ୍ପିଟାଲରେ ଏକା ରହିଛି । ହସ୍ପିଟାଲ ପକ୍ଷରୁ ଯୋଗଯୋଗ…

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ମଡ୍ୟୁଲାର ଓଟି, ଶୁଭଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ପ୍ରଥମ ମଡୁଲାର ଓଟି, ଏଥିରେ ରହିଛି କୋରିଆ ୟୁକେର ଅତ୍ୟାଧୁନିକ ଚିକିତ୍ସାର ସରଞ୍ଜାମ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହାର ଶୁଭଆରମ୍ଭ କରିଛନ୍ତି l କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ମଡ୍ୟୁଲାର ଓଟି। ଯାହା ରାଜ୍ୟର ପ୍ରଥମ ମଡ୍ୟୁଲାର ଓଟି। ଏଥିରେ ରହିଛି…

କ୍ୟାପିଟାଲ ହସପିଟାଲରେ ଶିଶୁ ବଦଳ ଘଟଣାରେ ଡିଏନଏ ଟେଷ୍ଟ ହେବ

ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଶିଶୁ ବଦଳ ଘଟଣାରେ ଡିଏନଏ ଟେଷ୍ଟ ହେବ । ଏଥିପାଇଁ ନମୁନା ସଂଗ୍ରହ ହୋଇଛି । ଆଜି ମାଆ ଓ ଶିଶୁର ସାମ୍ପୁଲ ସଂଗ୍ରହ କରାଯାଇଛି । ସଂଗୃହୀତ ନମୁନାକୁ ଷ୍ଟେଟ ଫୋରେନସିକ୍ ସାଇନ୍ସ ଲାବ ବା SFSL ପଠାଯାଇଛି । ପରେ ILSରେ ଡିଏନଏ ପରୀକ୍ଷା ହେବ । ଅଭିଯୋଗ…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ମାମଲା: ଆଜି ହୋଇପାରେ ଡିଏନଏ ଟେଷ୍ଟ

ଭୁବନେଶ୍ୱର (କେନ୍ୟୁଜ): କ୍ୟାପିଟାଲ ହସପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣା। ଆଜି ହୋଇପାରେ ଅଭିଯୋଗକାରୀ ପ୍ରାଣକୃଷ୍ଣ, ତାଙ୍କ ପତ୍ନୀ ଓ ଶିଶୁଙ୍କ DNA ଟେଷ୍ଟ। ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏନେଇ ଭୁବନେଶ୍ୱର SDJM କୋର୍ଟଙ୍କ ଅନୁମତି ପାଇଁ କ୍ୟାପିଟାଲ ଥାନା ପକ୍ଷରୁ କରାଯିବ ଆବେଦନ।…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ: ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କଲେ…

ଭୁବନେଶ୍ବର(କେନ୍ୟୁଜ୍):କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଜଣେ ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । କାର୍ଯ୍ୟରେ ଅବହେଳା ପାଇଁ ସସପେଣ୍ଡ କରାଯାଇଛି। ଅନ୍ୟ କେହି ଦୋଷୀ ବାହାରିଲେ ଆକ୍ସନ ନିଆଯିବ । ୩ ଜଣିଆ ଟିମ୍…

କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା, ସସ୍‌ପେଣ୍ଡ ହେଲେ ଆଟେଣ୍ଡାଣ୍ଟ

ଭୁବନେଶ୍ୱର (କେନ୍ୟୁଜ): କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା । ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍‌ପେଣ୍ଡ କଲେ ହସ୍ପିଟାଲ ନିର୍ଦ୍ଦେଶକ । ଦାୟିତ୍ୱରେ ଅବହେଳା ପାଇଁ ସସ୍‌ପେଣ୍ଡ କରିଥିବା ସୂଚନା ମିଳିଛି । ଆରମ୍ଭ ହୋଇଥିବା ତଦନ୍ତ ଜାରି ରହିବ ବୋଲି ହସ୍ପିଟାଲ…

ପୁଅ ହୋଇଛି କହି ଝିଅ ଧରାଇ ଦେବା ଘଟଣା, DNA ଟେଷ୍ଟ ପାଇଁ ଦାବି

ଭୁବନେଶ୍ୱର (କେନ୍ୟୁଜ): କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ ତଦନ୍ତ। ତଦନ୍ତ କରୁଛନ୍ତି ୩ ଜଣିଆ ଟିମ୍। ପ୍ରାଣକୃଷ୍ଣ ବିଶ୍ବାଳଙ୍କ ଝିଅ ହୋଇଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ। ହେଲେ ଅଭିଯୋଗକାରୀ ଏହାକୁ ଗ୍ରହଣ କରିନଥିବାରୁ ମାମଲା…

କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ , ପୁଅ କହିକି ଝିଅ ଦେଲେ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଅଭାବନୀୟ ଘଟଣା। କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲ୍ ରେ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା କହିଥିଲେ ନର୍ସ।…

ଆନ୍ଦୋଳନରେ ଓହ୍ଲାଇଛନ୍ତି କ୍ୟାପିଟାଲ ହସପିଟାଲ ସଫେଇ କର୍ମଚାରୀ, ଚାଲିଛି ବୁଝାସୁଝା

ଭୁବନେଶ୍ବର(କେନ୍ୟୁଜ୍): କାର୍ଯ୍ୟକୁ ଫେରିବାକୁ କ୍ୟାପିଟାଲ ହସପିଟାଲ ସଫେଇ କର୍ମଚାରୀଙ୍କୁ ବୁଝାସୁଝା। ଖୁବ ଶୀଘ୍ର ବିଭିନ୍ନ ଦାବିର ସମାଧାନ କରାଯିବ ବୋଲି ସଫେଇ କର୍ମଚାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସ୍ଥାନୀୟ କର୍ପୋରେଟର। ବିଭିନ୍ନ ଦାବିରେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲର ସଫେଇ…

ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି । ସଫେଇ କର୍ମଚାରୀମାନଙ୍କୁ ବିଭିନ୍ନ ସମୟରେ ନିର୍ଦ୍ଦେଶକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ଏହା ସହ…

ଆମ ହସ୍ପିଟାଲ ଯୋଜନାର କ୍ୟାପିଟାଲ ହେବ ମଡେଲ ହସ୍ପିଟାଲ, ଚିକିତ୍ସା ସୁବିଧାର ଅନୁଧ୍ୟାନ କଲେ 5T ସଚିବ

ଭୁବନେଶ୍ବର(କେନ୍ୟୁଜ୍):   କ୍ୟାପିଟାଲ ହସପିଟାଲ ହେବ ଆମ ହସ୍ପିଟାଲ ଯୋଜନାର ମଡେଲ ହସ୍ପିଟାଲ । ଆଜି କ୍ୟାପିଟାଲ ହସ୍ପିଟାଲ ବୁଲି ଦେଖିଲେ 5T ସଚିବ ଭି କେ ପାଣ୍ଡିଆନ । ହସ୍ପିଟାଲ ପରିସରରେ କିପରି ଚାଲିଛି ରୋଗୀ ଚିକିତ୍ସା ତାହାକୁ ନେଇ କଲେ ଅନୁଧ୍ୟାନ । ପ୍ରଥମେ ହସ୍ପିଟାଲର ସ୍କେଚ ଦେଖିଲେ…